ଚର୍ଚ୍ଚରେ ଗହଳି ମହଙ୍ଗା ପଡିଲା,ଦକ୍ଷିଣ କୋରିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି
ସିଓଲ:କରୋନା କବଳରୁ ଦକ୍ଷିଣ କୋରିଆ ନିଜକୁ ବଂଚାଇ ପାରିବାରେ ସକ୍ଷମ ହୋଇଥିଲା । ମାତ୍ର ଚର୍ଚ୍ଚରେ ଉଦ୍ଦେଶ୍ୟମୂଳକ ଭାବେ ଗହଳି କରାଯିବା ଯୋଗୁ ବର୍ତମାନ ଏଠାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୧୭ ଅଂଚଳରେ ୪୦୦ ପାଖାପାଖି ନୂଆ କେସ୍ ଦେଖିବାକୁ ମିଳିଛି । ଦେଶରେ ଏବେ ରେଡ…