ଭୁବନେଶ୍ୱର: ନନ୍ଦନକାନନ ଓ ବଟାନିକାଲ୍ ଗାର୍ଡେନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଜରୁରୀ ସୂଚନା । ଆସନ୍ତାକାଲିଠାରୁ ବନ୍ଦ ରହିବ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏହାସହ ବଟାନିକାଲ୍ ଗାର୍ଡେନ ବି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଛି । ଆସନ୍ତା ୧୫ ତାରିଖ ଯାଏ ସାମୟିକ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ତାପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ଚୂଡ଼ାନ୍ତ ହେବ ।

BREAKING NEWS
- Shooting in Polish city:ସହରରେ ଆଖିବୁଜା ଗୁଳିମାଡ଼; ୫ ମୃତ, ୧୨ରୁ ଅଧିକ ଆହତ
- ପଞ୍ଜାବ ଯିବେ ହାର୍ଦ୍ଦିକ, ମୁମ୍ବାଇ ଆସିବେ ଅର୍ଶଦୀପ
- ୬୬ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ, ବେପାରୀ ଫେରାରା
- ଅସୁସ୍ଥ କି ବିଗ୍ ବି ଅମିତାଭ ବଚ୍ଚନ; ଅଧାରେ ଅଟକିଲା KBC…
- ୩୦ ଲକ୍ଷ ଦୀପରେ ଝଲସିଲା ରାମ ନଗରୀ
- Cuttack Kali Puja: କାଳୀପୂଜାରେ ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ;ଏପଟେ ବେଆଇନ ବାଣ ବ୍ୟବସାୟ ଉପରେ ଚଢ଼ାଉ
- ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି :ସ୍ୱସ୍ତିକ ସାମଲ ହେଲେ ଓଡ଼ିଶା ଦଳର ଅଧିନାୟକ
- ଧନତେରସରେ ରେକର୍ଡ ସୃଷ୍ଟି କଲା ସୁନା-ରୂପା ମୁଦ୍ରା ବିକ୍ରି, ପ୍ରତି ଘଣ୍ଟାରେ ବିକ୍ରି ହେଲା ଏତିକି…
- ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ, ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା
- ଦୀପାବଳି ପୂର୍ବରୁ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଲା ଦିଲ୍ଲୀ
Comments are closed.