Latest Odisha News

BREAKING NEWS

ସବୁଠାରୁ ବଡ ଡିଲ୍: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ୮୩ ତେଜସ୍ ବିମାନ ଡିଲ୍ ଉପରେ ଲାଗିଲା ମୋହର

ନୂଆଦିଲ୍ଲୀ: ୮୩ ତେଜସ ଲାଇଟ କମ୍ବାଟ ବିମାନ (Tejas LCA) ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ସରକାର । ବେଙ୍ଗାଳୁରୁରେ ଆୟୋଜିତ ଏରୋ ଇଣ୍ଡିଆ ୨୦୨୧ କାର୍ଯ୍ୟକ୍ରମରେ ଏହି ଔପଚାରିକ ପ୍ରକ୍ରିୟା ହୋଇଛି । ଏହି ବିମାନ ହିନ୍ଦୁସ୍ଥାନ ଇରୋନେଟିକ୍ସ ଲିମିଟେଡ଼ ନିର୍ମାଣ କରିବ । ଖାସ କଥା ହେଲା…

ଏରୋ ଇଣ୍ଡିଆ ୨୦୨୧ ସୋ’କୁ ରୁଷ ରାଷ୍ଟ୍ରଦୂତଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଭାରତରେ ରୁଷର ରାଷ୍ଟ୍ରଦୂତ ନିକୋଲେ କୁଦାଶେଭ ବୁଧବାର ଚାଲିଥିବା ଏରୋ ଇଣ୍ଡିଆ ଆନ୍ତର୍ଜାତୀୟ ୨୦୨୧ ଏୟାର ସୋକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମରେ ସବୁଠାରୁ ବଡ ପ୍ରଦର୍ଶକ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)…

ଆସନ୍ତୁ ଜାଣିବା ରିହାନଙ୍କ ଟୁଇଟ ନେଇ କାହିଁକି ରାଗିଗଲେ ପ୍ରଜ୍ଞାନ

ଭୁବନେଶ୍ୱର:କେନ୍ଦ୍ର ସରକାର କୃଷି ନିୟମକୁ ବିରୋଧ କରି ଦିଲ୍ଲୀରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଛି । ବଲିଉଡ ଅଭିନେତାଙ୍କ ପରେ ଏବେ ହଲିଉଡର କେତେକ କଳାକାର ଏଥିରେ ମୁଣ୍ଡ ପୂରାଇବା ସହ ମନ୍ତବ୍ୟ ନେଇଛି । ପପ୍ ଷ୍ଟାର ରିହାନା ଏ ନେଇ ଟୁଇଟ କରିଛନ୍ତି । ତେବେ ଏହି ଟୁଇଟ ନେଇ ଭାରତ ପକ୍ଷରୁ…

ଅବୈଧ ଭାବେ ରହୁଥିବା ରୋହିଙ୍ଗ୍ୟାଙ୍କୁ ପୁଣି ପଠାଇଦେବାକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ:ଯେଉଁମାନଙ୍କ ପାଖରେ ଆବଶ୍ୟକୀୟ ପ୍ରମାଣପତ୍ର ନାହିଁ ସେମାନଙ୍କୁ ଫେରିବାକୁ ପଡିବ । ଭାରତ ପଡୋଶୀ ଦେଶ ମିଆଁମାରରୁ ଆସିଥିବା ରୋହିଙ୍ଗ୍ୟାଙ୍କ ସହ ଜଡିତ ଏକ ପ୍ରଶ୍ନ ଉପରେ ଗୃହ ମନ୍ତ୍ରାଳୟ ଏହା କହିଛନ୍ତି । ବଜେଟ ଅଧିବେଶନ ସମୟରେ ସାଂସଦ କିରୋଡ଼ି ଲାଲ ମିଣାଙ୍କ ପ୍ରଶ୍ନରେ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୪.୪୦ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଟିକାକରଣ ପ୍ରକ୍ରିୟା ସମଗ୍ର ବିଶ୍ୱରେ ଜାରି ରହିଥିବା ବେଳେ ଅନେକ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୪୦ ହଜାର ୮୮୭ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଯାହା ପରେ ମୋଟ ମାମଲା ୧୦ କୋଟି ୪୩ ଲକ୍ଷ ୭୩…

