ଭାରତରେ ପ୍ରସ୍ତୁତ ଟିକା ଦେଶ ପାଇଁ ଆତ୍ମ ଗର୍ବର ପ୍ରତୀକ; ପିଏମ୍ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦେଶର ବୈଜ୍ଞାନିକମାନଙ୍କୁ କରୋନାଭାଇରସ୍ ରୋଗ (କୋଭିଡ୍-୧୯) ବିରୋଧରେ ଦୁଇଟି ଟିକା ବିକଶିତ କରିଥିବାରୁ ପ୍ରଶଂସା କରିଛନ୍ତି। ରେଡିଓ କାର୍ଯ୍ୟକ୍ରମ 'ମନ କୀ ବାତ୍'ରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ…