ଟିକା ନେଲେ ଅଭିନେତା ସୋନୁ ସୁଦ
ମୁମ୍ବାଇ: କରୋନା ଟିକାର ପ୍ରଥମ ଡୋଜ ନେଲେ ଅଭିନେତା ସୋନୁ ସୁଦ। ଏହାସହିତ ସୋନୁ ସୋସିଆଲ ମିଡିଆରେ ଟିକା ନେଉଥିବର ଏକ ପୋଷ୍ଟ ସେୟାର୍ କରିଛନ୍ତି ଯାହା ସେମାନଙ୍କ ପ୍ରଶଂସକମାନଙ୍କୁ ଟିକାକରଣ କରିବାକୁ ଉତ୍ସାହିତ କରିବ ବୋଲି ସେ ଆଶା କରିଛନ୍ତି।
କୋଭିଡ୍ ଟିକା ଗ୍ରହଣ କରୁଥିବା ଏକ…