Latest Odisha News

BREAKING NEWS

ଫେବ୍ରୁଆରୀ ୧୪ରୁ ରାଜ୍ୟରେ ଦିଆଯିବ ଦ୍ୱିତୀୟ ଡୋଜ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ ସଫଳତାର ସହ ଚାଲିଛି କୋଭିଡ୍ ଟିକାକରଣ । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯିବ । ଜାନୁଆରି ୧୬ ତାରିଖରେ ପ୍ରଥମ ଡୋଜ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଦ୍ୱିତୀୟ ଡୋଜ କାର୍ଯ୍ୟକ୍ରମ…

ହଳଦୀ ଗାଁରେ ପୁଣି ବୁଲୁଛି ବାଘ, ଲୋକେ ଆତଙ୍କିତ

ନୂଆପଡା ୨୫।୧: ନୂଆପଡା ହଳଦୀ ଗାଁରେ ପୁଣି ଦେଖାଦେଲା ବାଘ ଆତଙ୍କ । ଖରିଆର ରୋଡ୍ ରେଞ୍ଜ ହଳଦୀ ଗାଁ ଜଙ୍ଗଲ ସ୍ଥିତ ଶୀତଲା ମନ୍ଦିର ପାଖ ଚଟାଣ ଉପରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଫଳରେ ହଳଦୀ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।…

ଧାନ ଡୋଲି ତଳେ ଚାପି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦୁଝର: ଏମିତି ବି ଆସେ ମୃତ୍ୟୁ । ଶୋଇଥିବା ବେଳେ ଓଲଟି ପଡ଼ିଲା ଧାନ ଡୋଲି । ତଳେ ଚାପି ହୋଇଗଲେ ଦମ୍ପତି । ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ସ୍ୱୀମା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।…

କବିତା:ଏକାଦଶ ସ୍କନ୍ଧ

ଆଲୋକ ରଞ୍ଜନ ଷଡଙ୍ଗୀ ନଇକୂଳ ମନ୍ଦିରରେ ଦେବତାଙ୍କୁ ପୂଜିବାକୁ ଯଉ ଆତୁରତା ଟିକକ ଶିଖିଥିଲେ ସେତକ ଭୁଲି ଗଲା ପରେ ମନ୍ଦିର ଭିତରୁ ଶୁଭେ କାହାର ୟେ କାନ୍ଦକାନ୍ଦ ସ୍ବର, ବାପାଙ୍କର ନା ଇଶ୍ବରଙ୍କର..? କେହି ଜାଣନ୍ତିନି ,କେହି ବି ଜାଣନ୍ତିନି । ଆଜିକାଲି, ଅକ୍ଷର ଚିହ୍ନି ପାରୁ…

ଆଜି ରାଜ୍ୟରୁ ୧୩୦ କରୋନା ପଜିଟିଭ୍, ୬ ଜିଲ୍ଲାରେ ଶୂନ

ଭୁବନେଶ୍ୱର: ଟିକାକରଣ ଭିତରେ ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୩୦ ନୂଆ ଆକ୍ରାନ୍ତ । ୨୪ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୬ ଜଣ ଓ ଲୋକାଲ୍…

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସିନି ସୁଧାର, କିଡନୀ ସହ ଫୁସଫୁସରେ ବି ସଂକ୍ରମଣ

ନୂଆଦିଲ୍ଲୀ: ଆରଡେଜି ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟରେ ଏବେ ଯାଏ ସୁଧାର ଆସିନାହିଁ । ସୂତ୍ର ଅନୁସାରେ ଲାଲୁଙ୍କୁ ନିଶ୍ୱାସ ନେବାରେ ଏବେବି ଅସୁବିଧା ହେଉଛି । ରାଞ୍ଚି ରିମ୍ସରୁ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ ସେ ଏକାଧିକ…

LACରେ ପୁଣି ସଂଘର୍ଷ, ସିକ୍କିମ୍ ଦେଇ ଭାରତ ସୀମାରେ ଅନୁପ୍ରବେଶ କରୁଥିବା ୨୦ ଚୀନ ସୈନିକ ଆହତ

ଲଦାଖ: ଗୋଟିଏ ପଟେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ମଧ୍ୟରେ ଗତକାଲି ନବମ ପର୍ଯ୍ୟାୟ କୋରକମାଣ୍ଡର ସ୍ତରୀୟ ବୈଠକ ବସିଥିଲା । ୧୫ ଘଣ୍ଟା ଧରି ଲଦାଖ ସୀମାରେ ଉତ୍ତେଜନା ହ୍ରାସ ନେଇ ଆଲୋଚନା ହୋଇଥିଲା ।  ପୂର୍ବ ଲଦାଖ ଏଲଏସିରେ ଉତ୍ତେଜନା ଲାଗି ରହିଥିବା ବେଳେ ସିକ୍କିମ ଦେଇ ଭାରତକୁ ଅନୁପ୍ରବଶ…

ସୀମା ଟେନସନ୍: ଭାରତ-ଚୀନ ମଧ୍ୟରେ ୧୫ ଘଣ୍ଟା ଆଲୋଚନା

ନୂଆଦିଲ୍ଲୀ: ଚୀନକୁ ଭୋରତର ରୋକଠୋକ କଥା । ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହର କର । ନହେଲେ ଉତ୍ତେଜନା ହ୍ରାସ ହେବନି । ସୀମାରେ ଶାନ୍ତି ଫେରିବା ନେଇ ଗତକାଲି ଭାରତ-ଚୀନ ମଧ୍ୟରେ ବସିଥିଲା କର୍ପସ କମାଣ୍ଡରରସ୍ତରୀୟ ଆଲୋଚନା । ସେଠାରେ ଚୀନକୁ ଏଭଳି ରୋକଠୋକ କଥା…

ଚୀନ-ତାଇୱାନ ବିବାଦ, ଦକ୍ଷିଣ ଚୀନ ସମୁଦ୍ରରେ ଯୁଦ୍ଧପୋତ ମୁତୟନ କଲା ଆମେରିକା

ତାଇପେ: ଆମେରିକାରେ ଜୋ ବାଇଡେନ ସରକାର କ୍ଷମତା ଗ୍ରହଣ କରିବା ପରେ ଚୀନ ଓ ଆମେରିକା ମଧ୍ୟରେ ପୁଣି ଥରେ ମୁହାଁମୁହିଁ ଆରମ୍ଭ ହୋଇଛି । ଏଥରକ ମୁହାଁମୁହିଁ ତାଇୱାନକୁ ନେଇ ଆରମ୍ଭ ହୋଇଛି । ପୂର୍ବରୁ ତାଇୱାନରେ ଚୀନର ୧୨ଟି ଲଢ଼ୁଆ ଯୁଦ୍ଧ ବିମାନ ପହଞ୍ଚି ସାରିଥିବା ବେଳେ ଏହାର ଜବାବରେ ଆମେରିକା…

ଧାନ ବସ୍ତା ରଖି କଳାହାଣ୍ଡି ଜିଲ୍ଲା କଲମପୁର-ମୁଖିଗୁଡ଼ା ରାସ୍ତା ଅବରୋଧ କଲେ ଚାଷୀ

ଧର୍ମଗଡ଼: ମଣ୍ଡିରୁ ଧାନ ଉଠୁନି । ଦିନ ଦିନ ହେବ ପଡ଼ି ରହିଛି । ଶେଷରେ ତାତିଲେ ଚାଷୀ । ଟ୍ରାକ୍ଟର ବୋଝେଇ ଧାନ ରଖି ରାସ୍ତା ଅବରୋଧ କରିଛନ୍ତି । କଳାହାଣ୍ଡି ଜିଲ୍ଲା କଲମପୁର-ମୁଖିଗୁଡ଼ାରେ ରାସ୍ତା ଅବରୋଧ କରିଛନ୍ତି ବହୁ ଚାଷୀ । ପଣ୍ଡି ଗାଁର ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ସେମାନେ…