ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଅନୁମତି, ରୁଟ୍ ପ୍ଲାନ୍ ଦେଲେ ଚାଷୀ
ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀ କରିବେ ଟ୍ରାକ୍ଟର ରାଲି । ଏଥିପାଇଁ ଦିଲ୍ଲୀ ପୋଲିସ ଚାଷୀଙ୍କୁ ସର୍ତ୍ତମୂଳକ ଅନୁମତି ଦେଇଛି । ଭିନ୍ନ ଭିନ୍ନ ରୁଟ୍ରେ ଶାନ୍ତିପୂର୍ଣ୍ଣ ଭାବେ ପରେଡ କରିବେ ଅନ୍ନଦାତା । ପରେଡ୍ରେ ସାମିଲ ହେବ ହଜାର ହଜାର ଟ୍ରାକ୍ଟର । ସାରା ବିଶ୍ବ ଏହି…