Latest Odisha News

BREAKING NEWS

ଭଲ ଖବର, ପୁଣି ଆରମ୍ଭ ହେଲା ଅକ୍ସଫୋର୍ଡର କରୋନା ଟିକା ଟ୍ରାଏଲ

ନୂଆଦିଲ୍ଲୀ: ପୁଣି ଆରମ୍ଭ ହେଲା କରୋନା ଟିକାର ପରୀକ୍ଷଣ । ଅକ୍ସଫୋର୍ଡ କରୋନା ଟିକାର ପରୀକ୍ଷଣକୁ ସାମୟିକ ସ୍ଥଗିତ ରଖାଯାଇଥିବା ବେଳେ ଏବେ ପୁଣି ପରୀକ୍ଷଣ ଆରମ୍ଭ ହୋଇଛି । ବର୍ତ୍ତମାନ ଟିକା ସୁରକ୍ଷିତ ଥିବା ନେଇ ମେଡିସିନସ ହେଲଥ ରେଗୁଲେଟରୀ ଅଥୋରିଟି ଅନୁମତି ଦେବା ପରେ ବ୍ରିଟେନରେ ଟିକାର…

ରାଜ୍ୟର ଆଉ ଦୁଇ ବିଧାୟକ କରୋନା ପଜିଟିଭ୍‌

ଭୁବନେଶ୍ୱର: ପୁଣି ଦୁଇ ବିଧାୟକ କରୋନା ପଜଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଓ ପାଟଣାଗଡ ବିଧାୟକ ସରୋଜ ମେହେର କରୋନା ସଂକ୍ରମିତ ହୋଇଛନ୍ତି । ଏ ନେଇ ଦୁହେଁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ନିଜର…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ତଦନ୍ତକାରୀ ଏଜେନ୍ସି ପାଇ ସାରିଛନ୍ତି : ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ୩ ପ୍ରମୁଖ ଏଜେନ୍ସି ପାଇ ସାରିଥିବା ଶନିବାର ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ସେ ତାଙ୍କ ଅଫିସିଆଲ ଟୁଇଟର ସାଇଟରେ ଏହା ଉଲ୍ଲେଖ କରିଛି । ସିବିଆଇ, ଇଡି ଓ ଏନସିବି ଯଥେଷ୍ଟ ପ୍ରମାଣ ପାଇଛନ୍ତି…

ସମ୍ କୋଭିଡ ଓ ସମ୍ ଅଲ୍ଟିମେଟରେ ୮୭ ବର୍ଷୀୟ ବରିଷ୍ଠ ନାଗରିକଙ୍କର ସଫଳ ଚିକିତ୍ସା

ଭୁବନେଶ୍ୱର: କରୋନା ମହାମାରୀକୁ ହରାଇଛନ୍ତି ୮୭ ବର୍ଷର ବରିଷ୍ଠ ନାଗରିକ। ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଚିକିତ୍ସିତ ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବରିଷ୍ଠ ନାଗରିକ କୃପାସିନ୍ଧୁ ସାହୁ। ବରିଷ୍ଠ ନାଗରିକ ସଂଘର…

‘ବାପାଙ୍କ ଅନୁରୋଧ ପାଇଁ କଙ୍ଗନାଙ୍କୁ ମିଳିଛି ୱାଇ ପ୍ଲସ ସୁରକ୍ଷା’

ନୂଆଦିଲ୍ଳୀ: ବିବାଦୀୟ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ନିକଟରେ ତାଙ୍କୁ ମିଳିଛି ୱାଇ-କ୍ୟାଟେଗୋରୀ ସୁରକ୍ଷା । ତେବେ ଏହି ସୁରକ୍ଷା ତାଙ୍କୁ ତାଙ୍କ ବାପାଙ୍କ ଅନୁରୋଧ କ୍ରମେ ଦିଆଯାଇଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି.ମିଷନ ରେଡ୍ଡୀ କହିଛନ୍ତି । ସେ କହିଛନ୍ତି ଯେ କଙ୍ଗନାଙ୍କ…

