Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ପାଳିତ

ପୁରୀ: ଭାଦ୍ରବ ଶୁକ୍ଳ ପୂର୍ଣିମା ତିଥିରେ ଇନ୍ଦ୍ରୋତ୍ସବ ପୂର୍ଣିମା ଅବସରରେ ସନ୍ଧ୍ୟା ଆଳତୀ ପରେ ଶ୍ରୀ ଦୋଳଗୋବିନ୍ଦ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ବଟ ମୂଳେ ଥିବା ପାଲିଙ୍କିକୁ ମହାଜନେ ବିଜେ କରାଇଥିଲେ । ବିମାନବଡୁ ସେବକ ମାନେ ଶ୍ରୀଦୋଳଗୋବିନ୍ଦଙ୍କୁ ଘଣ୍ଟ, ଛତା, କାହାଳି ସହ ସିଂହଦ୍ୱାର ଦେଇ…

ମୃତ୍ୟୁ ପରେ କ’ଣ ହୁଏ…

ଭୁବନେଶ୍ୱର: ଜନ୍ମ ଯେତିକି ସତ୍ୟ, ମୃତ୍ୟୁ ମଧ୍ୟ ସେତିକି ସତ୍ୟ। ମାତ୍ର ସମସ୍ତେ ଜନ୍ମକୁ ବେଇ ଖୁସି ହେଉଥିବା ବେଳେ ଆଉ ଏକ ସତ୍ୟ ମୃତ୍ୟୁକୁ ଗ୍ରହଣ କରି ପାରନ୍ତି ନାହିଁ। ଯାହାର ଜନ୍ମ ଅଛି ତାର ମୃତ୍ୟୁ ସୁନିଶ୍ଚିତ । ତେବେ କଣ ଆପଣ କେବେ ଭାବିଛନ୍ତି ମୃତ୍ୟୁ ପରେ କ'ଣ ହୋଇଥାଏ । ଶରୀର ସିନା…

କରୋନାରେ ଆଖି ବୁଜିଲେ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନଭାଇ

ମୁମ୍ବାଇ: ଗତକାଲି ରାତିରେ କରୋନା ଆକ୍ରାନ୍ତ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନ ଭାଇ ଏହସାନ ଖାନଙ୍କର ମୃତ୍ୟୁ ହୋଇଛି । ୯୦ ବର୍ଷୀୟ ଏହସାନ ଗତ ଅଗଷ୍ଟ ୧୫ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୨୧ ତାରିଖରେ ଦିଲ୍ଲୀପଙ୍କର କରୋନା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୩-୯-୨୦୨୦ ଗୁରୁବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ ମସିହା ସେପ୍ଟେମ୍ବର ତା ୩ ରିଖ ଗୁରୁବାର ସିଂହ ୧୯ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର    ଘାତ ବାର:-ତୁଳା ଓ କୁମ୍ଭ ରାଶିର …

ବିଏମସି ପକ୍ଷରୁ ସରସ୍ୱତୀ ସାହୁଙ୍କୁ କୋଭିଡ ଯୋଦ୍ଧା ସମ୍ମାନ

ଭୁବନେଶ୍ୱର: ଗତ ୨୮ ତାରିଖରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିବା ଭୁବନେଶ୍ୱର ମହାନଗର ନିଗମର କମ୍ୟୁନିଟି ସଂଗଠକ ସରସ୍ୱତୀ ସାହୁଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ମୃତଦେହ ଏସସିବିରୁ ସତ୍ୟନଗର ଶ୍ମଶାନକୁ ଆଣିବା ପରେ ବିଏମସି କମିଶନର…

ଏଣିକି ରାଜ୍ୟରେ ଖୋଲିବ ରେଷ୍ଟୁରାଣ୍ଟ ଓ ବାର୍‌

ଭୁବନେଶ୍ୱର: ଦୀର୍ଘଦିନର କରୋନା କଟକଣା ପରେ ଏବେ ରାଜ୍ୟବ୍ୟାପୀ ରେଷ୍ଟୁରାଣ୍ଟ ଓ ବାର୍ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ କେବଳ ପାର୍ସଲ ନେବାର ଅନୁମତି ଥିବା ବେଳେ ବର୍ତ୍ତମାନ ଗ୍ରାହକ ରେଷ୍ଟୁରାଷ୍ଟ ଓ ହୋଟେଲରେ ବସି ଖାଇପାରିବେ । ଓଡିଶାର ସମସ୍ତ ହୋଟେଲ ଓ…

