Latest Odisha News

BREAKING NEWS

୧୬ ବର୍ଷ ବୟସରେ ସଲମାନଙ୍କ ପ୍ରେମରେ ପଡିଥିଲେ ଏହି ପାକିସ୍ତାନୀ ଅଭିନେତ୍ରୀ; ବିବାହ କରିବା ପାଇଁ ଆମେରିକାରୁ ଆସିଥିଲେ…

ନୂଆଦିଲ୍ଲୀ: ପାକିସ୍ତାନର ଜଣାଶୁଣା ଅଭିନେତ୍ରୀ ସୋମି ଅଲି ପୁଣି ଥରେ ଏହି ଖବରରେ ଅଛନ୍ତି। ୧୯୯୧ ମସିହାରେ ସେ ବଲିଉଡର ଦବାଙ୍ଗ୍‌ ବଏ୍‌ ସଲମାନ ଖାନଙ୍କୁ ବିବାହ କରିବା ପାଇଁ ଆମେରିକାରୁ ମୁମ୍ବାଇ ଆସିଥିଲେ। ସୋମି ଅଲିଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ହୋଇଥିଲା। ସେ କେବଳ ମୁମ୍ବାଇ ଆସି…

ପାଗଳାମୀରେ ବି ଚର୍ଚ୍ଚା ଅଛି !

ଭୁବନେଶ୍ୱର: ଚର୍ଚ୍ଚାକୁ ଆସିବା ଲାଗି ଲୋକେ କେତେ କ’ଣ କରିଥାନ୍ତି । କିଏ ଟାଟ୍ଟୁ କରି ଚର୍ଚ୍ଚାକୁ ଆସିଥାନ୍ତି ତ ପୁଣି କିଏ ଜୀବନ ସାରା ଭୋକିଲା ରହି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏମିତି ଅନେକ ଉଦାହରଣ ଆମେ ଇଣ୍ଟରନେଟରେ ଖୋଜିଲେ ବେଶ ଆରାମରେ ପାଇପାରିବା । ନିକଟରେ ଏକ…

ହୁ ହୁ ହୋଇ ତୈଳଦର ସହ ବଢୁଛି ଯାତ୍ରୀବାହୀ ବସ୍ ଭଡ଼ା

ଭୁବନେଶ୍ୱର: ତେଲ ଦରରେ ଲଗାମ ନାହିଁ । ଡିଜେଲ୍ ହେଉକି ପେଟ୍ରୋଲ୍ ଲିଟର ପିଛା ୮୫ ଟଙ୍କା ତଳକୁ ଖସୁନାହିଁ । ତେଲ ଦର ବାରମ୍ବାର ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଉପରେ ପଡ଼ିଛି ଆଉ ଏକ ପ୍ରହାର । ବୃଦ୍ଧି ପାଇଛି ଯାତ୍ରୀବାହୀ ବସ୍ ଭଡ଼ା । ୧୨ଗୋଟି ଦିଗକୁ ବିଚାରକୁ ନେଇ ବସ୍ ଭଡ଼ା…

ଶୀତଦିନେ ହିମସ୍ଖଳନ ହେବା ଘଟଣା ସ୍ୱାଭାବିକ ନୁହେଁ, ଜାଣନ୍ତୁ ଏହା ପଛରେ ବଡ କାରଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଚାମୋଲି ଜିଲ୍ଲାର ହିମସ୍ଖଳନ ପରେ ବିଶ୍ୱ କ୍ରମାଗତ ଭାବରେ ନଜର ରଖିଛି। ବୈଜ୍ଞାନିକମାନେ ମଧ୍ୟ ଏହି ଘଟଣା ପରେ ସାରା ବିଶ୍ୱରେ ଏହାର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି। ସୂଚନା ଅନୁଯାୟୀ ଶୀତଦିନେ ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ କାରଣ ହୋଇପାରେ। ତାପମାତ୍ରା…

୩୦୦ ଓ୍ବିକେଟ୍ କ୍ଲବ୍‌ରେ ଇଶାନ୍ତ ଶର୍ମା: ତୃତୀୟ ଭାରତୀୟ ଦୃତ ବୋଲର ଭାବେ ହାସଲ କଲେ ଏହି ରେକର୍ଡ

