Latest Odisha News

BREAKING NEWS

ସାବଧାନ,ବିନା ୱାରେଣ୍ଟରେ କରାଯିବ ଗିରଫ!!

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ନୂଆ ନିୟମ, ସୁରକ୍ଷା ବଳ ବିନା ୱାରେଣ୍ଟ ରେ ସନ୍ଧାନ ଓ ଗିରଫ ପାରିବେ ବୋଲି ୟୁପି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରାଯିବ, ଯେଉଁଥିରେ ସିଆଇଏସଏଫ (ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ) ଭଳି କ୍ଷମତା ରହିବ ବୋଲି…

ମୁମ୍ବାଇ ଛାଡିଲେ କଙ୍ଗନା

ମୁମ୍ବାଇ: ଶେଷରେ ମୁମ୍ବାଇ ଛାଡିଲେ ବଲିଉଡ କଂଟ୍ରଭର୍ସି କୁଇନ୍ କଙ୍ଗନା । ମନଦୁଃଖରେ ସେ ଆଜି ନିଜ ହୋମ ଟାଉନ୍ ମନାଲୀକୁ ଫେରିଛନ୍ତି । ଯେଉଁଠି ତାଙ୍କ ପରିବାର ରହନ୍ତି । ତେବେ ମୁମ୍ବାଇ ଛାଡିବା ପୂର୍ବରୁ ସେ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଭାରାକ୍ରାନ୍ତ ମନରେ ମୁମ୍ବାଇ ଛାଡି…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ୬ ଡ୍ରଗ୍ସ ବେପାରୀଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ଏହି ମାମଲାରେ ରବିବାର ଦିନ ମୁମ୍ବାଇରୁ ଆଉ ୬ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଏନସିବି। ନ୍ୟୁଜ ୧୮ର ରିପୋର୍ଟ ମୁତାବକ ଏହି ୬ ଜଣ ଅଭିଯୁକ୍ତଙ୍କ…

କରୋନାରେ ଚାଲିଗଲେ ଖଣ୍ଡଗିରି ଥାନା ଏଏସ୍‌ଆଇ

ଭୁବନେଶ୍ୱର: କରୋନା ନେଲା ଆଉ ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ । ଭୁବନେଶ୍ୱର ଖଣ୍ଡଗିରି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ଶିଶିର କୁମାର ସେଠୀଙ୍କ ମୃତ୍ୟୁ ହୋଇଛି । ସେ କରୋନା ଲଢ଼େଇରେ ହାରିଯାଇଛନ୍ତି । ଏନେଇ ଭୁବନେଶ୍ୱର ଡିସିପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ଭଳି ଜଣେ ଦକ୍ଷ ଅଫିସରଙ୍କୁ…

ଏଥର Alexaରେ ଅମିତାଭ ବଚ୍ଚନଙ୍କ ଭଏସ୍ ‌!

ନୂଆଦିଲ୍ଲୀ: ଏଥର ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ଭଏସ୍‌ରେ ଉପଲବ୍ସ ହେବ ଆଲେକ୍ସ । ପ୍ରଥମଥର ପାଇଁ ସେଲିବ୍ରିଟି ଭଏସ୍‌ରେ ବଜାରକୁ ଆସିବ ଭଏସ୍ କମାଣ୍ଡ ଆଲେକ୍ସା । ବଲିଉଡ ଅଭିନେତା ଅମିତାଭ ବଚ୍ଚନ Amazon ସହ ପାର୍ଟନରଶିପ୍ କରିଛନ୍ତି। ଏହି ପାର୍ଟନରଶିପ୍ ଅନୁସାରେ ଭାରତରେ ପ୍ରଥମ ଥର…

ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କୁ କରୋନା

ଭୁବନେଶ୍ୱର: ବିଜେଡି ନେତା ତଥା ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏସମ୍ପର୍କରେ ସୋମବାର ଦିନ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି ଏବଂ ମୁଁ ସଙ୍ଗରୋଧରେ ଅଛି।…

ପ୍ରଶ୍ନକାଳକୁ ନେଇ ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ବିରୋଧୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: ମହାମାରୀ ଭିତରେ ଆଜି ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ସମସ୍ତ ପ୍ରୋଟକଲ ଅନୁସରଣ କରାଯାଇ ଏହି ଅଧିବେଶନ ଆରମ୍ଭ ହୋଇଛି। କରୋନା ପାଇଁ ଅଧିବେଶନରେ ପ୍ରଶ୍ନକାଳ ହଟାଯିବାକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖା ଦେଇଥିବା ବେଳେ ଆଜି ଅଧିବେଶନ ଆରମ୍ଭ ହେବା ପରେ ଏହାକୁ ନେଇ…

ପଞ୍ଚଭୂତରେ ଲୀନ ହେଲେ କିମ୍ବଦନ୍ତୀ ଅଭିନେତା ଅଜିତ ଦାସ

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ଓଡ଼ିଆ ସିନେ ଜଗତର ଖ୍ୟାତନାମା ଅଭିନେତା ଅଜିତ ଦାସ। ଭୁବନେଶ୍ବର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିବା ସୂଚନା ମିଳିଛି । ଗାର୍ଡ ଅଫ ଅନର୍ ସହ ଅଜିତଙ୍କୁ ବିଦାୟ ଦିଆଯାଇଛି । ଅଜିତଙ୍କ ବଡ଼ ଝିଅ ତାଙ୍କୁ ମୁଖାଗ୍ନି…

ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି; ଲୋକାୟୁକ୍ତରେ ହାଜର ହେଲେ ୨ ଆଇଏଏସ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ଲୋକାୟୁକ୍ତରେ ହାଜର ହୋଇଛନ୍ତି ୨ ବରିଷ୍ଠ ଆଇଏଏସ ଅଧିକାରୀ । ସେମାନଙ୍କ ମଧ୍ୟରେ ରହିଛନ୍ତି- ତତ୍କାଳୀନ କ୍ରୟ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇଏଏସ ହେମନ୍ତ କୁମାର ଶର୍ମା ଏବଂ ଅନ୍ୟଜଣେ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା…

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ”ମୋର ଏବଂ ମୋ ଧର୍ମ ପତ୍ନୀ ସଙ୍ଗିତା ଦାଶଙ୍କର କରୋନା' ପଜିଟିଭ ବାହାରିଛି ଆମେ ଏବେ ସୁସ୍ଥ ଅଛୁ” ବୋଲି ଉଲ୍ଲେଖ…