Latest Odisha News

BREAKING NEWS

ରାଜ୍ୟରେ ୩ରୁ ୪ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ତାପମାତ୍ରା ସର୍ବାଧିକ ୪.୯ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ବୁଧବାର ସକାଳ ଯାଏଁ ରାଜ୍ୟରେ ଶୀତ ଲହରୀ ଜାରି ରହିବ। ଏପରିକି ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରା ୩ରୁ…

ଅଚାନକ କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ଗୋଟିଏ ପରିବାର

ସାଲେପୁର: ସାଲେପୁରର ମାହାଙ୍ଗା ସ୍ଥିତ ମଧୁପୁର ନିକଟରେ ଏକ ଚଳନ୍ତା କାରରେ ଅଚାନକ ନିଆଁ ଲାଗିବା ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ଼୍ରାଇଭର ଓ ଦୁଇ ଶିଶୁଙ୍କ ସମେତ ଗୋଟିଏ ପରିବାର। ସୂଚନାନୁସାରେ, ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁରର ଦିଲୀପ ବିଶ୍ବାଳ ତାଙ୍କ…

ବଲିଉଡ୍‌ର ଏହି ଦୁଇ ମହାନ କଳାକାରଙ୍କ ପାକିସ୍ତାନର ପୈତୃକ ଘରକୁ ନେଇ ବିବାଦ ଜାରି

ନୂଆଦିଲ୍ଲୀ: ବଲିଉଡର ଟ୍ରାଜେଡି କିଙ୍ଗ ଦିଲୀପ କୁମାର ଏବଂ ଶୋମ୍ୟାନ୍ ରାଜ କପୁରଙ୍କ ପାକିସ୍ତାନର ପୈତୃକ ଘର ଉପରେ ବିବାଦ ଜାରି ରହିଛି। ଖାଇବରପାଖୁଣ୍ଟଖୱା ପ୍ରାଦେଶିକ ସରକାର ଉଭୟ କଳାକାରଙ୍କ ଘର ସଂଗ୍ରହାଳୟ କରିବାକୁ ଚାହୁଁଛନ୍ତି, କିନ୍ତୁ ଉଭୟ ଘରର ମାଲିକମାନେ ସରକାର ସ୍ଥିର କରିଥିବା…

ଖଣ୍ଡଗିରି ମେଳା ହେବ କି ନାହିଁ: ବିଚାର ବିମର୍ଶ ପରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ବର: ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଖଣ୍ଡଗିରି ମେଳା ହେବ କି ନାହିଁ, ତାହା ବର୍ତ୍ତମାନ ନିଷ୍ପତ୍ତି ହୋଇନାହିଁ । ଏନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ପୂର୍ବ ସ୍ଥାନରେ ଜାତୀୟ ରାଜପଥ କାର୍ଯ୍ୟ ଚାଲିଛି । ଦୈନିକ ୫୦ ହଜାରରୁ ଅଧିକ ଲୋକଙ୍କ…

କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ହେଲେ ମହମ୍ମଦ ଅବଦାଲ ଅଖତର

କୋରାପୁଟ : କୋରାପୁଟ ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ମହମ୍ମଦ ଅବଦଲ ଅଖତର । ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କଠାରୁ ଦାୟିତ୍ଵ ନେଇଛନ୍ତି ଅବଦଲ ଅଖତର । ଦାୟିତ୍ଵ ଗ୍ରହଣ ସମୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ସ୍ବାଗତ ଜଣାଇଛନ୍ତି । କୋଟିଆ…

ସୁପର୍‌ ବୋଲରେ ପ୍ରଥମ ମହିଳା ରେଫ୍ରି ହୋଇ ଇତିହାସ ରଚିଲେ ସାରା

ନୂଆଦିଲ୍ଲୀ: ସାରା ଥୋମାସ୍ NFL ର ସବୁଠୁ ବଡ ଖେଳର ପ୍ରଥମ ମହିଳା ରେଫରି ହୋଇ ସୁପର ବଲ୍ LV ରେ ଇତିହାସ ସୃଷ୍ଟି କରିଛନ୍ତି। ଖେଳ ସମୟରେ ଥୋମାସ୍ ଜଣେ ଡାଉନ୍ ଜଜ୍ ଥିଲେ। ସାରା ଥୋମାସର ପ୍ରଥମ ମହିଳା ଭାବରେ ସୁପର ବୋଲର ରେଫରି ହେବା ଏକ ଚମତ୍କାର ଘଟଣା ନିଶ୍ଚିତ। ଫୁଟ୍‌ବଲ୍‌ର ଏହି‌…

