Latest Odisha News

BREAKING NEWS

ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ ୟାକୁବ୍, ଏସସିବିରେ ଦେଇଥିଲା ବିରିୟାନୀ

କଟକ: ଦୁଇ ଦିନ ପରେ ବି ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ତା ପାଉନି ପୋଲିସ । ସେ କେଉଁଠି ଅଛି, ଖୋଳତାଡ ଚାଲିଥିବା ବେଳେ ଆଜି କଟକ କମିଶନରେଟ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ହାଇଦରର ଜଣେ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ୍ ଖାନ୍ । ସେ ଚାଉଳିଆଗଞ୍ଜ ଥାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି…

ଅକ୍ଟୋବର ସୁଦ୍ଧା ଭାରତକୁ ମିଳିପାରେ ଆଉ ପାଞ୍ଚ କରୋନା ଟିକା

ନୂଆଦିଲ୍ଲୀ: ଅଧିକରୁ ଅଧିକ ରାଜ୍ୟରେ କରୋନା ଟିକା ଡୋଜର ଅଭାବ ଦେଖାଉଥିବାରୁ କେନ୍ଦ୍ର ସରକାର ଟିକା ଉତ୍ପାଦନକୁ ବହୁଗୁଣିତ କରିବାକୁ ଦାବି କରିଛନ୍ତି। ସରକାରୀ ସୂତ୍ର ମୁତାବିକ ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ଭାରତକୁ ଆଉ ପାଞ୍ଚ କରୋନା ଟିକା ମିଳିବାର ସମ୍ଭାବନା ରହିଛି। ଭାରତ…

‘MAMI’ ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍ ମୁମ୍ବାଇ ଏକାଡେମୀ ଅଫ୍ ମୁଭିଙ୍ଗ୍ ଇମେଜ୍ (MAMI) ର ଚେୟାରମ୍ୟାନ୍ ପଦରୁ 'ବିଦାୟ' ନେବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୯ରେ ସେ ଏହି ପଦବୀ ଗ୍ରହଣ କରିଥିଲେ।ଏହି ଅଭିଜ୍ଞତାକୁ ‘ସମୃଦ୍ଧ’ ବୋଲି କହି ଦୀପିକା କହିଛନ୍ତି ଯେ MAMI ସହିତ ତାଙ୍କର…

କୋଭିଡ ଭୟ, ସରକାରୀ ଅଫିସ ନଯିବାକୁ ଅନୁରୋଧ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସବ-ରେଜିଷ୍ଟ୍ରାର, ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟ ସମେତ ସରକାରୀ ଅଫିସ ନଯିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଟ୍ୱିଟ କରି ଏଭଳି ଅନୁରୋଧ କରିଛନ୍ତି। ଏଥିସହିତ…

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୯୨୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୨୪ ଘଣ୍ଟାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୯୨୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ନୂଆପଡା ଅଞ୍ଚଳରୁ ୨ ଜଣ…

ଗଣିତ ସାରଙ୍କ କଳଙ୍କିତ କାରନାମା: ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ ଅଭିଯୋଗରେ ଅଟକ

କଟକ: ଗୁରୁ ନାଁରେ କଳଙ୍କ । ଗଣିତ ସାରଙ୍କ କୁତ୍ସିତ କାରନାମା । ଅସଦାଚରଣ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । ଏଭଳି ଅଭିଯୋଗ ଆସିଛି କଟକ ସହରରୁ । ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକଙ୍କୁ ଅଟକ ରଖିଛି ମଧୁପାଟଣା ଥାନା ପୋଲିସ । ଅଭିଯୁକ୍ତ ଗୋଟିଏ ଘରୋଇ…

ରାଜସ୍ଥାନର ବାରାନରେ ସାମ୍ପ୍ରଦାୟିକ ହିଂସା; କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍ ସେବା ସ୍ଥଗିତ

ରାଜସ୍ଥାନ: ରବିବାର ଦିନ ରାଜସ୍ଥାନର ବାରନ ଜିଲ୍ଲାର ଛାବ୍ରା ସହରରେ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହେବାପରେ ଗାଡି ଓ ଦୋକାନବଜାରରେ ମାଓବାଦୀମାନେ ଭଙ୍ଗାରୁଜା କରିଥିଲେ। ହିଂସାକୁ ରୋକିବା ପାଇଁ କର୍ତ୍ତୃପକ୍ଷ ଏହି ଅଞ୍ଚଳରେ କର୍ଫ୍ୟୁ ଲଗାଇବା ସହ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିଥିଲେ।…

ମହାରାଷ୍ଟ୍ରରେ ହୋଇପାରେ ଆଉ ଏକ ଲକ୍‌ଡାଉନ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଏକ ଲକ୍‌ଡାଉନ୍‌ ନେଇ ଏପ୍ରିଲ ୧୪ ପରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ରବିବାର କହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ୍‌ ଟାସ୍କଫୋର୍ସର ଏକ ଭର୍ଚୁଆଲ୍ ବୈଠକ ପରେ ‌ମନ୍ତ୍ରୀ…

ସେୟାର ମାର୍କେଟରେ କରୋନା କାୟା: ଖସିଲା ସେନସେକ୍ସ ଓ ନିଫଟି

ନୂଆଦିଲ୍ଲୀ: ଦେଶରେ ଲଗାତାର ବଢୁଛି କରୋନା ସଂକ୍ରମଣ । ଏହାର ଜବରଦସ୍ତ ପ୍ରଭାବ ପଡ଼ିଛି ସେୟାର ମାର୍କେଟ ଉପରେ । ଆଜି କାରବାର ଆରମ୍ଭରୁ ଖସିଲା ସେନସେକ୍ସ ଓ ନିଫଟି । ବମ୍ୱେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସୂଚକାଙ୍କରେ ୧,୪୭୯ ପଏଣ୍ଟ ଅର୍ଥାତ ୨.୯୮ ପ୍ରତିଶତ ହ୍ରାସ ପାଇଛି । କାରବାର ଆରମ୍ଭରେ…

ଉତ୍କଳ ବିଶ୍ୱବିଦ୍ୟାଳୟର ଆଉ ୪ ଛାତ୍ର କରୋନା ପଜିଟିଭ୍

ଭୁବନେଶ୍ୱର: ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟର ଆଉ ଚାରି ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୋସିଓଲୋଜି ବିଭାଗର ଜଣେ ଛାତ୍ର କରୋନା ସଂକ୍ରମିତ ହେବାର ଗୋଟିଏ ଦିନ ପରେ ଆଉ ୪ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ, ନୂତନ…