Latest Odisha News

BREAKING NEWS

ଜାପାନର ଫୁକୁସୀମାରେ ଶକ୍ତିଶାଳୀ ଭୂକମ୍ପ

ଜାପାନ : ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ । ଫୁକୁସୀମା ଅଞ୍ଚଳରେ ଭୂକମ୍ପର ଶକ୍ତ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରହିଛି । ଏହାର ପ୍ରଭାବ ରାଜଧାନୀ ଟୋକିଓରେ ମଧ୍ୟ ପଡିଛି । ଫୁକୁସୀମା ଅଞ୍ଚଳରେ ଭୂକମ୍ପ ହୋଇଥିବା ବେଳେ, ସୁନାମୀ ସତର୍କତା…

ଶିଶୁଙ୍କ ଉପରେ କରୋନା ଟିକା ପରୀକ୍ଷା କରିବ ଅକ୍ସଫୋର୍ଡ ୟୁନିଭର୍ସିଟି

ନୂଆଦିଲ୍ଲୀ: କରୋନା ଟିକାକୁ ବ୍ୟବହାରିକ ଅନୁମତି ମିଳିବା ପରେ ସାରା ବିଶ୍ୱରେ ଟୀକାକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଏଭଳି ସମୟରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରଥମ ଥର ପାଇଁ ପିଲାମାନଙ୍କ ଉପରେ କୋଭିଡ -୧୯ ଟିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଯେଉଁଥିପାଇଁ ୬ରୁ ୧୭…

ଶେଷ ହେଲା ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ମାର୍ଚ୍ଚ ୮ରୁ ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ : ଶେଷ ହୋଇଛି ଲୋକସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ । ଏଣୁ ବାଚସ୍ପତି ଓମ୍ ବିର୍ଲା ଗୃହକୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ ୮ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ସଂସଦର ବଜେଟ୍ ଅଧିବେଶନ…

ରେଳ ଧାରଣାରେ ୫୦% ଅଘଟଣ ହ୍ରାସ କରିବାକୁ ପୂର୍ବତଟ ରେଳପଥର ଯୋଜନା

ଭୁବନେଶ୍ୱର: ରେଳ ଧାରଣା ଉପରେ ଘଟୁଥିବା ଅଘଟଣ କମ୍ କରିବାକୁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ରେଳ ଧାରଣାରେ ଅସ୍ୱାଭାବିକ ଘଟଣା ଯଥା ଅନୁପ୍ରବେଶ ଓ ଆପତ୍ତି ଜନକ ମାନବ ଚଳାଚଳ ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଇଁ…

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତା, ୧୧ଟି ଦେଶର ଛାତ୍ରଛାତ୍ରୀ ସାମିଲ୍‌

ଭୁବନେଶ୍ୱର: ଏକବିଂଶ ଶତାବ୍ଦୀର ଯୋଗାଯୋଗ, ସହଯୋଗ ଏବଂ ସମାଲୋଚିତ ଚିନ୍ତାଧାରାର ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଶୁକ୍ରବାର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଦ୍ୱାରା ବିଶ୍ୱସ୍ତରୀୟ ଅନଲାଇନ୍ ବିତର୍କ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ଏଥିରେ ୧୧ଟି ଦେଶର ୪୪ଟି ବିଦ୍ୟାଳୟର…

କର୍ଲାପାଟ ଅଭୟାରଣ୍ୟରେ ଆଉ ଗୋଟିଏ ହାତୀର ମୃତ୍ୟୁ

କଳାହାଣ୍ଡି : କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ହାତୀର ମୃତ୍ୟୁ ହୋଇଛି। କର୍ଲାପାଟ ଅଭୟାରଣ୍ୟରେ ଅସୁସ୍ଥ ଥିବା ହାତୀଟିର ଆଜି ମୃତ୍ୟୁ ଘଟିଛି। ଭୂତାଣୁ ଜନିତ ହେମ୍‌ରେ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ହାତୀର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି ବିଶେଷଜ୍ଞ ଟିମ୍‌ । ଗତ ୧୩ ଦିନରେ ଅଭୟାରଣ୍ୟରେ…

ଓଡ଼ିଶାରୁ ସୁସ୍ଥ ହେଲେ ୧୦୦ ନୂଆ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ନୂଆ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୫୧ରେ ପହଞ୍ଚିଛି।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ସୁଧୁରୁଥିବା ବେଳେ, ସୁସ୍ଥ ହୋଇଛନ୍ତି ଆଉ ୧୦୦ ଜଣ ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୨୬ ଜଣ ସୁସ୍ଥ ହୋଇଥିବା ବେଳେ, ଅନୁଗୁଳ ଓ ଖୋର୍ଦ୍ଧାରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀରୁ ୮, କଟକ, ଯାଜପୁର, ସମ୍ବଲପୁରରୁ ୬ ଜଣ…

ବିପଦରେ ଉତ୍ତରାଖଣ୍ଡର ୩୮୫ ଗାଁ, ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ୧୦ ହଜାର କୋଟି ଟଙ୍କା

ଡେରାଡୁନ୍: ବିପଦରେ ଉତ୍ତରାଖଣ୍ଡର ୩୮୫ଟି ଗାଁ । ହିମସ୍ଖଳନ ପରେ ସୃଷ୍ଟି ଜଳପ୍ରଳୟ ପରେ ଏବେ ପୁଣି ଲୋକଙ୍କୁ ସ୍ଥାନାନ୍ତରଣ ନେଇ ଉଦ୍ୟମ ଆରମ୍ଭ ହୋଇଛି । ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ରହିଛି ଉତ୍ତରାଖଣ୍ଡର ୧୨ ଜିଲ୍ଲାର ୩୮୫ ଗାଁ । ସେଥିମଧ୍ୟରୁ ୫ଟି ଗାଁକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରଣ…

ଅଷ୍ଟ୍ରେଲିଆନ ଓପନ ଟେନିସ: ବୋପାନ୍ନା ବିଦା, ଭାରତ ଅଭିଯାନ ଶେଷ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଶନିବାର ଭାରତର ଅଭିଯାନ ଶେଷ ହୋଇଛି । ମିକ୍ସଡ ଡବଲ୍ସରେ ରୋହନ ବୋପନ୍ନା ଓ ଚୀନର ୟେଗୟିଙ୍ଗ ଦୁଆନ ଯୋଡି ୪-୬, ୪-୬ ସେଟରେ ଆମେରିକାର ବେଥାନୀ ମାଟେକ ସେଣ୍ଡସ ଓ ବ୍ରିଟେନର ଜେମି ମୋରେସଙ୍କ ନିକଟରୁ ହାରି ଯାଇଛନ୍ତି । ପୂର୍ବରୁ…