Latest Odisha News

BREAKING NEWS

CRPF କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ମୃତ, ୨ ଗୁରୁତର

ରାୟପୁର: ସିଆରପିଏଫ୍ ଯବାନଙ୍କ ଉନ୍ମତ୍ତକାଣ୍ଡ । ସିଆରପିଏଫ୍ କ୍ୟାମ୍ପରେ ବଚସାରୁ ପରସ୍ପର ଉପରେ ଚଳାଇଲେ ଗୁଳି । ଜଣେ ଯବାନ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ହୋଇଛନ୍ତି ଦୁଇ ଜଣ ଯବନା । ଛତିଶଗଡ଼ ବସ୍ତର ଜିଲ୍ଲାରେ ଥିବା ସିଆରପିଏଫ୍ କ୍ୟାମ୍ପ ୧୪୧ ବାଟାଲିୟନରେ ଏହି ଘଟଣା ଘଟିଛି । ଦୁଇ…

ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ : ଭାରରେ ବୁହାହେଲେ ଗର୍ଭବତୀ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୃଶ୍ୟ । ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳା ଭାରରେ ବୁହା ହୋଇ ପହଞ୍ଚିଛନ୍ତି ମେଡିକାଲରେ । ସୂଚନାଅନୁସାରେ, କାଶୀପୁର ବ୍ଲକ୍ ସିରିପିଇ ପଞ୍ଚାୟତ ଅନ୍ତର୍ଗତ ବଣ୍ଡାଦୋରା ଗାଁର ଲକ୍ଷ୍ମୀ…

ଲାଞ୍ଚ ନେବା ବେଳେ ମେଡିକାଲ ଅଫିସରଙ୍କୁ ଧରିଲା ଭିଜିଲାନ୍ସ

ସୁନ୍ଦରଗଡ଼: ଲାଞ୍ଚ ନେଉଥିଲେ ମେଡିକାଲ୍ ଅଫିସର । ରେଡ୍ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ହେମଗିରି ସିଏସିର ମେଡିକାଲ୍ ଅଫିସର ଇନଚାର୍ଜ ଡାକ୍ତର ଶ୍ରଦ୍ଧାକର ଗଡତିଆ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ହେମଗିରି ହସ୍ପିଟାଲର ଜଣେ ମହିଳା…

ଭାରତ ସହ ଏକ ଦୃଢ ଦ୍ୱିପାକ୍ଷିକ ସମ୍ପର୍କ ରଖିବାକୁ ପ୍ରତିଶ୍ରୁତିବଦ୍ଧ ଆମେରିକା; ବାଇଡେନ୍‌ ପ୍ରଶାସନ

ନୂଆଦିଲ୍ଲୀ: ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ପ୍ରଥମ ଥର କଥା ହେବାର ଗୋଟିଏ ଦିନ ପରେ ବାଇଡେନ ପ୍ରଶାସନ ଭାରତ ସହ ଏକ ଦୃଢ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ପ୍ରତିଶ୍ରୁତିବଦ୍ଧ ରହିବ ବୋଲି ପେଣ୍ଟାଗନ୍ କହିଛି। ଗୁରୁବାର ଏଠାରେ ଏକ…

ଓଡ଼ିଶା ପାଇଁ JSPLର ଭିଜନ୍ -୨୦୩୦, ଅନୁଗୁଳରେ ପ୍ରତିଷ୍ଠା ହେବ ବିଶ୍ବର ସର୍ବବୃହତ୍ତ ଇସ୍ପାତ କାରଖାନା 

ଅନୁଗୁଳ : ଅନୁଗୁଳରେ ବିଶ୍ବର ସର୍ବବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ JSPL ।  ଏନେଇ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ ପାୱାର୍ ଲିଃର ଅଧ୍ୟକ୍ଷ ନବୀନ ଜିନ୍ଦଲ କମ୍ପାନୀର ଭିଜନ୍ ୨୦୩୦ ଉପସ୍ଥାପନ କରିଛନ୍ତି ।  ଓଡ଼ିଶାକୁ ୧୦୦ ନିୟୁତ ଟନ୍ ଇସ୍ପାତ ନିର୍ମାଣ ହବ୍ ଭାବରେ ପ୍ରତିଷ୍ଠା କରିବା…

