ରାଜନଗରରେ ଭୟାବହ ଅଗ୍ନିକାଣ୍ଡ; ବାପା-ମାଙ୍କ ଆଗରେ ଜଳିଗଲା କୁନି ଝିଅ
ରାଜନଗର: ରାଜନଗର ଓକିଲ ପାଳ ଗାଁରେ ଅଘଟଣ। ବାପା- ମାଆଙ୍କ ଆଖି ଆଗରେ ଜଳିଗଲା ୩ ବର୍ଷର ଝିଅ । ପଲାରେ ଶୋଇଥିବା ବେଳେ ନିଆଁ ଲାଗିଥିବା ସନ୍ଦେହ ।
ଏହି ଅଗ୍ନିକାଣ୍ଡରେ ବାପା- ମା ସମେତ ୧୨ ବର୍ଷର ଝିଅ ଗୁରୁତର ହୋଇଛନ୍ତି। ଏମାନଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି…