Latest Odisha News

BREAKING NEWS

କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ରାଜ୍ୟର ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକଙ୍କୁ ମଙ୍ଗଳବାର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ତାଙ୍କ ୨୨ତମ ଶ୍ରାଦ୍ଧ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ପ୍ରଥମ ଥର ପାଇଁ ଭର୍ଚୁଆଲ୍ ବୈଠକରେ…

ଦେଶର ପ୍ରସିଦ୍ଧ ୧୦ଟି ଗଣେଶ ମନ୍ଦିର ଉପରେ ଆସନ୍ତୁ ନଜର ପକାଇବା

ହିନ୍ଦୁ ଠାକୁରଙ୍କ ମଧ୍ୟରେ ବିଘ୍ନବିନାଶକଙ୍କ ସ୍ଥାନ ସ୍ୱତନ୍ତ୍ର । ସବୁ ପୂଜାର ଆରମ୍ଭରେ ତାଙ୍କ ପୂଜା ହିଁ ହୁଏ । ଗଣେଶ ଚତୁର୍ଥୀ ବିଶେଷ କରି ପୂର୍ବ ଓ ପଶ୍ଚିମ ଭାରତରେ ବେଶ୍ ଧୂମ୍‌ଧାମରେ ପାଳିତ ହୋଇଥାଏ । ଏବେ ନଜର ପକାଇବା ଦେଶର କିଛି ପ୍ରସିଦ୍ଧ ଗଣେଶ ମନ୍ଦିର ଉପରେ । ୧. ସିଦ୍ଧି…

ଗଣେଶ ଚତୁର୍ଥୀ: କିଛି ରହସ୍ୟ, କିଛି ରୋଚକ ତଥ୍ୟ !

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥୀରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ ହୋଇଥାଏ । ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ । ସାରା ଦେଶରେ ଧୁମଧାମରେ ଗଣେଶ ଚତୁର୍ଥୀ ପାଳନ ହୋଇଥାଏ ।…

କୋରାପୁଟରେ ହେବ ପ୍ଲାଜମା ବ୍ୟାଙ୍କ, ସ୍ୱତନ୍ତ୍ର ରଣନୀତି ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା । ପ୍ରତିଦିନ ଏକ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାରେ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରିବାକୁ ପରାମର୍ଶ…

ଗଣେଶ ଚତୁର୍ଥୀ: ଜାଣନ୍ତୁ ବିଘ୍ନହର୍ତାଙ୍କ ପ୍ରତ୍ୟେକ ଅଙ୍ଗର ମହତ୍ତ୍ୱ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିରାଜିବେ ବିଘ୍ନହର୍ତା ଗଜାନନ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥାଏ । ତେବେ ଗଣେଶ ଯେ କେବଳ ବିଦ୍ୟା ଦାତା ନୁହନ୍ତି, ତାଙ୍କ ବିଶାଳ ଶରୀରରେ ମଧ୍ୟ ଲୁଚୁ ରହିଛି ଅନେକ ମହତ୍ତ୍ୱ । ରିଦ୍ଧି-ସିଦ୍ଧି ଦାତା…

ଅର୍ଜୁନ ଆୱାର୍ଡ ତାଲିକାରେ ଇଶାନ୍ତଙ୍କ ସମେତ ୨୯ ଖେଳାଳି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ସମେତ ୨୯ ଜଣ ଖେଳାଳିଙ୍କ ନାମ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛନ୍ତି କ୍ରୀଡା ମନ୍ତ୍ରଣାଳୟର ଚୟନ କମିଟି। ୩୧ ବର୍ଷୀୟ ଇଶାନ୍ତ ଶର୍ମା ଭାରତ ପାଇଁ ୯୭ଟି ଟେଷ୍ଟ, ୮୦ ଦିନିକିଆ ଏବଂ ୪୦୦ଟି…

କରୋନା ମୁକାବିଲା: ୩ ଦିନ ଭିତରେ ପ୍ରସ୍ତୁତ ହେବ ନିର୍ବାଚନ ଗାଇଡଲାଇନ୍‌

ନୂଆଦିଲ୍ଲୀ: ପୁରା ଦୁନିଆକୁ କବଳିତ କରିଛି ମହାମାରୀ କରୋନା । କରୋନା ସଂକ୍ରମଣରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ଏହାରି ଭିତରେ ନିର୍ବାଚନ ପାଇଁ ପ୍ରସ୍ତୁତି ନିର୍ଦ୍ଦେଶାବଳୀକୁ ଆଜି ମଂଜୁରୀ ମିଳିଛି । ନୂଆ ଗାଇଡ଼ଲାଇନକୁ ମଞ୍ଜୁରି ଦେଇଛି ଭାରତୀୟ ନିର୍ବାଚନ କମିସନ । ସାମାଜିକ ଦୂରତା…

ସାଂଘାତିକ ବିଶ୍ୱାସ, ବୋହୂ ପାଇଁ ଜିଭ କାଟିଲା ଶାଶୁ !

ରାଂଚି: ଅନ୍ଧବିଶ୍ୱାସରେ ଅନ୍ଧ । ଭକ୍ତି ବଦଳରେ ଭଗବାନଙ୍କୁ ଚଢାଇଥିଲେ ରକ୍ତ । ନିଜ ବୋହୁକୁ ଫେରିପାଇବା ପାଇଁ ଜଣେ ଶାଶୁର ଚକିତକର କାରନାମା ଝାଡଖଣ୍ଡରେ ଚାଂଚଲ୍ୟ ସୃଷ୍ଟି କରିଛି । ରବିବାର ସଂଧ୍ୟାରେ ଷଢେଇକଳା ଖରସୁଆଁ ଜିଲ୍ଲାରେ ଲକ୍ଷ୍ମୀ ନିରଳା ନାମକ ଜଣେ ମହିଳା ନିଜ ଜିଭ…

ଅଟଳ ରାଙ୍କିଙ୍ଗ ୨୦୨୦: ଦେଶରେ ପ୍ରଥମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ଵର: ସୃଜନ କ୍ଷେତ୍ରରେ କିଟକୁ ମିଳିଛି ଭାରତ ସରକାରଙ୍କ ସ୍ଵୀକୃତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ରାଙ୍କିଙ୍ଗ ଅଫ୍ ଇନଷ୍ଟିଚ୍ୟୁଟସ ଅନ୍ ଇନୋଭେସନ୍ ଆଚିଭମେଣ୍ଟ (ଏଆରଆଇଆଇଏ)ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ…

ଭୁବନେଶ୍ୱରରେ ଆଜି କରୋନାର ଡବଲ ସେଞ୍ଚୁରୀ

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆଜି କରୋନା ମାରିଛି ଡବଲ ସେଂଚୁରୀ । ଏକାଥରକେ ୨୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଭୁବନେଶ୍ୱର ମହାନଗର ନିଗମରୁ । ସେଥିରୁ ୧୩୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୩ଜଣ ସୁସ୍ଥ ହୋଇଛନ୍ତି ।…