ନୋଭାଭାକ୍ସ ଟିକା ଉପରେ ଭାରତୀୟ ପରୀକ୍ଷଣକୁ ନେଇ ଖୁବ୍‌ ଶୀଘ୍ର ନିଆଯିବ ନିଷ୍ପତ୍ତି; ଆଦର ପୁନାୱାଲା

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ନୋଭାଭାକ୍ସ କୋଭିଡ୍-୧୯ ଟିକା ଉପରେ ଏକ ଛୋଟ ଘରୋଇ ପରୀକ୍ଷା କରିବାକୁ ଆବେଦନ କରିଛି। ଯାହାକି ବ୍ରିଟେନର ଏକ ପରୀକ୍ଷଣରେ ୮୯.୩ ପ୍ରତିଶତ ପ୍ରଭାବଶାଳୀ ବୋଲି…

ରାଜ୍ୟର ୨୦ ଜିଲ୍ଲାରୁ ଆଜି ୭୦ କରୋନା ପଜିଟିଭ୍, ନୂଆପଡ଼ାରୁ ସର୍ବାଧିକ ୧୧

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୦ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି । ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୧୧…

ଜୋକ୍‌କୁ ସତ ବୋଲି ଭାବନ୍ତୁନି :କୁନାଲ କାମ୍‌ରା

ନୂଆଦିଲ୍ଲୀ: ଟ୍ୱିଟ୍ ପାଇଁ ଅଡୁଆରେ ପଡିିଥିବା ଷ୍ଟାଣ୍ଡ ଅପ୍ କମେଡିଆନ କୁନାଲ କାମ୍‌ରା କହିଛନ୍ତି, ଜୋକ୍‌କୁ ସତ ବୋଲି ଭାବନ୍ତୁ ନାହିଁ । ଆଉ ଜୋକ୍ ପାଇଁ କୋର୍ଟରେ ଡିଫେନ୍‌ସ ମଧ୍ୟ ଦରକାର ନାହିଁ ବୋଲି ସେ କହିଛନ୍ତି । ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁ୍‌ପ୍ରିମକୋର୍ଟ ତୁରନ୍ତ ଜାମିନ ଦେବା…

କ୍ଷମା ମାଗିବାକୁ ମନା କଲେ ହାସ୍ୟ ଅଭିନେତା କୁନାଲ କାମ୍ରା

ନୂଆଦିଲ୍ଲୀ: ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା କୁନାଲ କାମ୍ରା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଯଦି ଶକ୍ତିଶାଳୀ ବ୍ୟକ୍ତି ଏବଂ ଅନୁଷ୍ଠାନଗୁଡ଼ିକ ତାଗିଦ କିମ୍ବା ସମାଲୋଚନାକୁ ସହ୍ୟ କରିବାରେ ଅସମର୍ଥତା ପ୍ରଦର୍ଶନ କରନ୍ତି। ସେ ସୁପ୍ରିମକୋର୍ଟଙ୍କ ବିରୋଧରେ ଟୁଇଟ୍‌ କରିବା ଅଭିଯୋଗକୁ ନେଇ…

ସଂସଦର ବଜେଟ୍ ଅଧିବେଶନ ଆରମ୍ଭ, ରାଷ୍ଟ୍ରପତିଙ୍କ ଅଭିଭାଷଣର ମୁଖ୍ୟାଂଶ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ସଂସଦର ଉଭୟ ଗୃହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି, ମହାମାରୀ ବିରୋଧରେ ଏହି ସଂଗ୍ରାମରେ ଆମେ ଅନେକ ଦେଶବାସୀଙ୍କୁ ଅକାଳରେ ହରାଇଛୁ । ଏହି ଅବସରରେ ପୂର୍ବତନ…