Latest Odisha News

BREAKING NEWS

ଜେଇଇ-ନିଟ୍ ପରୀକ୍ଷାକୁ ନେଇ ପ୍ରତିବାଦ, ପୋଲିସର ଲାଠି ଚାର୍ଜ

ଲକ୍ଷ୍ନୌ: ମହାମାରୀ କରୋନା ଭିତରେ ଆସନ୍ତା ସେପ୍ଟେମ୍ବରରେ ଆୟୋଜିତ ହେବ ଜେଇଇ ଓ ନିଟ୍ ପରୀକ୍ଷା । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହାକୁ ବିରୋଧ କରି ଆଜି ଶତାଧିକ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜଭବନ ଆଗରେ ସମାଜବାଦୀ କର୍ମୀମାନେ ପ୍ରତିବାଦ କରିଛନ୍ତି । ଏହି…

ଲ୍ୟାଣ୍ଡଫଲ କଲା ସାମୁଦ୍ରିକ ଝଡ ଲୌରା: ଆମେରିକାରେ ବ୍ୟାପକ କ୍ଷୟକ୍ଷତି, ୨୪୦ କିଲୋମିଟର ବେଗରେ ପବନ ବହିଲା

ୱାଶିଂଟନ: ଆମେରିକାରେ ସାମୁଦ୍ରିକ ଝଡ ଲୌରା ତାର ତାଣ୍ଡବ ରୂପ ଦେଖାଇଛି । ଏହା ଲୁସିଆନାରେ ଲ୍ୟାଣ୍ଡଫଲ କରିବା ପରେ ୨୪୦ କିଲୋମିଟର ପ୍ରତି ଘଂଟାରେ ପବନ ବହିଥିଲା । ଲୁସିଆନା, ଟେକ୍ସାସରେ  କାଟେଗୋରୀ ୪ ର ସାମୁଦ୍ରିକ ଝଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହା  ।  ୧୮୫୬ ମସିହା ପରର ଏହା…

କରୋନା ପାଇଁ ଏବର୍ଷ କମିଛି ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ଦେଶରେ ଜିଏସ୍‌ଟି ଆଦାୟ କମିଛି । ଚଳିତ ବର୍ଷ ଜିଏସ୍‌ଟି ସଂଗ୍ରହ ୨.୩୫ ଲକ୍ଷ କୋଟି ଟଙ୍କା କମ୍ ରହିଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ୪୧ତମ ଜିଏସ୍‌ଟି ବୈଠକ ବସିଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୫୧୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୪୦୯ ଜଣଙ୍କ ମଧ୍ୟରୁ ୪୩୫ ଜଣ ଖୋର୍ଦ୍ଧା, ୨୭୭ ଜଣ ଗଞ୍ଜାମରୁ, ୨୨୫ ଜଣ କଟକରୁ, ୨୧୮ ଜଣ ପୁରୀରୁ, ୧୮୨…

‘ସରି ବାବୁ’କୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । କେତେବେଳେ ତାଙ୍କର ସୁଶାନ୍ତଙ୍କ ସହ ସମ୍ପର୍କୁ ନେଇ ପ୍ରଶ୍ନ ଉଠୁଛି ତ କେତେବେଳେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସଂପୃକ୍ତିକୁ ନେଇ । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଶେଷ ଦର୍ଶନ…

ଅକ୍ଟୋବରରେ ନୂଆ ଏୟାର ଡିଫେନ୍ସ କମାଣ୍ଡର ଘୋଷଣା କରିପାରେ ପ୍ରତିରକ୍ଷା ମନ୍ତ୍ରଣାଳୟ !

ନୂଆଦିଲ୍ଲୀ: ଚୀନ୍ ଓ ଭାରତ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଭିତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଡିପାର୍ଟମେଣ୍ଟ ଅଫ୍ ମିଲିଟ୍ରି ଅଫାୟର୍ସ ପକ୍ଷରୁ ସଶସ୍ତ୍ର ବଳକୁ ପୁନର୍ଗଠନ କରିବା ପ୍ରକିୟା ଜୋରଦାର୍ ଆରମ୍ଭ ହୋଇଛି । ଯେଉଁଥିପାଇଁ ପ୍ରୟାଗରାଜରେ…

ସୁଶାନ୍ତ କେସ୍‌: ସିବିଆଇ ନିକଟରେ ୨ଟି ପ୍ରଶ୍ନର ଉତ୍ତର ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ କେସରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି । ତେବେ ୨ଟି ପ୍ରଶ୍ନର ଉତର ସିବିଆଇ ପାଉ ନ ଥିବାରୁ ତଦନ୍ତ ଆଗକୁ ବଢ଼ି ପାରୁ ନାହିଁ । ଏହି ରହସ୍ୟ ଉଜାଗର କରିବା ସିବିଆଇ ପାଇଁ ଜରୁରୀ ହୋଇ ପଡିଛି । ଆସନ୍ତୁ ଜାଣିବା ସେ ୨ଟି ପ୍ରଶ୍ନ କଣ ? ୧. ସୁଶାନ୍ତଙ୍କୁ…

ରିୟାଙ୍କ ଇଣ୍ଟରଭ୍ୟୁକୁ ନେଇ ଚର୍ଚ୍ଚା; ଭଉଣୀ କହିଲେ ଏହା ସୁଶାନ୍ତଙ୍କ ପାଇଁ ଅପମାନ!

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଏଭଳି ସମୟରେ ଏକ ଘରୋଇ ଟିଭି ଚାନେଲ୍ ରିୟାଙ୍କ ଇଣ୍ଟରଭ୍ୟୁ ନେବା ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ପରିବାର ଲୋକେ । ଏସମ୍ପର୍କରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ଟ୍ୱିଟରେ ଉଲ୍ଲେଖ…

କଟକର ଉଦୟୀମାନ ବିଟ୍‌ବକ୍ସର୍ ଅର୍ଚ୍ଚିତ ପଣ୍ଡା !

କଟକ: ବିଟ୍‌ବକ୍ସିଂ । ଫିଜିକାଲ ନୁହେଁ ବରଂ ଭଏସ୍ ବକ୍ସିଂ । କୌଣସି ବାଦ୍ୟଯନ୍ତ୍ରର ସହାୟତା ନ ନେଇ କେବଳ କଣ୍ଠ ଜରିଆରେ ବିଭିନ୍ନ ବାଦ୍ୟଯନ୍ତ୍ରର ଅବିକଳ ନକଲ କରି ସ୍ୱର ବାହାର କରିବାକୁ ବିଟ୍‌ବକ୍ସିଂ କୁହାଯାଇଥାଏ । ବିଦେଶରେ ଲୋକପ୍ରିୟ ହୋଇଥିବା ଏହି କଳାକୁ ଏବେ ଭାରତୀୟ ବି ପସନ୍ଦ କଲେଣି…

କେତେ ସତ କେତେ ମିଛ, ଗାଁ ଦାଣ୍ଡରେ ବୁଲିଲା କୁମ୍ଭୀର

ଭଦ୍ରକ: ଯାଜପୁର ଦତ୍ତପୁର ଗାଁରେ ଆଜି କୁମ୍ଭୀର ବୁଲୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ତେବେ ଏହି ଭିଡିଓଟି ଆଜିର ନୁହେଁ । ଏହା ପୁରୁଣା ଓ ଦତ୍ତପୁର ଗାଁର ନୁହେଁ । ଏହି ଭିଡିଓ ଅନ୍ୟ ରଜ୍ୟର ବୋଲି ଯାଜପୁର ରୋଡ୍ ରେଂଜର…