Latest Odisha News

ବିରାଟ କୋହଲୀ ପାଇବେ ‘ବିସିସିଆଇ ବେଷ୍ଟ କ୍ରିକେଟର ଆୱାର୍ଡ଼’

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀ ଏବର୍ଷ ‘ବିସିସିଆଇ ବେଷ୍ଟ କ୍ରିକେଟର ଆୱାର୍ଡ଼’ ପାଇବେ ବୋଲି ବିସିସିଆଇ ଘୋଷଣା କରିଛି । ଗତ ୨ଟି ସିଜିନର ପୁରସ୍କାର ହାସଲ କରିବେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ । ତେବେ ଗତ କିଛି ଦିନ ଧରି ଉଭୟ ବ୍ୟାଟିଂ ଓ…

କାଶ୍ମୀର ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ଆହତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ପାକିସ୍ତାନ ସୀମା ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାଙ୍କ ଏକ ପେଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିବା ଫଳରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେନା ପକ୍ଷରୁ ଏହାର କଠୋର ଜବାବ ଦିଆଯାଇଛି । ଏବେ କାଶ୍ମୀର ଘାଟିରେ ଅସ୍ତ୍ରବିରତି…

ମହିଳା ଏସିଆ କପ ଟି-୨୦: ଶ୍ରୀଲଙ୍କାକୁ ପରାସ୍ତ କଲା ଭାରତ

କୁଆଲାଲାମ୍ପୁର : ଛଅଟି ଦେଶକୁ ନେଇ ମାଲେସିଆରେ ଚାଲିଥିବା ମହିଳା ଏସିଆ କପ ଟି-୨୦ ର ଏକ ମ୍ୟାଚରେ ଆଜି ଭାରତ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ଫଳରେ ଭାରତ ଫାଇନାଲ ଖେଳିବା ଆଶା ଉଜ୍ଜିବିତ ହୋଇଛି । ଟସରେ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା ।…

ଏଟିଏମ୍ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ଖଇରା ଥାନା ନିକଟସ୍ଥ ତୁରିଗଡ଼ିଆ ବଜାରରେ ଥିବା ଏକ ଆକ୍ସିସ ବ୍ୟାଙ୍କ ଏଟିଏମ୍ ରୁ କେହି ଅଜଣା ଦୁର୍ବୁତ୍ତ ଟଙ୍କା ଲୁଟ୍ କରିଥିବାର ଅଭିଯୋଗ ହୋଇଛି । ସକାଳେ ସ୍ଥାନୀୟ ଲୋକେ ଏଟିଏମ୍ ସଟର୍ ଭଙ୍ଗାଥିବା ଦେଖି ତୁରନ୍ତ ପୋଲିସକୁ ଜଣାଇଥିଲେ । ଏହି ଏଟିଏମ୍ ଟି ଗତ ୨ / ୩…

+୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ଜୁନ ୯ ରେ ପ୍ରକାଶ ପାଇବ

ଭୁବନେଶ୍ୱର : ଜୁନ ୯ ରେ +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଜଣାଇଛନ୍ତି । ବାର୍ଷିକ ୨ କଳା ଓ ବାଣିଜ୍ୟ ସହିତ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳାଫଳ ମଧ୍ୟ ଘୋଷିତ ହେବାକୁ ସ୍ଥିର ହୋଇଛି । ଏହିବର୍ଷ ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ…

ସାରା ରାଜ୍ୟରେ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଦିନିକିଆ ଧର୍ମଘଟ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ବିଭିନ୍ନ ଦାବି ନେଇ ଆଜି ଅଟୋ ରିକ୍ସା ଚାଳକ ମହାସଂଘ ପକ୍ଷରୁ ୧୨ ଘଣ୍ଟିଆ ଧର୍ମଘଟ ଡ଼ାକରା ଦିଆଯାଇଛି । ଫଳରେ ସକାଳୁ ଶହ ଶହ ଅଟୋ ଓ ଟ୍ୟାକ୍ସି ଚାଳନା ବନ୍ଦ ହୋଇ ରାସ୍ତା କଡ଼ରେ ପଡ଼ିରହିଛି । ବିଭିନ୍ନ ଦାବି ପୂରଣ କରିବାକୁ ଅଟୋଚାଳକ ମହାସଂଘ ଏହି ବନ୍ଦ ଡ଼ାକରା…

