Latest Odisha News

BREAKING NEWS

‘ଦେଶରେ ୫ଟି ରାଜ୍ୟରେ ୬୦% କରୋନା ମାମଲା, ୭୦% ମୃତ୍ୟୁ’

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରାଳ ରୂପ ନେଉଛି ମହାମାରୀ କରୋନା । ପ୍ରତିଦିନ ୫୦ ରୁ ୬୦ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏସବୁ ସତ୍ତ୍ୱେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ଠାରୁ ସୁସ୍ଥ ହାର ଢ଼େର ଅଧିକା ରହିଛି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ସଂଖ୍ୟା ୨୯ ଲକ୍ଷ ୭୦…

ଆସନ୍ତୁ ଜାଣିବା କାହିଁକି ହୋଟେଲରେ ନ ରହି ୨୯ ଲକ୍ଷ ଟଙ୍କାର ଭଡା ଘରେ ରହିଲେ ଟେନିସ ଷ୍ଟାର ଜୋକୋଭିଚ

ନ୍ୟୁୟର୍କ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ହୋଟେଲରେ ନ ରହି ୨୯ ଲକ୍ଷ ଟଙ୍କାର ଭଡା ଘରେ ରହିବା ପାଇଁ ନିଷ୍ପତି ନେଇଛନ୍ତି । ୟୁଏସ ଓପନ ଅବସରରେ ସମସ୍ତ ଖେଳାଳିଙ୍କ ହୋଟେଲରେ ରହିବା ବ୍ୟବସ୍ଥା କରାଯାଇଥିଲା । ମାତ୍ର ଜୋକୋଭିଚ ହୋଟେଲ ନ ରହି ଭଡା ଘରେ ରହିବା ପାଇଁ କହିଥିଲେ…

କେଲୁଅ ନଦୀବନ୍ଧ ଭାଙ୍ଗିବା ଘଟଣା: ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ଯାଜପୁର: କେଲୁଅ ନଦୀ ବନ୍ଧ ଭାଙ୍ଗିବା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ । ଦଳର ଏକ ପ୍ରତିନିଧି ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲା । ଏହାପରେ କଂଗ୍ରେସ ଦଳ ଏହାର ନିରପେକ୍ଷ ତଦନ୍ତ ଦାବି କରିବା ସହ ସ୍ଥାନୀୟ ନେତାଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ବରିଷ୍ଠ…

ଅହଲ୍ୟାଙ୍କ ଭକ୍ତି ସାଧନରେ ଶ୍ରୀରାମଙ୍କ ଭାଗିଦାରୀତା

ପାଠକେ! ଆମ ଆଧ୍ୟାତ୍ମିକ ଶାସ୍ତ୍ର ପୁରାଣରେ ଯେତେଯେତେ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗମାନ ଅଛି, ତାକୁ ଅନୁଭବ ପୂର୍ବକ ଆଲୋଚନା କଲେ ମନରେ ପରମାତ୍ମାଙ୍କ ଉଦ୍ଦେଶ୍ୟରେ ସ୍ୱତଃ ସମର୍ପଣାତ୍ମକ ଭକ୍ତିଭାବ ଜାଗ୍ରତ ହୋଇଉଠେ । ଭାଗଗ୍ରାହୀ ପ୍ରଭୁ ନିଜ ଭକ୍ତ ପାଇଁ କ’ଣ କରି ନ ପାରନ୍ତି! ବାଇଗଣ କିଆରିରେ…