ଜମ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ସମ୍ମାନଜନକ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ହେବା…

ନୂଆଦିଲ୍ଲୀ: ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କାମାର ଜାଭେଦ୍ ବାଜୱା ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ସମ୍ମାନଜନକ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ଆହ୍ବାନ କରିଛନ୍ତି। ଖାଇବର-ପାଖ୍ଟନଖୱାସ୍ଥିତ ରିସାଲପୁରର ପାକିସ୍ତାନ ବାୟୁସେନା (PAF) ଅସଗର…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିନିକା ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ସୋନପୁର: ଭିଜିଲାନ୍ସ ଜାଲରେ ବନ ବିଭାଗ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଫରେଷ୍ଟରଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନା ଜଗବନ୍ଧୁ ବାରିକ । ଏକକାଳୀନ 3ଟି ସ୍ଥାନରେ ଚଢ଼ାଉ ଚାଲିଛି । ସୋନପୁର ଶାନ୍ତିପଡ଼ାରେ ଥିବା ଦୁଇ ମହଲା କୋଠା, ସୋନପୁର…

ରାହୁଲଙ୍କ ଅଜବ ପ୍ରଶ୍ନ, ଏକଚ୍ଛତ୍ରବାଦ ଶାସକଙ୍କ ନାମ କାହିଁକି ଏମରୁ ଆରମ୍ଭ

ନୂଆଦିଲ୍ଲୀ:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଅଜବ ପ୍ରଶ୍ନ ପଚାରିଛନ୍ତି । ମ୍ୟାନମାର ରାଜନୈତିକ ଅସ୍ଥିରତା ନେଇ ପଚାରାଯିବାରୁ ସେ କହିଥିଲେ,ମୁଁ ବୁଝି ପାରୁନି ଅଧିକାଂଶ ଏକଚ୍ଛତ୍ରବାଦ ଶାସକଙ୍କ ନାମ କାହିଁକି ଏମରୁ ଆରମ୍ଭ ହୋଇଥାଏ । ସୂଚନାଯୋଗ୍ୟ, ମ୍ୟାନମାର ସେନା…

ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ହିଂସା ଉପରେ ଆଜି ଆସିପାରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଳ୍ଲୀ: ଆଜି ପ୍ରଧାନ ବିଚାରପତି ଏସ୍ ବବଡେଙ୍କ ନେତୃତ୍ୱରେ ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠରେ ଗଣତନ୍ତ୍ର ଦିବସରେ କୃଷକଙ୍କୁ ବିରୋଧ କରି ଟ୍ରାକ୍ଟର ରାଲିରେ ହିଂସା ସହ ଜଡିତ ଏକ ପିଟିସନ୍ ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ଏହାର ରାସ୍ତାରେ ବିଶୃଙ୍ଖଳା ଦେଖାଇଥିବା ବେଳେ…

ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ କରିବାକୁ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ଦାବି

ନୂଆଦିଲ୍ଲୀ: ରାଜ୍ୟସଭାର ବିଜେଡି ଉଠାଇଲା ମହିଳା ସଂରକ୍ଷଣ ପ୍ରସଙ୍ଗ । ରାଜନୈତିକ କ୍ଷେତ୍ରରେ ମହିଳାଙ୍କୁ ସଂରକ୍ଷଣ ଦାବି ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଏସମ୍ପର୍କିତ ବିଲ ପାର୍ଲାମେଣ୍ଟରେ ପାରିତ କରିବା ପାଇଁ ସେ ଦାବି କରିଛନ୍ତି । ସସ୍ମିତ କହିଛନ୍ତି, ଏହି ବିଲ୍ ଲୋକସଭାରେ ପାସ୍…