Latest Odisha News

BREAKING NEWS

ମା’ ସମଲେଶ୍ୱରୀ ମନ୍ଦିରରୁ ଟୁରିଷ୍ଟ ବସ୍ ସେବାର ଶୁଭାରମ୍ଭ

ସମ୍ୱଲପୁର: ମା’ ସମଲେଶ୍ୱରୀଙ୍କ ମନ୍ଦିରରୁ ଆରମ୍ଭ ହେଲା ଟୁରିଷ୍ଟ ବସ୍ ସେବା । ଏହି ବସ୍‌ ସେବାର ଆଜି ଶୁଭାରମ୍ଭ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ପ୍ରତି ରବିବାର ଏହି ବସ୍‌ରେ ସମଲେଶ୍ୱରୀ ବୁଲି ପାରିବେ ପର୍ଯ୍ୟଟକ । ଏହାସହ ହୀରାକୁଦ, ଘଣ୍ଟେଶ୍ୱରୀ ଓ ଡେବରିଗଡ଼ ବୁଲି…

ରମାକାନ୍ତ ସାମନ୍ତରାୟଙ୍କ “ଶୂନ”ରେ କେତେବେଳେ କିଛି ବି ଘଟିପାରେ

-ପ୍ରୀତିପ୍ରଜ୍ଞା ପ୍ରଧାନ ପୁସ୍ତକ: ଶୂନ(୬୧ଟି ରୂପକଥା) ଲେଖକ: ରମାକାନ୍ତ ସାମନ୍ତରାୟ ପ୍ରକାଶକ: ବ୍ଲାକ୍ ଇଗଲ୍ ବୁକସ ପ୍ରକାଶନ ସମୟ: ସେପ୍ଟେମ୍ବର ୨୦୨୦ ପ୍ରଚ୍ଛଦ ଚିତ୍ର: ରମାକାନ୍ତ ସାମନ୍ତରାୟ ପୃଷ୍ଠା ସଂଖ୍ୟା: ୧୩୮ ପ୍ରଥମ ଦେଖାରେ…

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ଦାଦା

କୋଲକାତା: କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ରବିବାର ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଅବଶ୍ୟ, ପରବର୍ତ୍ତୀ କିଛି ଦିନ ପାଇଁ ତାଙ୍କୁ ଘରେ ବିଶ୍ରାମ ନେବାକୁ ପଡିବ।ଏହାସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ନିୟମକୁ…

ଆଜି ରାଜ୍ୟରୁ ୧୧୪ କରୋନା ପଜିଟିଭ୍, ୧୧ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଥିଲେ ବି ଗତକାଲି ଅପେକ୍ଷା ଆଜି ସଂଖ୍ୟା ସାମାନ୍ୟ ବଢ଼ିଛି । ଗତକାଲି ସାରା ରାଜ୍ୟରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୪ ପଜିଟିଭ୍ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୬୮ ଜଣ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪୬ଟି…

ସାହସୀ ପ୍ରୀତି; ବିନା ଭୟରେ ଅଣ୍ଡରୱାର୍ଲ୍ଡ ବିରୁଦ୍ଧରେ ସାକ୍ଷୀ ଦେଇଥିଲେ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ: ଆଜି ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଜନ୍ମଦିନ। ପ୍ରୀତି ଜିଣ୍ଟା ଆଜି ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରୀତି ଜିଣ୍ଟା ଚଳଚ୍ଚିତ୍ରରେ ତାଙ୍କର ଦମ୍‌ଦାର୍‌ ଭୂମିକା ପାଇଁ ଜଣାଶୁଣା। ଏହା ବ୍ୟତୀତ ସେ ସାହସୀ ମଧ୍ୟ । ସେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି।…