ପୂର୍ବତନ ପୋଲିସ ଡିଜି ଷ୍ଟିଲ କମ୍ପାନୀର ଆଡମିନ୍ ମୁଖ୍ୟ ଭାବେ ଯୋଗ ଦେଲେ

ଝାରସୁଗୁଡା: ପୂର୍ବତନ ପୋଲିସ ଡିଜି କେ. ବି. ସିଂହ ଭୂଷଣ ପାଓା୍ୱର ଆଣ୍ଡ ଷ୍ଟିଲର ଆଡମିନ ମୁଖ୍ୟ ଭାବେ ଯୋଗ ଦେଇଛନ୍ତି । ସେ ଉଭୟ ଝାରସୁଗୁଡା ଓ ଦିଲ୍ଲୀ ପାଇଁ କାମ କରିବେ । କେ. ବି. ସିଂହ ଭୂଷଣ କମ୍ପାନୀରେ ପ୍ଲାଣ୍ଟ ଆଡମିନିଷ୍ଟ୍ରେସନ, ସୁରକ୍ଷା ଓ ଭିଜିଲାନ୍ସ, ଆଇନ ଆଦି ବିଭାଗ…

ଆଉ ଛପା ଯିବ ନାହିଁ ସରକାରୀ ଡାଏରୀ ଓ କ୍ୟାଲେଣ୍ଡର, ଡିଜିଟାଲ ମୋଡରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ଏଣିକି ସବୁ ପ୍ରକାର ସରକାରୀ କ୍ୟାଲେଣ୍ଡର, ଡାଏରୀ, ସିଡ୍ୟୁଲର ଓ ଅନ୍ୟାନ୍ୟ ସମାନ ଉଦ୍ଦେଶ୍ୟଯୁକ୍ତ ସାମଗ୍ରୀ ପୂର୍ବଭଳି ଛପାଯିବ ନାହିଁ । ଏହା ପରିବର୍ତ୍ତେ ସେସବୁକୁ ଡିଜିଟାଲ ମୋଡ଼ରେ ଉପଲବ୍ଧ କରାଯିବ । ସେହିଭଳି କଫି ଟେବୁଲ୍ ବୁକମାନଙ୍କର ପ୍ରକାଶନ ମଧ୍ୟ ବନ୍ଦ କରାଯିବ । ତାହା…

୫୦୦ ବର୍ଷ ହେବ ବୃନ୍ଦାବନର ରାଧାରମଣ ମନ୍ଦିରର ଚୁଲି ଲିଭି ନାହିଁ

ମଥୁରା: ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ମହିମା ଅବର୍ଣ୍ଣନୀୟ । ଆସନ୍ତୁ ଜାଣିବା ବୃନ୍ଦାବନର ରାଧାରମଣ ମନ୍ଦିରରେ ଏ ଭଳି ଏକ ମହିମା ଯାହା ଶୁଣିଲେ ବିଶ୍ୱାସ କରି ହୁଏ ନାହିଁ । ଏଠାରେ ଯେଉଁ ରୋଷେଇ ଘରେ ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତ ହୁଏ ତାହାର ଚୁଲି ୫୦୦ ବର୍ଷରୁ କ୍ରମାଗତ ଜଳି ଆସୁଛି । ଏହା କେବେ…

ଆସନ୍ତା ୭ରୁ ଗଡିବ ମେଟ୍ରୋ ଟ୍ରେନ୍, ଜାରି ହେଲା ଏସ୍ଓପି

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି ଅନ୍ଲକ-୪ । ଫଳରେ ଅନେକ ସ୍ଥାନରେ ବନ୍ଦ ପଡିଥିବା ତାଲା ଖୋଲିଛି । ବସ୍ ଚଳାଚଳ ଓ ଟ୍ରେନ୍ ସେବାକୁ ମଧ୍ୟ ସରକର ଅନୁମତି ଦେଇଛନ୍ତି । ଏହି କ୍ରମରେ ଆସନ୍ତା ୭ ତାରିଖରୁ ପୁଣି ମେଟ୍ରୋ ଟ୍ରେନ୍ ଗଡିବ । ପର୍ଯ୍ୟାୟକ୍ରମେ ମେଟ୍ରୋ…