ଟିକା ନେଲେ ୟୁଏନ୍ ମହାସଚିବ ଆଣ୍ଟୋନିଓ ଗୁଟେରସ୍
ନ୍ୟୁୟର୍କ: ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କରୋନା ଟିକା ଗ୍ରହଣ କରିଛନ୍ତି। ଏହି ସମୟରେ ସେ ଯଥାଶୀଘ୍ର ଟିକାକରଣ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ। ଏହି ଟିକା ସମସ୍ତଙ୍କ ପାଇଁ, ସବୁ ସ୍ଥାନରେ ଉପଲବ୍ଧ ଅଛି କି ନାହିଁ ତାହା ନିଶ୍ଚିତ କରିବାକୁ ଦେଶମାନଙ୍କୁ…