ସୁପର୍‌ ବୋଲରେ ପ୍ରସାରିତ ହୋଇଛି କୃଷକଙ୍କ ବିରୋଧର ବିଜ୍ଞାପନ!

ନୂଆଦିଲ୍ଲୀ: ଭାରତରେ କୃଷକଙ୍କ ବିରୋଧକୁ ସମର୍ଥନ କରୁଥିବା ଆନ୍ତର୍ଜାତୀୟ ସେଲିବ୍ରିଟିଙ୍କ ଉପରେ ବିବାଦ ଲାଗି ରହିଥିବା ବେଳେ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ବିଷୟରେ କୁହାଯାଉଛି। ଯାହା ଆମେରିକାର ନ୍ୟାସନାଲ ଫୁଟବଲ ଲିଗର ସୁପର ବୋଲ ୨୦୨୧ ରେ ପ୍ରସାରିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ସୁପର…

୧୭୪୦ ଟଙ୍କା ଫି’ ଛାଡ଼, ଛାତ୍ରଛାତ୍ରୀଙ୍କ ଦାବି ମାନିନେଲେ ପିଜି କାଉନସିଲ୍ ଅଧ୍ୟକ୍ଷ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପିଜି ଛାତ୍ରଛାତ୍ରୀଙ୍କ ଦାବି ମାନିନେଲେ ପିଜି କାଉନସିଲ୍ ଅଧ୍ୟକ୍ଷ । ସମୁଦାୟ ହଷ୍ଟେଲ ଫି’ରୁ ୧୭୪୦ ଟଙ୍କା କଲେ ଛାଡ । ଛାତ୍ରଛାତ୍ରୀ ଏବେ ୨୯୫୦ ଟଙ୍କା ବଦଳରେ ୧୨୧୦ ଟଙ୍କା ଦେବେ । ଫି’ କମାଇବାକୁ ଦୁଇ ଦିନ ହେଲା ଛାତ୍ରଛାତ୍ରୀ ଦାବି କରିଆସୁଥିଲେ ।…

ନିଜ ମୃତ୍ୟୁ ଗୁଜବକୁ ଖଣ୍ଡନ କରିଛନ୍ତି ଅଭିନେତା ମୋହନ କପୁର

ନୂଆଦିଳ୍ଲୀ: ଟେଲିଭିଜନ ଅଭିନେତା ମୋହନ କପୁର ସୋସିଆଲ ମିଡିଆକୁ ନେଇ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ସେୟାର୍‌ କରିଛନ୍ତି। ତାଙ୍କର 'ମୃତ୍ୟୁ' ଖବରକୁ ସେ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। "ନମସ୍କାର…

‘ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା’ ପାଇଁ ନିଜ ପୁଅର ବଳିଦାନ’, ନିଜ ୬ ବର୍ଷର ପୁଅର ବେକ କାଟି ହତ୍ୟା କଲା ମାଆ

ପଲକ୍କଡ: କେରଳର ପାଲକ୍କଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୩୦ ବର୍ଷୀୟ ମଦ୍ରାସା ଶିକ୍ଷୟିତ୍ରୀ ନିଜ ୬ ବର୍ଷର ପୁଅର ବେକ କାଟି ହତ୍ୟା କରିଛନ୍ତି । ‘ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା’ ପାଇଁ ସେ ନିଜ ପୁଅର ବଳିଦାନ ଦେଇଥିବା କହିଛନ୍ତି । ମହିଳା ଜଣକ ଗର୍ଭବତୀ ଥିବା ଜଣାପଡିଛି…