Latest Odisha News

BREAKING NEWS

ବନ୍ୟା ସ୍ଥିତିର ମୁକାବିଲା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟର ୭ ଜିଲ୍ଲାରେ ବନ୍ୟା ସ୍ଥିତିର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ସୂଚନାନୁଯାୟୀ, ପ୍ରିନ୍ସିପାଲ୍ ସେକ୍ରେଟାରୀ (ଇଣ୍ଡଷ୍ଟ୍ରୀ) ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଏବଂ…

ରାଜ୍ୟରେ ଆଉ ୧୪ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୪ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୪୭୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୨, ବରଗଡରୁ ୧, ଭୁବନେଶ୍ୱରରୁ ୨, କଟକରୁ ୨, ଜଗତସିଂହପୁରରୁ ୨,…

ଓଡିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୩୦ ଜିଲ୍ଲାରୁ ୩୨୫୨ ରୋଗୀ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଶନିବାର ଦିନ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୨୫୨ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୂଚନାନୁଯାୟୀ ସମ୍ପୃକ୍ତ ପଜିଟିଭଙ୍କ ମଧ୍ୟରୁ ୧୯୮୭…

ଦେଶରେ ୩୪ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମୋଟ୍ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୩ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୬୨ ହଜାର ୫୫୦ ଜଣ…

ରାଜ୍ୟରେ JEE ମେନ୍ ଓ NEET ହେବାକୁ ଥିବା ସହରରେ ଲକଡାଉନ୍ ଓ ସଟଡାଉନ୍ ମନା

ଭୁବନେଶ୍ୱର: JEE ମେନ୍ ଓ NEET ସୁପରିଚାଳନା ନେଇ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଗତକାଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଯିବା-ଆସିବା ଓ ରହଣୀ ବ୍ୟବସ୍ଥା କରିବାକୁ କହିଥିଲେ ସରକାର । ତେଣୁ ପରୀକ୍ଷା ଦେବାକୁ ଥିବା ସହରରେ ଲକଡାଉନ୍ ଓ ସଟଡାଉନ୍ ଲାଗୁ କରାଯିବା ନାହିଁ । ଏହି ସୂଚନା…

ସେନା ଏନକାଉଣ୍ଟରରେ ୭ ଆତଙ୍କବାଦୀ ନିହତ!

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ମୁତୟନ ଭାରତୀୟ ସେନାକୁ ଆତଙ୍କବାଦୀଙ୍କ ବିରୋଧରେ ସଫଳତା ମିଳିଛି । ଏପରିକି ଗତ ୨୪ ଘଣ୍ଟାରେ ପୁଲୱାମା ଓ ସୋପିଆନ୍‌ରେ ହୋଇଥିବା ଏନକାଉଣ୍ଟରରେ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀର ଜୋନ୍ ପୋଲିସର ସୂଚନାନୁଯାୟୀ ଦକ୍ଷିଣ କାଶ୍ମୀର ସ୍ଥିତ ପୁଲୱାମା…

ହ୍ଵାଟସଆପ୍ସରେ କେବଳ ଚାଟିଂ ନୁହେଁ, ମ୍ୟୁଚୁଆଲ୍ ଫଣ୍ଡ ମଧ୍ୟ କିଣିପାରିବେ, ଆକ୍ସିସ୍ ଏଏମସି ଆରମ୍ଭ କଲା ଏହି ସେବା

ନୂଆଦିଲ୍ଲୀ: ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରିବାକୁ ଚାହାଁନ୍ତି, ଆଉ ପାଖରେ ସ୍ମାର୍ଟଫୋନ ଅଛି, ତେବେ ଆପଣଙ୍କର ଅସୁବିଧା ସହଜ ହୋଇଯାଇଛି | ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ ହ୍ଵାଟସଆପ୍ସ ରେ ଚାଟିଂ କରିବା ସହଜ ହୋଇଛି। ଆକ୍ସିସ୍ ଏମ୍ସି (ଆକ୍ସିସ୍ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ)…

ରିୟା ଚକ୍ରବର୍ତ୍ତୀଙ୍କୁ ସାଢ଼େ ୧୦ ଘଣ୍ଟା ଘାଣ୍ଟିଲା ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମାରାଥନ୍ ଜେରା କରିଛି ସିବିଆଇ । ଗତକାଲି ପ୍ରଥମ ଦିନରେ ସାଢ଼େ ୧୦ ଘଣ୍ଟା ଧରି ଜେରା ହୋଇଥିଲା । ରାତି ୯ଟା ବେଳେ ମୁମ୍ବାଇ ସ୍ଥିତ ଡିଆରଡିଓ ଗେଷ୍ଟ ହାଉସରୁ ବାହାରିଥିଲେ ରିୟା ଚକ୍ରବର୍ତ୍ତୀ ।…

ହୀରାକୁଦ ଡ୍ୟାମର ୪୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ୪୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହା ମଧ୍ୟକୁ ସେକେଣ୍ଡ ପିଛା ୮ ଲକ୍ଷ ୫୩ ହଜାର ୨୯ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୬ ଲକ୍ଷ ୯୪ ହଜାର…

ବନ୍ୟାରେ ୧୦ ଜିଲ୍ଲାର ୩୯ଟି ବ୍ଲକ ପ୍ରଭାବିତ, ପାଣି ଘେରରେ ୫୫୧ଟି ଗାଁ

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟର ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ, କଟକ, ଯାଜପୁର, ଢେଙ୍କାନାଳ, ନୂଆପଡ଼ା, ଦେବଗଡ଼ ଓ ସୋନପୁର । କ୍ଷତିଗ୍ରସ୍ତ ହୋଇଛି ୩୯ଟି ବ୍ଲକର ୯୯୭ଟି ଗାଁ । ବର୍ଷା…