Latest Odisha News

BREAKING NEWS

ବନ୍ଧାହେଲେ ଠକ ସାମ୍ବାଦିକ

ପୁରୀ: ୱେବ ଚ୍ୟାନେଲ ଖୋଲି ଜଣେ ସାମ୍ବାଦିକ ଲୋକଙ୍କୁ ବ୍ଲାକମେଲ କରୁଥିବାର ଅଭିଯୋଗ । ଏପରି ଠକ ସାମ୍ବାଦିକକୁ ଖଣ୍ଡଗିରି ପୋଲିସ ଆଜି ପୁରୀରୁ ଗିରଫ କରିଛି । ତା ନାଁ ସୌମ୍ୟରଂଜନ ସାମନ୍ତରାୟ । ସେ ଦୁର୍ନୀତି ଲାଇଭ ନାମରେ ଏକ ୱେବ ଚ୍ୟାନେଲ କରି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା…

ଘୋଷଣା ହେଲା ରାଜମୌଲୀଙ୍କ ବହୁ ପ୍ରତିକ୍ଷୀତ ଆରଆରଆରର ରିଲିଜ ତାରିଖ

ମୁମ୍ବାଇ: ଏସଏସ ରାଜମୌଲୀ ନିର୍ଦ୍ଦେଶିତ ବହୁ ପ୍ରତିକ୍ଷିତ ଫିଲ୍ମ ଆରଆରଆରର ରିଲିଜ ତାରିଖ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଯାହାକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ଏହି ଅବସରରେ ଫିଲ୍ମର ନୂତନ ପୋଷ୍ଟର ମଧ୍ୟ ରିଲିଜ ହୋଇଛି । ଦକ୍ଷିଣ ଭାରତର ସୁପରଷ୍ଟାର ରାମଚରଣ,…

୩୨ ବର୍ଷ ତଳର ବିଶ୍ୱରେକର୍ଡ ଭାଙ୍ଗିଲେ ଶଟପୁଟ ଥ୍ରୋୟର ରେୟାନ

ନ୍ୟୁୟର୍କ: ଆମେରିକାର ଅଲିମ୍ପିକ ଶଟପୁଟ ଚାମ୍ପିୟନ ରେୟାନ କ୍ରାଉସନ ୩୨ ବର୍ଷ ତଳର ପୁରୁଣା ଇଣ୍ଡୋର ବିଶ୍ୱରେକର୍ଡ ଭାଙ୍ଗି ଦେଇଛନ୍ତି । ଆମେରିକାନ ଟ୍ରାକ ଲିଗ ମିଟରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ରେୟାନ ୨୨.୮୨ ମିଟର ଦୂରତାକୁ ଶଟପୁଟ ଥ୍ରୋ କରିଥିଲେ । ପୂର୍ବରୁ ଏହି ରେକର୍ଡ…

ଦ‌େଶର‌େ କିଭଳି ଥିଲା ସ୍ବାଧୀନତା ପରର ବଜେଟ୍, ମ‌ୋଦି ସରକାର ସମୟର‌େ କ’ଣ ଆସିଛି ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ‌ ନିଜର ଐତିହାସିକ ନିଷ୍ପତ୍ତି ପାଇଁ ଚର୍ଚ୍ଚାର‌େ ରହିଥାନ୍ତି। ଖାଲି ଏତିକି ନୁହ‌େଁ ତାଙ୍କର ପ୍ରଖର ଦୃଷ୍ଟିକ‌ୋଣ ଦେଶର ସାଧାରଣ ବଜେଟ୍ ଉପର‌େ ମଧ୍ୟ ପ୍ରତିଫଳିତ ହ‌ୋଇଥାଏ। ଦେଶରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨…

ବିଜେପିକୁ ଟାର୍ଗେଟ କରି ମମତା ଦେଲେ ନୂଆ ସ୍ଲୋଗାନ: ହରେ କୃଷ୍ଣ ହରେ ରାମ, ବିଦା ହୁଅନ୍ତୁ ଭାଜପା-ବାମ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ପାଖଉଛି ସେତେ ମଜାଦାର କଥା ସାମ୍ନାକୁ ଆସୁଛି । ନେତା ଦଳ ବଦଳ ପରେ ଏବେ ଚାଲିଛି ସ୍ଲୋଗାନ ୱାର । ବିଜେପିର ଜୟ ଶ୍ରୀରାମ ସ୍ଲୋଗାନକୁ ଟାର୍ଗେଟ କରି ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ ଆଜି ହୁବଳୀରେ କହିଛନ୍ତି ହରେ କୃଷ୍ଣ ହରେ ରାମ, ବିଦା ହୁଅନ୍ତୁ…

