ଢେଙ୍କାନାଳରେ କୃଷି ବିଲ୍ ତାତି : ଏନଏଚ-୫୫ ଅବରୋଧ କଲା ନବ ନିର୍ମାଣ କୃଷକ ସଙ୍ଗଠନ
ଢେଙ୍କାନାଳ: ନୂତନ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ରାଜପଥକୁ ଓହ୍ଲାଇଥିଲେ ଚାଷୀ । ଢେଙ୍କାନାଳ କାଉଁରିଆପାଳଠାରେ ଏନଏଚ-୫୫କୁ ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଙ୍ଗଠନ । କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଯାତାୟାତ ଠପ୍ ହୋଇଥିଲା ।
ନୂତନ କୃଷି ବିଲ୍…