Latest Odisha News

BREAKING NEWS

ବେଆଇନ ନିର୍ମାଣ ମାମଲାକୁ ନେଇ ସୁପ୍ରିମ୍‌କୋର୍ଟ ଗଲେ ସୋନୁ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ବମ୍ବେ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କୁ ଘୁଞ୍ଚାଇ ଦେଇଛନ୍ତି ଯେଉଁଥିରେ ତାଙ୍କ ବିଲ୍ଡିଂରେ ବେଆଇନ ନିର୍ମାଣ ସମ୍ପର୍କରେ ବିଏମସି ନୋଟିସ ବିରୋଧରେ ତାଙ୍କୁ ରିଲିଫ ଦେବାକୁ ମନା କରି ଦେଇଛନ୍ତି। ସୋନୁ ସୁଦ ଏମଆରଟିପି ଆକ୍ଟ ଅନୁଯାୟୀ ଜାରି…

ଏୟାର ମାର୍ଶଲ ରାଜେଶ କୁମାର ହେବେ ନୂତନ ମୁଖ୍ୟ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର

ନୂଆଦିଲ୍ଲୀ: ଏୟାର ମାର୍ଶଲ ରାଜେଶ କୁମାର ରବିବାର ଅର୍ଥାତ୍‌ ଜାନୁଆରୀ ୩୧ରୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ନୂତନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ସେ ଏୟାର ମାର୍ଶଲ ଏନଏସ ଧିଲନ୍‌ଙ୍କ ସ୍ଥାନ ଗ୍ରହଣ କରିବେ। ଏୟାର ମାର୍ଶଲ ଏନଏସ ଧିଲନ୍‌ ରବିବାର ଦିନ…

ଟୁର୍ ଡି ଏକାମ୍ର: ସାଇକେଲ ଚାଳନା ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ଭୁବନେଶ୍ୱରରେ ମେଗା ସାଇକ୍ଲୋଥନ୍

ଭୁବନେଶ୍ୱର: ରାଜଧାନୀରେ ମେଗା ସାଇକ୍ଲୋଥନ୍ । ରାଜ୍ୟ ସରକାରଙ୍କ କ୍ରୀଡା ଓ ସଂସ୍କୃତି ବିଭାଗ ପକ୍ଷରୁ କରାଯାଇଛି ସାଇକ୍ଲୋଥନ ‘ଟୁର ଡି ଏକାମ୍ର’ । ସକାଳ ୭ଟାରେ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା ଏହି ସାଇକ୍ଲୋଥନ୍ । ସାମିଲ ହୋଇଥିଲେ ଶତାଧିକ ଯୁବକ ଯୁବତୀ । ଗୋଟିଏ ଦଳ କଳିଙ୍ଗ…

ଦେଶରୁ ୨୪ ଘଣ୍ଟାରେ ୧୩,୦୫୨ କରୋନା ପଜିଟିଭ୍, ୧୨୭ ମୃତ

ନୂଆଦିଲ୍ଲୀ: ଦେଶରେ ୧ କୋଟି ୭ ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ରହିଛନ୍ତି। ଗତ ୨୪ ଘଣ୍ଟାରେ ସାରା ଦେଶରୁ ନୂଆ ୧୩ ହଜାର ୦୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ସୁସ୍ଥ ହୋଇଛନ୍ତି ୧୩ ହଜାର ୯୬୫ ଆକ୍ରାନ୍ତ। ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧ କୋଟି ୦୭ ଲକ୍ଷ ୪୬…

ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗର ଆଜି ଉଦଯାପନ

ଭୁବନେଶ୍ୱର : କିଟ ସ୍ପୋର୍ଟ୍ସ ଗ୍ରାଉଣ୍ଡଠାରେ ଚାଲିଥିବା 'ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ' ଆଜି ଉଦଯାପନ ହେବ । ଆଜି ବିଜୟୀ ୮ଟି ଟିମ କ୍ୱାର୍ଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଖେଳିବେ । ଉଦଯାପନୀ ଉତ୍ସବରେ କ୍ରିକେଟର ଶିବସୁନ୍ଦର ଦାସ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ,…

ଗଞ୍ଜାମ ଜିଲ୍ଲାରେ କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ବାରହା ଫାଶରୁ ଉଦ୍ଧାର କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଜଣ ଗିରଫ । ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ପୋଲିସ ସହାୟତାରେ ଗତରାତିରେ ସମସ୍ତଙ୍କୁ ଗିରଫ କରାଯାଇଛି । ସେହିପରି ଫାଶରେ ଲାଗିଥିବା ଗୋଟିଏ…

ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ ଅନୁଭୂତ, ଜାଣନ୍ତୁ ତୀବ୍ରତା କେତେ

ମୁମ୍ବାଇ: ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରାଜ୍ୟର ହିଙ୍ଗୋଳି ଅଞ୍ଚଳରେ ଭୂକମ୍ପର କେନ୍ଦ୍ର ରହିଥିବା ବେଳେ ରିକ୍ଟର୍ ସ୍କେଲରେ ତୀବ୍ରତା ୩.୨ ରହିଥିବା ରେକର୍ଡ଼ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ନ୍ୟାସନାଲ୍ ସେଣ୍ଟର ଅଫ୍ ସିସମୋଲୋଜି। ବିଭାଗର ସୂଚନାନୁଯାୟୀ, ବିଳମ୍ବିତ…

କୋଭିଶିଲ୍ଡକୁ ନେଇ ଏଭଳି ରାୟ ଦେଲେ କୋର୍ଟ

ପୁଣେ: ପୁଣେର ଏକ ସ୍ଥାନୀୟ କୋର୍ଟଙ୍କ ପକ୍ଷରୁ କରୋନା ଟିକା ନିର୍ମାଣକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଆଶ୍ୱସ୍ତି ମିଳିଛି। କମ୍ପାନୀ ଦ୍ୱାରା କୋଭିଶିଲ୍ଡର ନାମ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଏନେଇ କମ୍ପାନୀ…

୨୦୨୧ରେ ପ୍ରଥମ ମନ୍ କି ବାତ୍: କୃଷକ ଆନ୍ଦୋଳନ ଭିତରେ ମୋଦି କହିବେ ମନର କଥା

ନୂଆଦିଲ୍ଲୀ: ଆଜି ମନର କଥା କହିବେ ମୋଦି । ମନ୍ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ହେଉଛି ୨୦୨୧ର ପ୍ରଥମ ମନ୍ କି ବାତ୍ । ଗୋଟିଏ ପଟେ କୃଷକଙ୍କ ଆନ୍ଦୋଳନ ଅନ୍ୟପଟେ ବଜେଟ୍ ଅଧିବେଶନ । ଏଭଳି ସମୟରେ ମନ୍ ବି ବାତରେ ପ୍ରଧାନମନ୍ତ୍ରୀ…

ପାଠପଢିବା ପାଇଁ ଗାଳି କରିବାରୁ ନବାଳିକାର ଆତ୍ମହତ୍ୟା !

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଥାନା ରାମନଗରପଡ଼ା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ପାଠ ପଢା ପାଇଁ ଗାଳି କରିବାରୁ ନାବାଳିକାଙ୍କ ଆତ୍ମହତ୍ୟା ସନ୍ଦେହ। ବନ୍ଦ ଘରୁ ଉଦ୍ଧାର ହୋଇଛି ଝୁଲନ୍ତା ଶବ। ମିଳିଥିବା ସୂଚନାନୁଯାୟୀ,କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଥାନା…