Latest Odisha News

BREAKING NEWS

କଟକରେ ଏଥର ମଣ୍ଡପରେ ଦୁର୍ଗାପୂଜା ମନା

କଟକ: ଏଥର ସିଲଭର ସିଟିରେ ଜମିବନି ଦଶହରା । ମଣ୍ଡପକୁ ଆସିବେନି ମା’ ଦୁର୍ଗା । କୋଭିଡ ଗାଇଡଲାଇନ୍ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକଣା ଭିତରେ କଟକରେ ପାଳନ ହେବ ଦୁର୍ଗାପୂଜା । ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚଳିତ ବର୍ଷ ଦୁର୍ଗାପୂଜା ମଣ୍ଡପ…

ଭୁବନେଶ୍ୱରରେ ୩ ହଜାର ଟପିଲା କରୋନା ଆକ୍ଟିଭ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୩୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଜେଇଇ ଓ ନିଟ୍ ପରୀକ୍ଷା ସ୍ଥଗିତ ପାଇଁ ବଢୁଛି ଦାବି; ଭାରତୀୟ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଗ୍ରେଟା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ନିଟ୍ ଓ ଜେଇଇ (ମେନ୍‌) ପରୀକ୍ଷା ସ୍ଥଗିତ ରଖିବାକୁ ବିଭିନ୍ନ ମହଲରୁ ଦାବି କରାଯାଉଛି । ଏପରି ସମୟରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସମର୍ଥନରେ ବାହାରିଛନ୍ତି ଗ୍ରେଟା ଥର୍ଣ୍ଣବର୍ଗ । ଗ୍ରେଟା ଥର୍ଣ୍ଣବର୍ଗ ଯିଏକି ଦିନେ ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ତଥା…

ଜିଓ ନ୍ୟୁଜ ଏବେ ଜିଓ ଫାଇବର ସେଟ୍ ଟପ୍ ବକ୍ସରେ ଉପଲବ୍ଧ

କମୁମ୍ବାଇ / ଭୁବନେଶ୍ୱର : ଜିଓ ଫାଇବର ବ୍ୟବହାରକାରୀମାନେ ଏବେ ଆଉ ଗୋଟିଏ ସେବା ପାଇପାରିବେ | ଲୋକପ୍ରିୟ ନ୍ୟୁଜ୍ ଆପ୍, ଜିଓ ନ୍ୟୁଜ ବର୍ତ୍ତମାନ ଜିଓ ଫାଇବର ବ୍ୟବହାରକାରୀଙ୍କ ପାଇଁ ଜିଓ ସେଟ୍-ଟପ୍-ବକ୍ସରେ ଉପଲବ୍ଧ | ବ୍ରେକିଂ ନ୍ୟୁଜ୍, ଭିଡିଓ, ମାଗାଜିନ, ଖବରକାଗଜ, ଏବଂ ଫଟୋ ଗ୍ୟାଲେରୀ ଏବଂ…

ମାନବ ସମ୍ବଳର ବିକାଶ, ରାଷ୍ଟ୍ରକୁ ପ୍ରଗତି ପଥରେ ଅଗ୍ରସର କରାଏ : ବୈଜୟନ୍ତ

ଭୁବନେଶ୍ୱର - ଆମ ରାଜ୍ୟର ସାମର୍ଥ୍ୟ ପ୍ରାକୃତିକ ସମ୍ବଳ । ଯାହା ବିଭିନ୍ନ ପୁଞ୍ଜିନିବେଶର ମୁଖ୍ୟ ଆକର୍ଷଣ । କିନ୍ତୁ ଯଦି ଆମେ ଭିତ୍ତିଭୂମି କ୍ଷେତ୍ରକୁ ଅନୁଧ୍ୟାନ କରିବା ପ୍ରକଳ୍ପ ଆରମ୍ଭ କରିବା ପାଇଁ ଜମି ଅଧିଗ୍ରହଣ ଏକ ମୁଖ୍ୟ ପ୍ରତିବନ୍ଧକ । ଆମ ସାମର୍ଥ୍ୟ ଜାଣିବା ସହିତ ଆମର ଦୁର୍ବଳତାକୁ…