ପୋଲିସ ଇନଫର୍ମର ସନ୍ଦେହରେ କନ୍ଧମାଳ ଜିଲ୍ଲାରୁ ଦୁଇ ଜଣଙ୍କୁ ଉଠାଇନେଲେ ମାଓବାଦୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପ୍ରତିଶୋଧ ପରାୟଣ ହୋଇଛି ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଗତକାଲି ଦୁଇ ଜଣଙ୍କୁ ହତ୍ୟା କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ଉଠାଇ ନେଇଛନ୍ତି । ବାଲିଗୁଡ଼ା ବ୍ଲକ ବେଲଘର ଥାନା ଅନ୍ତର୍ଗତ ଗୁମୁ ଗାଁରୁ ପୋଲିସ୍ ଇନଫର୍ମର ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଉଠାଇ…

କୋଭିଡ କଟକଣା ଭିତରେ ଏବେ ହାଉସଫୁଲ୍ ହେବ ସିନେମା ହଲ୍

ନୂଆଦିଲ୍ଲୀ: ଭାରତରେ ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର। ଏବେ ହାଉସଫୁଲ୍ ହେବାକୁ ଯାଉଛି ସିନେମା ହଲ୍ ଓ ଥିଏଟର। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସୂଚନାନୁସାରେ ଫେବୃଆରୀ ୧ରୁ ସାରା ଦେଶରେ ୧୦୦ ପ୍ରତିଶତ କ୍ଷମତାରେ ସିନେମା ହଲ୍ ଗୁଡିକ ଖୋଲିବାକୁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ନୂଆ…

ମାଲକାନଗିରି ମାଡକାପଦର ଜଙ୍ଗଲରେ ଏନକାଉଣ୍ଟର, ସୁରକ୍ଷାକର୍ମୀ ଗୁଳିରେ ଜଣେ ନକ୍ସଲ ନିହତ

ମାଲକାନଗିରି: ମାଡ଼କାପଦର ଅଞ୍ଚଳରେ ଏନକାଉଣ୍ଟରେ । ଏସଓଜି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛି । ମୁଦୁଲିପଡ଼ା ଥାନା ମାଡ଼କାପଦର ପଞ୍ଚାୟତ ନୁନ୍‌ଖାରିରେ ହୋଇଛି ଏହି ଗୁଳି ବିନମୟ । ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଏସଓଜି…

ଫେବୃଆରୀ ୧ ରୁ ଏହିସବୁ କ୍ଷେତ୍ରରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଫେବୃଆରୀ ୧ ରୁ ଏଟିଏମ୍ ୱିଥ୍‌ଡ୍ରାଲ୍‌ ଏବଂ ଅନ୍ୟାନ୍ୟ ନିୟମରେ ଲୋକମାନେ କିଛି ପରିବର୍ତ୍ତନର ସମ୍ମୁଖୀନ ହେବେ। ଗ୍ୟାସ ସିଲିଣ୍ଡରର ମୂଲ୍ୟ: ତେଲ ମାର୍କେଟିଂ କମ୍ପାନୀଗୁଡିକ ସୋମବାର ଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିବେ ବୋଲି ଆଶା କରାଯାଉଛି। ଜାନୁଆରୀ ମାସରେ…

ଫେବୃଆରୀ ୨ରେ ସରକାର ଏବଂ କୃଷକଙ୍କ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ସିଙ୍ଘୁ ସୀମାରେ କୃଷକଙ୍କ ପ୍ରଦର୍ଶନ କେନ୍ଦ୍ର ସରକାର ଆଣିଥିବା କୃଷି ନିୟମ ବିରୁଦ୍ଧରେ ୬୭ ତମ ଦିନରେ ପହଞ୍ଚିଛି। ସିଙ୍ଘୁ ସୀମାରେ (ଦିଲ୍ଲୀ-ହରିୟାଣା ସୀମା) ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ଏଥି ସହିତ, ଅବରୋଧ ହ୍ରାସ କରିବାକୁ ଫେବୃଆରୀ ୨ ରେ କୃଷକ ଏବଂ କେନ୍ଦ୍ର…