Latest Odisha News

BREAKING NEWS

ରିୟା ଚକ୍ରବର୍ତ୍ତୀ ଜଣେ “ବେଙ୍ଗଲୀ ବ୍ରାହ୍ମଣ “: ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ: ଡ୍ରଗ୍ ଅଭିଯୋଗରେ ଅଭିନେତା ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରୀକୁ "ହାସ୍ୟାସ୍ପଦ" ବୋଲି ବର୍ଣ୍ଣନା କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ।ରିୟା ଜଣେ 'ବେଙ୍ଗଲୀ ବ୍ରାହ୍ମଣ ମହିଳା' ଯାହାଙ୍କ ପିତା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ, ଯିଏ ପିଲାମାନଙ୍କ ପାଇଁ ନ୍ୟାୟ …

ଖଣ୍ଡଗିରିରେ ନାବାଳକକୁ ହତ୍ୟା ଘଟଣା: ‘ନିଶା ନୁହେଁ ପୂର୍ବ ଶତ୍ରୁତାରୁ ହତ୍ୟା’

ଭୁୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଛକ ଭରତପୁରରେ ଜଣେ ନାବାଳକକୁ ନିଶା ପାଇଁ ଗତକାଲି ହତ୍ୟା କରାଯାଇଥିଲା । ଏହି ଘଟଣା ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାସ । ନିଶା ନୁହେଁ ପୂର୍ବ ଶତ୍ରୁତାରୁ ହତ୍ୟା ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଡ୍ରଗ୍ସ କଥା…

ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ୭,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ସିଲ୍‌ଭର୍ ଲେକ୍‌

ବିଶ୍ୱର ଅନ୍ୟତମ ସର୍ବବୃହତ ପ୍ରଯୁକ୍ତି କ୍ଷେତ୍ର ନିବେଶକ ପକ୍ଷରୁ ଏହି ପୁଞ୍ଜିନିବେଶ ଭାରତ ପାଇଁ ରିଲାଏନ୍ସ ରିଟେଲ୍ ପ୍ରସ୍ତୁତ କରିଥିବା ଅନ୍ତର୍ଭୁକ୍ତୀକରଣ ଏବଂ ପରିବର୍ତନକାରୀ ନୂଆ କମର୍ସ ମଡେଲ୍ ପ୍ରତି ସ୍ୱୀକୃତି ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍…

ବିଗ୍‌ବସ୍‌ରେ ବିବାଦ, ସୋ’ ଛାଡିଲେ ନିଆ ଶର୍ମା !

ମୁମ୍ବାଇ: ଛୋଟ ପରଦାକୁ ଆସିନି । କରୋନା ପାଇଁ ସାମାନ୍ୟ ବିଳମ୍ବ ହେଉଛି । ହେଲେ ବି ଚର୍ଚ୍ଚାର ଶୀର୍ଷରେ ରହିଛି ବିଗ୍‌ବସ୍ । ସିଜିନ-୧୪ରେ ଦେଖିବାକୁ ମିଳିବ ନିଶ୍ଚିତ ଭାବେ କିଛି ନୂଆ । ସାମ୍ନାକୁ ପ୍ରମୋ ଆସିବା ପରେ ଏହି ବିବାଦୀୟ ସୋ'କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି ।…

ଜୁଲାଇ ମାସରେ ଅଟୋ ସେକ୍ଟରରେ ଉନ୍ନତି, ଟ୍ରାକ୍ଟର ବିକ୍ରି ବୃଦ୍ଧି ଘଟିଛି

ନୂଆଦିଲ୍ଲୀ: ଅଟୋ ସେକ୍ଟର କରୋନା ଠାରୁ ଏପର୍ଯ୍ୟନ୍ତ ପୁନଃରୁଦ୍ଧାର ହୋଇପାରି ନାହିଁ । କରୋନା ଯୋଗୁଁ ଅଟୋ ସେକ୍ଟର ଅଧିକ କ୍ଷତିଗ୍ରସ୍ତ ହୋଇଛି | ତେବେ, ଜୁଲାଇ ୨୦୨୦ ରେ, ଜୁନ୍ ୨୦୨୦ ତୁଳନାରେ ଅଟୋ ସେକ୍ଟରରେ ଉନ୍ନତି ଘଟିଥିବାବେଳେ ଟ୍ରାକ୍ଟର ବିକ୍ରିରେ ଭଲ ବୃଦ୍ଧି ଘଟିଛି। ବୋଷ୍ଟନ୍ ଆଣ୍ଡ…

ଯାଜପୁରରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୫ ଗୁରୁତର

ଯାଜପୁର : ଗ୍ୟାସ ଟାଙ୍କିର ପାଇପକୁ ସଜାଡୁଥିବା ବେଳେ ଫାଟିଲା ଟାଙ୍କି । ଗୋଟିଏ ପରିବାରର ୫ ଗୁରୁତର । ଘଟଣାଟି ଘଟିଛି ଯାଜପୁର ଖାଇରାବାଦ କାଳିନ୍ଦ୍ରାବାଦ ଗାଁରେ । ଗୁରୁତର ପାଞ୍ଚ ଜଣଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ଭାରତରେ ବନ୍ଦ ହେଲା କରୋନା ଟିକା ଟ୍ରାଏଲ

ନୂଆଦିଲ୍ଲୀ: ଅକ୍ସଫୋର୍ଡ କରୋନା ଟିକାରେ ଲାଗିଲା ବ୍ରେକ୍ । ଭାରତରେ କରୋନ ଟିକା ପରୀକ୍ଷଣ ସାମୟିକ ଭାବେ ବନ୍ଦ ହୋଇଛି । ପରୀକ୍ଷଣ ବନ୍ଦ ନେଇ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସୂଚନା ଦେଇଛି । ଡିସିଜିଆଇର ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।…

ନିର୍ବାଚନ ପୂର୍ବରୁ ଲାଲୁଙ୍କ ହାତ ଛାଡିଲେ ବରିଷ୍ଠ ନେତା

ପାଟନା: ଲାଲୁ ଯାଦବଙ୍କ ଜଣେ ପୁରାତନ ସହଯୋଗୀ ତଥା ବରିଷ୍ଠ ନେତା ରଘୁବନ ପ୍ରସାଦ ସିଂ ରାଜ୍ୟ ନିର୍ବାଚନ ପୂର୍ବରୁ ବିହାରର ମୁଖ୍ୟ ବିରୋଧୀ ଦଳ ଆରଜେଡି ଛାଡିଛନ୍ତି। ସୂତ୍ରରୁ ପ୍ରକାଶ ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡରେ ଯୋଗ ଦେଇପାରନ୍ତି। ରଘୁବନ…

ଗୁମ୍ମା ଘାଟିରେ ଓଳଟିଲା ବସ୍‌, ୪ ପ୍ରବାସୀ ଶ୍ରମିକ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ୩୨୬ ନମ୍ବର ରାଜପଥ ଗୁମ୍ମା ଘାଟିରେ ପ୍ରବାସୀ ଶ୍ରମିକକୁ ନେଇ ଯାଉଥିବା ଏକ ବସ୍ ଓଲଟିପଡିଛି । ଏଥିରେ ୪ ଶ୍ରମିକ ଗୁରୁତର ହୋଇଛନ୍ତି । ରାୟଗଡା ପୋଲିସ ଆହତମାନଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ବସରେ ପ୍ରବାସୀ ଶ୍ରମିକମାନେ ବୌଦ୍ଧ ଓ…

ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ଆକାଉଣ୍ଟରୁ ଟଙ୍କା ଗାୟବ !

ଉତ୍ତରପ୍ରଦେଶ: ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ସମସ୍ତଙ୍କ ଅପେକ୍ଷା । ହେଲେ ନିର୍ମାଣ ପୂର୍ବରୁ ସାମ୍ନାକୁ ଆସିଲା ଚାଂଚଲ୍ୟକର ଖବର । ମନ୍ଦିର ନିର୍ମାଣ ନିମନ୍ତେ ଟଙ୍କା ରଖିବା ପାଇଁ ଗଠନ ହୋଇଥିଲା ଟ୍ରଷ୍ଟ । ଟ୍ରଷ୍ଟ ଆକାଉଣ୍ଟରେ ଜମା ହେଉଥିଲା ଦାନ ଅନୁଦାନ । ହେଲେ ଖବର…