ଚେନ୍ନାଇ: ଭାରତୀୟ ଦୃତ ବୋଲର ଇଶାନ୍ତ ଶର୍ମା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ବିତୀୟ ଇନିଂସରେ ଓ୍ବିକେଟ୍‌ ନେବା ପରେ ଏକ ଖାସ ରେକର୍ଡ ନିଜ ନାମରେ କରିନେଇଛନ୍ତି । ଇଂଲଣ୍ଡର ଡେନ୍‌ ଲୋରିସ୍‌ଙ୍କ ଏଲବିଡବ୍ଲ୍ୟୁ କରିବା ପରେ ୩୨ ବର୍ଷୀୟ ଇଶାନ୍ତ ଶର୍ମା ନିଜ ଟେଷ୍ଟ କ୍ୟାରିୟରର ୩୦୦…

ରାମ ମନ୍ଦିର ନିର୍ମାଣ ଲାଗି ଅର୍ଥ ଦାନ କଲେ ଫୈଜାବାଦର ମୁସଲିମ ସମ୍ପ୍ରଦାୟ

ନୂଆଦିଳ୍ଲୀ: ରବିବାର ମୁସଲିମ ସମ୍ପ୍ରଦାୟର ସଦସ୍ୟମାନେ ଉତ୍ତରପ୍ରଦେଶର ଫୈଜାବାଦ ରାମ ଭବନର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ କରିଛନ୍ତି। ମୁସ୍‌ଲିମ୍‌ ସମ୍ପ୍ରଦାୟର ବରିଷ୍ଠ ସଦସ୍ୟ ହାଜି ସୟଦ ଅହମ୍ମଦ କହିଛନ୍ତି, "ପ୍ରଭୁ ରାମ ସମସ୍ତଙ୍କର ଏବଂ ରାମ ମନ୍ଦିର ସମସ୍ତଙ୍କର।…

କାହା ସହିତ ଡେଟ୍‌ କରୁଛନ୍ତି ବିଗ୍‌ ବିଙ୍କ ନାତୁଣୀ ନବ୍ୟା?

ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ଏବଂ ମୀଜାନ ଜାଫେରୀ ଦୁହେଁ ଦୁହିଁଙ୍କ ସହ ଡେଟିଂ କରୁଥିବା ଖବରକୁ ନେଇ ଗୁଜବ ସୃଷ୍ଟି ହୋଇଛି। ଟେଉଁଥିପାଇଁ ସେମାନଙ୍କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।ମୀଜାନଙ୍କ ପିତା ଜାଭେଦ୍ ଜାଫେରୀ ବର୍ତ୍ତମାନ ସେମାନଙ୍କ ସମ୍ପର୍କକୁ ନେଇ…

ପାକିସ୍ତାନର ଆଉ ଏକ ଚାଲ ଭଣ୍ଡୁର : ଅନୁପ୍ରବେଶ ଉଦ୍ୟମ ବେଳେ ଜଣେ ସନ୍ଧିଗ୍ଧକୁ ଗୁଳିକରି ହତ୍ୟା କଲେ ବିଏସ୍ଏଫ୍ ଯବାନ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସାମ୍ବା ଅଞ୍ଚଳରେ ପାକିସ୍ତାନର ଆଉ ଏକ ଚାଲକୁ ଭଣ୍ଡୁର କରିଛି ଭାରତୀୟ ସେନା । ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ମୃତକର ପରିଚୟ ମିଳିନଥିବା ବେଳେ ସର୍ଚ୍ଚଅପରେସନ୍‌ ଜାରି ରହିଛି । ସୂଚନା ଅନୁସାରେ,…

ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ପାଇଁ NMAର ପ୍ରସ୍ତାବିତ ବାଇ-ଲ’

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ପଟେଲ । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିଫିକେସନ…

ଭୁଲ ତଥ୍ୟ ଏବଂ ଉତ୍ତେଜନାମୂଳକ ବିଷୟବସ୍ତୁ ବିସ୍ତାର ଅଭିଯୋଗରେ ୧୦୦୦ ରୁ ଅଧିକ ଆକାଉଣ୍ଟ ହଟାଇବାକୁ ଟ୍ୱିଟରକୁ ସରକାରଙ୍କ…

ନୂଆଦିଲ୍ଲୀ: ଦେଶରେ ଚାଷୀଙ୍କ ବିରୋଧ ଉପରେ ଭୁଲ ତଥ୍ୟ ଏବଂ ଉତ୍ତେଜନାମୂଳକ ବିଷୟବସ୍ତୁ ବିସ୍ତାର କରିଥିବା ଅଭିଯୋଗରେ ୧୦୦୦ ରୁ ଅଧିକ ଆକାଉଣ୍ଟ ହଟାଇବାକୁ ସରକାର ଟ୍ୱିଟରକୁ କହିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ୧,୧୭୮ ହ୍ୟାଣ୍ଡଲଗୁଡିକ ପାକିସ୍ତାନୀ…