Latest Odisha News

BREAKING NEWS

ଚାଷୀଙ୍କ ଚକା ଜାମ୍ ଡାକରା, ଦିଲ୍ଲୀ ସୀମାରେ ପୋଲିସ ସହ ଅର୍ଦ୍ଧ ସାମରିକ ବଳ ମୁତୟନ

ନୂଆଦିଲ୍ଲୀ: କୃଷି ଆଇନ୍ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କୃଷକ ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ଯାଏ ଦେଶବ୍ୟାପୀ ଚକା ଜାମ୍ ଡାକରା ଦେଇଛନ୍ତି । ତେବେ, ଦିଲ୍ଲୀ-ଏନସିଆରରେ ଚକା ଜାମ୍ କରାଯିବ ନାହିଁ ବୋଲି କୃଷକ ନେତା କହିଛନ୍ତି । ତଥାପି ଦିଲ୍ଲୀ ପୋଲିସ ଆଲର୍ଟରେ ରହିଛି ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୬-୨-୨୦୨୧ ରିଖ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଫେବୃୟାରୀ ତା ୬ ରିଖ ଶନିବାର ମକର ୨୪ ଦିନ ମାଘ ମାସ କୃଷ୍ଣପକ୍ଷ ନବମୀ ଭୁକ୍ତ ଦଶମୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଆଜିର ଘାତ ବାର- ବୃଷ ସିଂହ ଓ କନ୍ୟା ରାଶିର ଆଜିର ଘାତ ଚନ୍ଦ୍ର- ସିଂହ…

କୋରାପୁଟରୁ ମାଓବାଦୀ ପୋତିଥିବା ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ : କୋରାପୁଟ ସୁରେଶି ନିକଟରୁ ଜବତ ହୋଇଛି ମାଓବାଦୀ ପୋତିଥିବା ଅସ୍ତ୍ରଶସ୍ତ୍ର । ଡିଭିଏଫ ଏବଂ ବିଡିଡି ସ୍ବାଡ ନାରାୟଣପାଟଣା ଥାନା ଅଞ୍ଚଳରୁ ଏସବୁ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ୬ଟି ଏସବିଏମ୍ଏଲ, ୫୦ଟି ଜିଲେଟିନ ଷ୍ଟିକ, ୨୦୫ଟି ଲୁହା…

ଦିଲ୍ଲୀରେ ଘର ଓ ଜମି କିଣିବା ଏବେ ହେବ ଶସ୍ତା, ସର୍କିଲ ହାର ୨୦ ପ୍ରତିଶତ ହ୍ରାସ କଲେ କେଜରିୱାଲ ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ଅରବିନ୍ଦ କେଜରିୱାଲଙ୍କ ସରକାର ଆବାସୀୟ, ବାଣିଜ୍ୟିକ ଏବଂ ଔଦ୍ୟୋଗିକ ସର୍କିଲ ହାରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଲାଗି ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ଦିଲ୍ଲୀ କ୍ୟାବିନେଟ୍‌ରେ ଏଥିଲାଗି ପ୍ରସ୍ତାବରେ ମୋହର ବାଜିଛି । କ୍ୟାବିନେଟ ବୈଠକ ପରେ ନିଜେ…

ନାସା ଯିବେ ଓଡ଼ିଶାର ୧୦ ଜଣ ଛାତ୍ରଛାତ୍ରୀ

କଟକ : ରାଜ୍ୟ ପାଇଁ ଗୌରବ ଆଣିଲେ ୧୦ ଜଣ ଛାତ୍ରଛାତ୍ରୀ । ନାସା ଯିବେ ଓଡ଼ିଶାର ବଛାବଛା ୧୦ ଜଣ ଛାତ୍ରଛାତ୍ରୀ । ନିଜ ହାତ ତିଆରି ରୋବର୍ଟକୁ ଉପସ୍ଥାପନା କରିବା ସହିତ ନାସାରେ ଦେଖାଇବେ କମାଲ । ସାରା ବିଶ୍ବରେ ୮୭ଟି ଟିମ ଭାଗ ନେଉଥିବା ବେଳେ ପ୍ରଥମ କରି ଓଡ଼ିଶାରୁ ଏଭଳି ଏକ ଟିମ ନାସା…

ଆରଆଇଙ୍କ ଘରେ ଆଉ ଥରେ ଭିଜିଲାନ୍ସ ରେଡ୍

ପୁରୀ : ପୁରୀର ଆରଆଇ ବସନ୍ତ ମହାନ୍ତିଙ୍କର ଆଉ ଏକ ଘରେ ରେଡ୍ କରିଛି ଭିଜିଲାନ୍ସ । ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବସନ୍ତଙ୍କ ଘରୁ ଦେଢ଼ କୋଟିରୁ ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ପୂର୍ବରୁ ବସନ୍ତଙ୍କ ପୁରୀ…

ଚାଷୀଙ୍କ ଚକା ଜାମକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ଚାଷୀ ସଂଗଠନର ଦେଶବ୍ୟାପୀ ଚକା ଜାମ୍ ଆନ୍ଦୋଳନକୁ ସମର୍ଥନ ଜଣାଇଲା ଏଆଇସିସି । ଫଳରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳ ପକ୍ଷରୁ ଏଭଳି…

୧୮ମାସ ପରେ ଜମ୍ମୁ-କାଶ୍ମୀରରେ ଉପଲବ୍ଧ ହେଲା 4-G ଇଣ୍ଟରନେଟ୍

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଫୋର-ଜି ଇଣ୍ଟନେଟ୍‌ ସେବା ଉପଲବ୍ଧ କରାଯାଇଛି । ଜମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଫଳରେ  ପ୍ରାୟ ୧୮ ମାସ ପରେ ରାଜ୍ୟରେ ଲୋକେ ପୁଣି ଥରେ ଏହି ସେବା ପାଇଛନ୍ତି ।  ଅଗଷ୍ଟ ୨୦୧୯ରେ ଜମ୍ମୁ-କାଶ୍ମୀରରୁ ସ୍ୱତନ୍ତ୍ର…

ୟୁପିଏସସି ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ : ୟୁପିଏସସି ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ । ଗତ ବର୍ଷ କରୋନା କାରଣରୁ ୟୁପିଏସସି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ । ଯେଉଁମାନଙ୍କ ପାଇଁ ୨୦୨୦ ମସିହାର ୟୁପିଏସସି ପରୀକ୍ଷା ଶେଷ ସୁଯୋଗ ଥିଲା, ସେମାନେ ଆଉ ଏକ ସୁଯୋଗ ପାଇବେ । ଏ ନେଇ…

ଆସନ୍ତାକାଲିଠୁ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା

ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ସାରା ରାଜ୍ୟରେ ପୋଲିସଙ୍କୁ ଦିଆଯିବ କରୋନା ଟିକା । ପ୍ରଥମେ ପୋଲିସ ଡିଜି ଅଭୟ ଟିକା ନେବେ । ଏହାପରେ ଅନ୍ୟ ବରିଷ୍ଠ ପୋଲିସ ଓ ହୋମ୍‌ଗାର୍ଡଙ୍କୁ କରୋନା ଭ୍ୟାକ୍ସିନ ଦିଆଯିବ । ଭୁବନେଶ୍ବରରେ…