ହ୍ୱାଇଟ ହାଉସ ପୂର୍ବ ପ୍ରେସ ସେକ୍ରେଟାରୀ ସାରା ସ୍ୟାଣ୍ଡର୍ସଙ୍କୁ ଆଖି ମାରିଥିଲେ କିମ ଜୋଙ୍ଗ

ୱାଶିଂଟନ: ହ୍ୱାଇଟ ହାଉସର ପୂର୍ବ ପ୍ରେସ ସେକ୍ରେଟାରୀ ସାରା ସ୍ୟାଣ୍ଡର୍ସ ଗୁରୁବାର ଏକ ମଜାଦାର ବୟାନ ଦେଇଛନ୍ତି । ସେ ତାଙ୍କର ପୁସ୍ତକ ସ୍ପିକିଙ୍ଗ ଫର ମାଇସେଲ୍ଫରେ ଲେଖିଛନ୍ତି ଯେ, ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ତାଙ୍କୁ ଆଖି ମାରିଥିଲେ । ୨୦୧୮ ସିଙ୍ଗାପୁର ସମିଟରେ କିମ ଜୋଙ୍ଗ…

କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଅଭିଯୋଗ; ଥାନାରେ ମାମଲା

ବ୍ରହ୍ମପୁର: କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ଜଣେ ଅଙ୍ଗନବାଡି କର୍ମୀଙ୍କୁ ଅସଦାଚରଣ ତଥା ଆକ୍ରମଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ସ୍ଥାନୀୟ ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ସ୍ଥିତ କୃଷ୍ଣ ଗଉଡ ନାମକ ଯୁବକ ଜଣେ ଅଙ୍ଗନବାଡି…

ଫର୍ଚ୍ୟୁନ୍ ପତ୍ରିକାରେ ସ୍ଥାନ ପାଇଲେ ଇଶା ଓ ଆକାଶ ଅମ୍ବାନୀ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଫର୍ଚୁନ ପତ୍ରିକାରେ ସ୍ଥାନ ପାଇଛନ୍ତି ରିଲାଏନ୍ସ ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନୀ ଓ ଇଶା ଅମ୍ବାନୀ। ପତ୍ରିକା ପକ୍ଷରୁ ୪୦ ବର୍ଷରୁ କମ ବୟସ ବର୍ଗରେ ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରକାଶ କରାଯାଇଥିବା ତାଲିକାରେ ଏ ଦୁଇ ଜଣଙ୍କ ନାଁ ସ୍ଥାନ ପାଇଛି ।…

ଋଷ ଅଧିକାରୀ ବଢାଇଲେ ହାତ, ହେଲେ ରାଜନାଥ କଲେ ‘ନମସ୍ତେ’, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଏବେ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ସବୁଠି ‘ନମସ୍ତେ’ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ଦିନିଆ ଋଷ ଗସ୍ତରେ ଯାଇଥିବା ବେଳେ ପୁଣି ନମସ୍କାରକୁ ନେଇ ଚର୍ଚ୍ଚା ହେଉଛି ।…

ବଗଲା ବିବାଦ: ଡିଜିଟାଲ ପ୍ଲାଟଫର୍ମରେ ବିଜେପିର ଦସ୍ତଖତ ଅଭିଯାନ ଆରମ୍ଭ

ପୁରୀ: ପୁରୀରେ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ପ୍ରସଙ୍ଗରେ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉନ୍ମୋଚନ କରିଛନ୍ତି । ଏହି ଆପ୍ ଜରିଆରେ ସାଧାରଣ…

ଚୀନ ଆକ୍ରମଣର ଜବାବ ପାଇଁ ସୀମାରେ ଭାରତ ସେନାକୁ ସଜାଗ କଲା

ନୂଆଦିଲ୍ଲୀ: ଚୀନର ଚାଲାକି ରୋକିବା ପାଇଁ ଭାରତ ସଜାଗ ରହିଛି । ଏବେ ଏଲଏସିରେ ଭାରତ ସେନା ସେମାନଙ୍କ ପୋଜିଶନ ବଦଳାଇ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିଛନ୍ତି । ଅକ୍ସାଇ ଚୀନ କ୍ଷେତ୍ରରେ ଡ୍ରାଗନ ତାର ସୈନ୍ୟ ଶକ୍ତି ବୃଦ୍ଧି କରୁଥିବାରୁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ଭାରତୀୟ ସେନା ଲଦାଖରେ…