Latest Odisha News

ହୀରାକୁଦ ଡ୍ୟାମର ୪୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ୪୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

BjdElectrycity

ମିଳିଥିବା ସୂଚନାନୁଯାୟୀ ଏହା ମଧ୍ୟକୁ ସେକେଣ୍ଡ ପିଛା ୮ ଲକ୍ଷ ୫୩ ହଜାର ୨୯ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୬ ଲକ୍ଷ ୯୪ ହଜାର ୨୦୦ ଘନଫୁଟ ଜଳ ନିଷ୍କାସିତ ହେଉଛି ।

ତେବେ ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏହାର ଜଳ ପତ୍ତନ ୬୨୬.୨୭ ଫୁଟକୁ ଛୁଇଁଛି ।

Leave A Reply

Your email address will not be published.