Latest Odisha News

BREAKING NEWS

ମାଲକାନଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ମାଲକାନଗିରିର ପୂର୍ବତନ ଜିଲ୍ଲାପାଲ ମନୀଷ ଅଗ୍ରଓ୍ୱାଲଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ…

ଭାରତୀୟ ସେନାକୁ ମିଳିଲା ୬ ହଜାର ନୂଆ ଲାଇଟ୍ ମେସିନ୍ ଗନ

ନୂଆଦିଲ୍ଲୀ: ସେନାକୁ ମିଳିଲା ଅତ୍ୟାଧୁନିକ ଇସ୍ରାଏଲି ଲାଇଟ୍ ମେସିନ୍ ଗନ । ପ୍ରଥମ ପର୍ଯ୍ୟାୟରେ ୬ ହଜାର ଇସ୍ରାଏଲି ଲାଇଟ୍ ମେସିନ୍ ଗନ୍ ଆସିଛି । ଗତବର୍ଷ ଫାଷ୍ଟ ଟ୍ରାକ୍ ପ୍ରକ୍ରିୟାରେ ୧୬ ହଜାର ଇସ୍ରାଏଲି ଲାଇଟ୍ ମେସିନ୍ ଗନ ପାଇଁ ସରକାର ଅର୍ଡର ଦେଇଥିଲେ । ୬ ହଜାର ଗନ ଆସିଥିବା ବେଳେ ବଳକା…

ପୂର୍ବତନ ରାଜସ୍ୱ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପୁରୀ: ଭିଜିଲାନ୍ସ ଜାଲରେ ପୂର୍ବତନ ରାଜସ୍ୱ ନିରୀକ୍ଷକ(RI) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ତହସିଲର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଚଢାଉ । ପୁରୀ ଅଫିସ୍ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । ପୁରୀ ଫ୍ରେଣ୍ଡସ୍ କ୍ଲବ ଗଳିରେ ଥିବା ୨ଟି…

ଓଲଟିଲା ଯାତ୍ରୀବାହୀ ବସ୍, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ

ବୌଦ୍ଧ: ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି । ଅନ୍ୟ ୩୫ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ । ବୌଦ୍ଧ ଜିଲା ମନମୁଣ୍ଡା ଥାନା ୫୭ ନମ୍ବର ଜାତୀୟ ରାଜପଥ ମସିଣାପଡାରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ଡଲଫିନ୍…

ସରକାରଙ୍କ ବିରୋଧରେ ଅନଶନ କରିବେ ଆନ୍ନା ହଜାରେ, ମନାଇବାକୁ ଗଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: କୃଷକ ଆନ୍ଦୋଳନ ଚାଲିଥିବା ବେଳେ ସମାଜସେବୀ ଆନ୍ନା ହଜାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜାନୁଆରୀ ୩୦ରୁ ଆମରଣ ଅନଶନ ଆରମ୍ଭ କରିବାକୁ ଯାଉଛନ୍ତି । ସ୍ୱାମୀନାଥନ ଆୟୋଗଙ୍କ ସୁପାରିସକୁ ଲାଗୁ କରିବା ଲାଗି ଆନ୍ନା ହଜାରେ ୨୦୧୮ରୁ କେନ୍ଦ୍ର ସରକାରଙ୍କୁ ଦାବି କରି ଆସୁଛନ୍ତି । ସରକାର…

ଗଞ୍ଜାମ ଜିଲ୍ଲାରେ ବାରହା ଫାଶରେ ପଡ଼ିଥିବା ବାଘର ମୃତ୍ୟୁ

ଗଞ୍ଜାମ: ବାରହା ଫାଶରେ ପଡ଼ିଥିବା ବାଘର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳରେ ବାରହା ଫାଶରେ ପଡ଼ିଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଗତକାଲି ତାକୁ ନଗୁଡୁ ବଡପଥର ନିକଟରୁ ଉଦ୍ଧାର କରିଥିଲେ ବନ ବିଭାଗ ଟିମ୍ । ପରେ ସନ୍ଧ୍ୟାରେ ବାଘଟି ମରି ଯାଇଥିବା ଦକ୍ଷିଣ ଘୁମୁସର ବନଖଣ୍ଡ…

ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ଏଥର ହୁଲୁସ୍ତୁଲ ହେବ ଗୃହ

ନୂଆଦିଲ୍ଲୀ: ଆଜିଠୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । କରୋନା ଯୋଗୁ ଦେଶର ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେଉଛି । ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଚଳିତ ବଜେଟରେ ସରକାର କଣ ଘୋଷଣା କରିବା ତାଉପରେ ସମସ୍ତଙ୍କ ନଜର ରହିଛି । ରାଷ୍ଟ୍ରପତି…

ଏସସିବି ମେଡିକାଲ ପ୍ଲାଜମା ବ୍ୟାଙ୍କ ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: କରୋନା ବିରୋଧରେ ରାଜ୍ୟରେ ଲଢ଼େଇ ଜାରି ରହିଛି । ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦେଇ ଚିକିତ୍ସା କରାଯାଉଛି । ୨୦୨୦ ଜୁଲାଇ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲରେ ପ୍ଲାଜମା ବ୍ୟାଙ୍କକୁ ଅନଲାଇନରେ ଶୁଭାରମ୍ଭ କରିଥିଲେ । ଏସସିବି ପ୍ଲାଜମା ବ୍ୟାଙ୍କ…

ଭିତରକନିକାରେ ପୁଣି ଆରମ୍ଭ ହେଲା ଡ଼ଲଫିନ ଗଣନା

ପଟ୍ଟାମୁଣ୍ଡେଇ: ଭିତରକନିକା ରେ ପୁଣି ଥରେ ଆରମ୍ଭ ହୋଇଛି ଡ଼ଲଫିନ ଗଣନା। ଆଜି ସଖାଳ ୭ ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି। ସୂଚନାନୁସାରେ, ବନବିଭାଗର ୯ ଟିମରେ ୪୫ ଜଣ ସଦସ୍ୟ ଗଣନାରେ ନିୟୋଜିତ ହୋଇଛନ୍ତି । ଦେବି ମୁହାଣ ରୁ ଧାମରା…

ଆଜି ମୁଜାଫରନଗରରେ ଚାଷୀଙ୍କ ମହାପଞ୍ଚାୟତ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲିକୁ ନେଇ ହିଂସା ପରେ ଦିଲ୍ଲୀ ସୀମାରେ ପୋଲିସ ସକ୍ରିୟ ହୋଇଛି । ଗୁରୁବାର ଗାଜିପୁର ବର୍ଡରରେ ଆହୁରି ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟପଟେ ରାକେଶ ଟିକାୟତଙ୍କ ସମର୍ଥକ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧର କରି ରାସ୍ତା ଜାମ କରିଛନ୍ତି । ଟିକାୟତଙ୍କୁ…