ୟୁଜିସି ପରୀକ୍ଷା ନେଇ କ’ଣ କହିଲେ ସୁପ୍ରିମକୋର୍ଟ, ଜାଣନ୍ତୁ
ନୂଆଦିଲ୍ଲୀ: ଗତ ଜୁଲାଇ ୬ରେ ୟୁଜିସି ଜାରି କରିଥିବା ସର୍କୁଲାରକୁ ସମର୍ଥନ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁଥିରେ ସେପ୍ଟେମ୍ବର ୩୦ ସୁଦ୍ଧା ୟୁଜି/ପିଜି ଶେଷ ବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ଅବସରରେ ଜଷ୍ଟିସ୍ ଅଶୋକ ଭୂଷଣ, ଆର୍ ସୁଭାଷ ରେଡ୍ଡୀ ଏବଂ ଏମଆର…