ପୁଲୱାମା ଆତଙ୍କବାଦୀ ଆକ୍ରମଣର ଚାର୍ଜସିଟ ଦାଖଲ,ମାସୁଦ ଆଝାର ମାଷ୍ଟର ମାଇଣ୍ଡ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଚାର୍ଜଶିଟ୍ ମଙ୍ଗଳବାର ଏନଆଇଏ ଦାଖଲ କରିଛି । ୧୩ ହଜାର ୫ଶହ ବିଶିଷ୍ଟ ଏହି ଚାର୍ଜଶିଟରେ ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନ ମାସୁଦ ଆଝାରକୁ ମାଷ୍ଟରମାଇଣ୍ଡ ଭାବେ ବିବେଚନା କରାଯାଇଛି । ଏହା ବ୍ୟତୀତ ଅନ୍ୟ ୧୩ଜଣଙ୍କ ବିରୋଧରେ ମଧ୍ୟ ମାମଲା ଦାୟର ହୋଇଛି…

ଏଣିକି ୧୨ ଶହ ଟଙ୍କାରେ କରୋନା(RT-PCR ) ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଶସ୍ତା ହେଲା କରୋନା ଟେଷ୍ଟ । ଏଣିକି ଘରୋଇ ସଂସ୍ଥାରେ ୧୨ ଶହ ଟଙ୍କାରେ ହେବ RT-PCR ଟେଷ୍ଟ । ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ୨୨ଶହ ଟଙ୍କା ଦେୟ ସ୍ଥିର ହୋଇଥିଲା । ଏବେ କିନ୍ତୁ ଏହାକୁ ହଜାରେ ଟଙ୍କା କମାଇ ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଭାରତ-ବାଂଲାଦେଶ ମଧ୍ୟରେ ହେବ ଡିଜିସ୍ତରୀୟ ଆଲୋଚନା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଆଗାମୀ ମାସରେ ଢାକା ଠାରେ ଏକ ଡିଜି ସ୍ତରୀୟ ଆଲୋଚନା କରାଯିବ । ବର୍ଷକୁ ଦୁଇ ଥର ହେଉଥିବା ଏହି ଆଲୋଚନା ସୀମା ସୁରକ୍ଷା ବଳ (ବିଏସଏଫ୍‌) ଓ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ମଧ୍ୟରେ ସେପ୍ଟେମ୍ବର ୧୩ ତାରିଖରୁ ୧୮ ତାରିଖ ଭିତରେ ବାଂଲାଦେଶୀ…

ମାଟି ତଳେ ୨୦ ଘଣ୍ଟା…

ମୁମ୍ବାଇ: ରଖେ ହରି ତ ମାରେ କିଏ । ଭୁଶୁଡି ପଡିଲା ୫ ମହଲା କୋଠା । ଭଗ୍ନାବଶେଷ ତଳେ ଚାପି ରହିଥିଲା ଜୀବନ । ଦୀର୍ଘ ୨୦ ଘଂଟାର ସଂଘର୍ଷ । ଗତକାଲି(ସୋମବାର) ରାତିରୁ ଆଜି(ମଙ୍ଗଳବାର) ସଂଧ୍ୟା ଯାଏଁ ଧ୍ୱଂସାବଶେଷ ତଳେ ଥିଲା ୫ ବର୍ଷର ଶିଶୁ । ଚାଲିଥିଲା ରେସ୍‌କ୍ୟୁ ଅପରେସନ୍ । ଶେଷରେ ଅଭିଯାଜନ…

ଲଦାଖ ସୀମାରେ ଭାରତ ନିୟୋଜିତ କଲା ଏୟାର ଡିଫେନ୍ସ ମିଶାଇଲ

ନୂଆଦିଲ୍ଲୀ: ଚୀନର ସୁଃସାହସକୁ ରୋକିବା ପାଇଁ ଭାରତ ଲଦାଖର ଲାଇନ ଅଫ ଆକଚୁଆଲ କଂଟ୍ରୋଲ(ଏଲଏସି) ସୀମା ନିକଟରେ ଏୟାର ଡିଫେନ୍ସ ମିଶାଇଲ ନିୟୋଜିତ କରିଛି । ଚୀନର ହେଲିକପ୍ଟର ଗତିବିଧି ସୀମା ନିକଟରେ ବଢ଼ୁଥିବାରୁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ରୁଷର ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଜଣେ…