Latest Odisha News

BREAKING NEWS

ଥରିବ ଦିଲ୍ଲୀ, ୪ ଡିଗ୍ରୀ ଯାଏ ଖସିପାରେ ପାରଦ

ନୂଆଦିଲ୍ଲୀ: ଶନିବାର ଥଣ୍ଡାରୁ ସାମାନ୍ୟ ଆଶ୍ୱସ୍ତି ପାଇଥିବା ଦିଲ୍ଲୀ-ଏନସିଆରରେ ପୁଣି ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଭାରତୀୟ ପାଣିବିଭାଗ କହିଛି- ଜାନୁଆରୀ ୨୬ରୁ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଶୀତଲହରୀ ପୁଣି ଜାରି ରହିବ । ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ଖସିବା ନେଇ ପାଣିପାଗ ବିଭାଗ…

ଗରିବ ଦେଶରେ ଟିକା ପହଞ୍ଚାଇବ ‘ହୁ’

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଶୁକ୍ରବାର ଘୋଷଣା କରିଛି ଯେ ଏହାର COVAX ପଦକ୍ଷେପ (COVAX) ଅଧୀନରେ ଆସନ୍ତା ମାସରୁ ଗରିବ ଦେଶକୁ କରୋନା ଟିକା ପଠାଇବ। ଏଥିପାଇଁ କୋଭିଡ୍‌-୧୯ ଟିକା ପାଇଁ ୪୦ ମିଲିୟନ୍ ଡୋଜ ପାଇଁ ଫାଇଜର / ବାୟୋଏଣ୍ଟେକ୍ ସହିତ ଏକ ଚୁକ୍ତି କରିଛି। ଉଲ୍ଲେଖ ଥାଉ କି…

ଝାରପଡ଼ା ଜେଲରେ କଏଦୀ ଶିଖିବେ କମ୍ପ୍ୟୁଟର, ଆରମ୍ଭ ହେବ ଇ-ଲାଇବ୍ରେରୀ

ଭୁବନେଶ୍ୱର: ଜେଲରେ ମିଳିବ ଡିଜିଟାଲ୍ ଶିକ୍ଷା । ସ୍ମାର୍ଟ ହେବେ କଏଦୀ । ଜାନୁଆରୀ ୨୬ ତାରିଖରୁ ଝାରପଡ଼ା ଜେଲରେ କଏଦୀଙ୍କ ଲାଗି ଆରମ୍ଭ ହେବାକୁ ଯାଉଛି କମ୍ପ୍ୟୁଟର ପାଠ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ୨୬ ଜଣ କଏଦୀ କମ୍ପ୍ୟୁଟର ଶିଖିବେ । କଏଦୀଙ୍କ ଲାଗି ଝାରପଡ଼ା ଜେଲରେ ୩୦ଟି କମ୍ୟୁଟର…

ପୁଣି ନକଲି କାରଖାନା; ବ୍ରହ୍ମପୁରରୁ ଠାବ ହେଲା ନକଲି ସସ୍ ଫ୍ୟାକ୍ଟ୍ରି

ବ୍ରହ୍ମପୁର: ବିଗତ କିଛିଦିନ ହେବ ପ୍ରଥମେ କଟକ ପରେ ଭୁବନେଶ୍ୱର ଏହାପରେ କ୍ରମାଗତ ଭାବେ ଅନେକ ଜିଲ୍ଲାରୁ ନକଲି ସାମଗ୍ରୀର କାରଖାନା ଠାବ ହୋଇ ଆସୁଛି। ପୁଣି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ନକଲି ସସ୍ ଫ୍ୟାକ୍ଟ୍ରି ଠାବ ହୋଇଥିବା ସୂଚନା ମିଳିଛି। ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗର ପ୍ରଥମ…

ଆଜି ଭାରତ ଏବଂ ଚୀନ୍ ମଧ୍ୟରେ ନବମ ପର୍ଯ୍ୟାୟ ସାମରିକ ଆଲୋଚନା

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ନରମ ହେବାର ଲକ୍ଷଣ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ଦୁଇ ଦେଶର କୋର କମାଣ୍ଡରଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହେବ। ଏହି ଆଲୋଚନାରେ କୋର…

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍‌

ଗଂଜାମ: ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଯାତ୍ରୀବାହୀ ବସ୍ । ଆଉ ଅଳ୍ପକେ ବର୍ତ୍ତିଲେ ଏଥିରେ ଥିବା ଯାତ୍ରୀ । ଗଞ୍ଜାମ-ଗଜପତି ସୀମା ତପ୍ତପାଣି ଘାଟିରେ ଆଜି ସକାଳୁ ଏହି ଘଟଣା ଘଟିଛି । ବ୍ରିଜ୍ ତଳକୁ ଅଧା ଓହଳି ରହିଛି ବସ୍ । ମିଳିଥିବା ସୂଚନା ଅନୁଯାୟୀ, ମହାବୀର ନାମକ…

ବ୍ୟାଚ୍‌ଲର୍‌ ପାର୍ଟିକୁ ଯିବା ବେଳ‌େ କାର୍‌ ଦୁର୍ଘଟଣାର ଶିକାର ହେଲେ ବରୁଣ

ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତା ବରୁଣ ଧାୱନ ନତାଶାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସେ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିବେ। ସମସ୍ତ ବିବାହ ସମାରୋହ ଆରମ୍ଭ ହୋଇସାରିଛି। ଏଭଳି ପରିସ୍ଥିତିରେ ବରୁଣ ଧାୱନ ଏବଂ ନତାଶା ଦଲାଲଙ୍କ ବିବାହ ସମାରୋହର ଚିତ୍ର ମଧ୍ୟ ସୋସିଆଲ ମିଡିଆରେ…

ଶ୍ରୀମନ୍ଦିର ପରିସରକୁ କରାଯାଉଛି ସାନିଟାଇଜ୍

ପୁରୀ : ଆଜି ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ଗାଇଡ ଲାଇନ୍ ଅନୁସାରେ ଆଜି ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏନେଇ ଏସଓପି ଜାରି କରାଯାଇଥିଲା । ଏବେ ବିନା କୋଭିଡ ରିପୋର୍ଟରେ ସମସ୍ତ ଭକ୍ତ…

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା

ଭୁବନେଶ୍ୱର: ଦୀର୍ଘଦିନ ଧରି ବନ୍ଦ ରହିବା ପରେ ଆଜିଠୁ ଖୋଲୁଛି ଭିତରକନିକା । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ । ବଉଳା କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା । ଚଳିତବର୍ଷ ରାଜନଗର, ମହାକାଳପଡା, କନିକା, ଗହିରମଥା…

କବିତା:ତା ଝାଳରେ ଗଢ଼ା ହେଇଛି ଭାରତବର୍ଷ

ସତ୍ୟବାଦୀ ରାଉତ ସମୟ ଫିକା କରିଦିଏ ଫୁଲର ରଙ୍ଗ ଋତୁର ମହକ ହସକୁ ଥଇଥାନ କରିବାକୁ ଓଠ ଟିଏ ଭିଆଇଲ ଯେ ପ୍ରଭୁ! ଓଠର ଠିକଣା ହଜେଇ ଦେଇଛି ହସ ଲୁହ ଭୁଲି ଗଲାଣି ଲେଉଟାଣି ବାଟ।। ଏରୁଣ୍ଡିର ବାରଣ ନମାନି ପଶି ଆସେ ଦୁଃଖ ପୃଥିବୀର ଏକ ନଗ୍ନ ବାସ୍ତବତାହିଁ ଦାରିଦ୍ର‌୍ୟ ଅସହାୟତାର…