ଗଳ୍ପ:ଆସ୍ତିକ

ମିକୁଲର ଜେଜେମା ଭାରି ଇଶ୍ଵର ବିଶ୍ୱାସୀ। ସବୁ କଥାକୁ ନେଇ ଠାକୁରଙ୍କ ପାଖରେ ଥୋଇବେ । ଭୋର ଚାରିଟାର ସକାଳ ପ୍ରଭାତୀରୁ ତାଙ୍କ ଦିନ ଆରମ୍ଭ ହେବ ଆଉ ରାତିର ପ୍ରାଥନାରେ ସରିବ। ବେଦ , ଉପନିଷଦ ଉପରେ ତାଙ୍କର ବହୁତ ଜ୍ଞାନ। ଏମିତିକି ସବୁ ପୁରାଣ ଓ ଭଗବତ ଗୀତା ତାଙ୍କ ଜିଭ ଅଗରେ। ପିଲାବେଳେ…

କନ୍ନଡ ଅଭିନେତ୍ରୀ ଜୟଶ୍ରୀ ରମୈୟାଙ୍କ ଆତ୍ମହତ୍ୟା

ବାଙ୍ଗାଲୋର: କନ୍ନଡର ଲୋକପ୍ରିୟ କଳାକାର ଜୟଶ୍ରୀ ରମୈୟା ବାଙ୍ଗାଲୋରରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କ ଶବତ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ପ୍ରାରମ୍ଭିକ ତଦନ୍ତରେ ଜୟଶ୍ରୀ ମାନସିକ ଅବସାଦଗ୍ରସ୍ତ ଥିଲେ ବୋଲି ଜଣାପଡିଛି । କନ୍ନଡ ବିଗ ବସରେ…

କବି କାଳୁ ଚରଣ ପ୍ରଧାନ ପାଇବେ ସାହିତ୍ଯ ଚର୍ଚ୍ଚା ପୁରସ୍କାର

ଯାଜପୁର: ଓଡ଼ିଶାର ଗାଁ ଗହଳିର ଲୁକ୍କାୟିତ ସାହିତ୍ୟ ପ୍ରତିଭାକୁ ଉତ୍ସାହିତ କରି ସେମାନଙ୍କୁ ଲୋକଲୋଚନକୁ ଆଣିବାପାଇଁ ଉଦ୍ଦିଷ୍ଟ 'ସାହିତ୍ୟ ଚର୍ଚ୍ଚା ସମ୍ମାନ' ଏ ବର୍ଷ ଗଂଜାମ ଜିଲ୍ଲା ଗୁଣ୍ଠପଡା ଗ୍ରାମର ଅନାଲୋଚିତ କବି  କାଳୁ ଚଳଣ ପ୍ରଧାନଙ୍କୁ ପ୍ରଦାନ କରାଯିବ । ସାହିତ୍ୟ ଚର୍ଚ୍ଚା…

ଜେଏସପିଏଲ ପକ୍ଷରୁ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିତ୍ସା ସେବାର ଶୁଭାରମ୍ଭ

ଅନୁଗୁଳ: ଭାରତର ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର (ଜେଏସପିଏଲ) ଅନୁଗୁଳ ସ୍ଥିତ ସମନ୍ଵିତ ଇସ୍ପାତ ପ୍ଳାଣ୍ଟ ପକ୍ଷରୁ ଟ୍ରକ ଚାଳକମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିତ୍ସା ସେବାର ଶୁଭାରମ୍ଭ କରାଯାଇଅଛି । ଏହାକୁ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ…

ଶିଶୁ ଓ ମହିଳାଙ୍କ ବିରୋଧରେ ଅପରାଧ ରୋକିବାକୁ ସ୍ବତନ୍ତ୍ର ଶାଖା, ୬୨ଟି ବିଭିନ୍ନ ପଦବୀକୁ ମଞ୍ଜୁରୀ

ଭୁବନେଶ୍ବର : ଶିଶୁ ଓ ମହିଳାଙ୍କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି । ଶିଶୁ ଓ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବାକୁ ସ୍ବତନ୍ତ୍ର ଶାଖା ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏହି ସ୍ବତନ୍ତ୍ର ଶାଖା ପାଇଁ ୬୨ଟି ବିଭିନ୍ନ ପଦବୀକୁ ସେ ମଞ୍ଜୁର…