ଧାନ ବିଲରେ ୬ ଫୁଟ୍ ଲମ୍ବର କୁମ୍ଭୀର

ଗଂଜାମ: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ତଲାସିଙ୍ଗୀ ଗାଁର ଏକ ଧାନ ବିଲରୁ ଏକ ଛଅ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର ହୋଇଛି । ବନବିଭାଗ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହାକୁ ଉଦ୍ଧାର କରାଯାଇଥିଲା । ସୂଚନା ଅନୁଯାୟୀ, ଗାଁର ସୀମାଞ୍ଚଳ ପାଣିଗ୍ରାହୀଙ୍କ ଧାନବିଲରେ…

୧୯ ସେପ୍ଟେମ୍ବର ରେ ହେବାକୁଥିବା ଜିଏସଟି ପରିଷଦର ବୈଠକ ସ୍ଥଗିତ !

ନୂଆଦିଲ୍ଲୀ: ଜିଏସଟି ପରିଷଦ ବୈଠକ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହି ବୈଠକ ୧୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାରଥିଲା | ଜାତୀୟଗଣମାଧ୍ୟମ ସୂତ୍ରରୁ ଜଣାପଡିଛି । ସଂସଦର ଅଧିବେଶନ ଚାଲିଥିବାରୁ ପରିଷଦର ୪୨ତମ ବୈଠକ ସ୍ଥଗିତ ରଖାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଗତ…

ଆୟକର ରିଟର୍ଣ୍ଣ ଦାଖଲ କରିବା ପୂର୍ବରୁ ଏହି ୫ଟି ଡକ୍ୟୁମେଣ୍ଟ ସଂଗ୍ରହ କରନ୍ତୁ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଆୟକର ରିଟର୍ଣ୍ଣ ଦାଖଲ ଆରମ୍ଭ ହୋଇଛି। ଯଦି ଆପଣ ମଧ୍ୟ ଆପଣଙ୍କର ରିଟର୍ନ ଫାଇଲ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ପ୍ରଥମେ ଆବଶ୍ୟକ ଡକ୍ୟୁମେଣ୍ଟ୍ ସଂଗ୍ରହ କରନ୍ତୁ | ରିଟର୍ନ ଦାଖଲ କରିବାରେ ଏହା ଆପଣଙ୍କୁ ସାହାଯ୍ୟ କରିବ ଏବଂ ଭୁଲ୍ ହେବାର କୌଣସି…

୧୦୨.୩୯ କ୍ୟାରେଟର ହୀରା ନିଲାମ ହେବ, ସର୍ବନିମ୍ନ ମୂଲ୍ୟ ଶୁଣିଲେ ହୋସ୍ ଉଡିଯିବ !

ନ୍ୟୁୟର୍କ: ହଂକଂର ସୋଥୱାଇ ଅକ୍ସନ ହାଉସ ଶନିବାର ୧୦୨.୩୯ କ୍ୟାରେଟର ଏକ ହୀରା ନିଲାମ କରିବା ପାଇଁ ଘୋଷଣା କରିଛି । ଏହି ଅଣ୍ଡାକୃତି ହୀରାର ସର୍ବନିମ୍ନ ମୂଲ୍ୟ ୨୨୦ କୋଟି ଟଙ୍କା ଆକଳନ କରାଯାଇଛି । ଆସନ୍ତା ମାସରେ ଏହାକୁ ନିଲାମ କରାଯିବ । ୨୦୧୮ରେ କାନାଡାର ଆଟୋଂରିୟା ଅଂଚଳର ଏକ ଖଣିରୁ ୨୭୧…

ଏଚଡିଏଫସି ବ୍ୟାଙ୍କ ମାର୍ଚ୍ଚ ସୁଦ୍ଧା ୨୫,୦୦୦ ବ୍ୟାଙ୍କ ମିତ୍ର ବୃଦ୍ଧି କରିବ , କିପରି ଆବେଦନ କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଉପଲବ୍ଧତା ବୃଦ୍ଧି ପାଇଁ ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏଚଡିଏଫସି ବ୍ୟାଙ୍କ ଏହାର ବ୍ୟାଙ୍କ ମିତ୍ରଙ୍କ ସଂଖ୍ୟାକୁ ୨୫,୦୦ କୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଶୁକ୍ରବାର ଦିନ ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସମ୍ପ୍ରତି, ବ୍ୟାଙ୍କ ମିତ୍ରଙ୍କ…