ଡ଼େଙ୍ଗୁରେ ଆକ୍ରାନ୍ତ ମହିଳାଙ୍କ ଭୁବନେଶ୍ୱରରେ ମୃତ୍ୟୁ: ରାଜ୍ୟରେ ବ୍ୟାପୁଛି ଡ଼େଙ୍ଗୁ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଡ଼େଙ୍ଗୁରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏହା ପ୍ରଥମ ଡ଼େଙ୍ଗୁ ମୃତ୍ୟୁ ବୋଲି ଜଣାପଡ଼ିଛି । ମୃତ ମହିଳାଙ୍କ ସ୍ୱାମୀଙ୍କ ଗରମାଧ୍ୟମକୁ କହିବାନୁଯାୟୀ ତାଙ୍କର ମୃତ୍ୟୁ ଡ଼େଙ୍ଗୁ ଆକ୍ରାନ୍ତ ଯୋଗୁଁ ଘଟିଛି । ତେବେ ୨ଦିନ…

ଓଡ଼ିଆ ଝିଅ ଶୃତିକ୍ଷା ନାୟକ ଜିତିବେ ଫେମିନା ମିସ ଇଣ୍ଡିଆ ଟାଇଟଲ୍ !

ଭୁବନେଶ୍ୱର : ଆସନ୍ତା ଜୁନ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୨୦୧୮ ମସିହାର ଫେମିନା ମିସ ଇଣ୍ଡିଆ ଟାଇଟଲ୍ ହାସଲ କରିବାକୁ ବେଶ୍ ଆଶାବାଦୀ ଅଛନ୍ତି ଓଡ଼ିଆ ଲଳନା ଶୃତିକ୍ଷା ନାୟକ । ଏହି ୨୧ ବର୍ଷିୟା ଓଡ଼ିଆ ସୁନ୍ଦରୀ ଶୃତିକ୍ଷା ୩୦ଟି ରାଜ୍ୟରୁ ୩୦ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଅଛନ୍ତି ।…

ମାଡ଼ାମ ତୁସାଦ ମ୍ୟୁଜିୟମରେ ବିରାଟ କୋହଲୀଙ୍କ ମହମ ପ୍ରତିକୃତି ଅନାବୃତ ହେଲା

ନୂଆଦିଲ୍ଲୀ : ଦିଲ୍ଲୀର ମାଡ଼ାମ ତୁସାଦ ମ୍ୟୁଜିୟମରେ ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀଙ୍କ ମହମ ପ୍ରତିକୃତି ଅନାବରଣ ହୋଇଯାଇଛି । ନିଜ ସହ ପ୍ରତିକୃତିର ବେଶ୍ ସାମଞ୍ଜସ୍ୟ ଉପଲବ୍ଧୀ କରି ବିରାଟ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ମାଡ଼ାମ ତୁସାଦ ମ୍ୟୁଜିୟମକୁ ଧନ୍ୟବାଦ ଦେଇଛନ୍ତି । ଏହି…

ମହିଳା ଏସିଆ କପ ଟି-୨୦: ଭାରତକୁ ପରାସ୍ତ କରି ରେକର୍ଡ କଲା ବାଂଲାଦେଶ

କୁଆଲାଲାମ୍ପୁର: ମାଲେସିଆରେ ଚାଲିଥିବା ମହିଳା ‘ଏସିଆ କପ ଟି-୨୦’ର ଏକ ଏକ ମ୍ୟାଚରେ ବାଂଲାଦେଶ ଭାରତକୁ ୭ ୱିକେଟରେ ପରାସ୍ତ କରିଛି । ‘ଏସିଆ କପ ଟି-୨୦’ ଇତିହାସରେ ଭାରତର ଏହା କୌଣସି ଦଳଠାରୁ ପରାସ୍ତ ହେବା ପ୍ରଥମ । ତେବେ ରୁମାନା ଅହମ୍ମଦଙ୍କ ଅଲରାଉଣ୍ଡିଂ ସାଫଲ୍ୟ ଯୋଗୁଁ ବାଂଲାଦେଶ…