Latest Odisha News

BREAKING NEWS

ସେନାର ଭାଇସ ଚିଫ୍ ହେବେ ଓଡ଼ିଆ ଅଫିସର ଚଣ୍ଡୀପ୍ରସାଦ ମହାନ୍ତି

ଭୁବନେଶ୍ୱର: ପୁଣି ଦେଶର ଦାୟିତ୍ୱରେ ଓଡ଼ିଆ ପୁଅ । ଓଡ଼ିଆ ସେନା ଅଫିସରଙ୍କୁ ମିଳିଲା ବଡ଼ ଦାୟିତ୍ୱ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଭାଇସ ଚିଫ୍ । ଭାରତୀୟ ସେନାର ୪୨ ତମ ଭାଇସ ଚିଫ୍ ହେବେ ଜଗସିଂହପୁରରେ ଜନ୍ମିତ ଚଣ୍ଡିପ୍ରସାଦ ମହାନ୍ତି । ଭାରତୀୟ…

ଚାଷୀଙ୍କୁ ନେଇ ଘନେଇଲା ବିବାଦ, ମିଲର୍ସମାନଙ୍କ ପାଇଁ ଓକିଲାତି କରୁଛି ଶାସକ ବିଜେଡି : ବିଜେପି

ଭୁବନେଶ୍ବର : ଚାଷୀ ସମସ୍ୟାକୁ ନେଇ ଶାସକ ବିଜେଡି ଓ ବିଜେପି ମୁହାଁମୁହିଁ । ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି । ରାଜ୍ୟରେ ଉତ୍ପାଦିତ ହେଉଥିବା ଉଷୁନା ଚାଉଳର ୫୦ ପ୍ରତିଶତ କେନ୍ଦ୍ର ନେବ ବୋଲି କହୁଛି । କିନ୍ତୁ ଉତ୍ପାଦିତ ଉଷୁନା ଚାଉଳ କିଣାରେ କେନ୍ଦ୍ର ପଛ…

କ୍ଷମା ମାଗିଲେ ତାଣ୍ଡବ ନିର୍ଦ୍ଦେଶକ ଅଲୀ ଆବାସ ଜାଫର

ମୁମ୍ବାଇ:ସୈଫ ଅଲି ଖାଁ ଅଭିନୀତ ୱେବ ସିରିଜ ତାଣ୍ଡବ ଆରମ୍ଭରୁ ବିବାଦ ସୃଷ୍ଟି କରି ସାରିଛି । ହିନ୍ଦୁ ଧର୍ମର ଦେବ ଏବଂ ଦେବୀ ଏହି ସିରିଜରେ ଉପହାସ କରାଯିବା ସହ ଜାତିବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଥିଲା । ଅଭିନେତା ସୈଫ, ଡିମ୍ପଲ କାପାଡିଆ ଓ ସୁନୀଲ ଗ୍ରୋଭରଙ୍କ ସମେତ ୩୨ ଜଣଙ୍କ…

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା : ଲାଞ୍ଚ ନେଇ ଧରାପଡ଼ିଲେ

ବଲାଙ୍ଗିର : ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଲାଞ୍ଚ ନେଇ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା । ବଲାଙ୍ଗିର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲର ଭାରପ୍ରାପ୍ତ ପ୍ରିନ୍ସିପାଲଙ୍କୁ ଧରିଛି ସମ୍ବଲପୁର ଭିଜିଲାନ୍ସ ଡିଭିଜନ । ୮୦ ହଜାର ଟଙ୍କା ଲାଞ୍ଚ ମାଗିବା ସହ ଟଙ୍କା ନେବା ବେଳେ ଗିରଫ କରିଛି…

ଗର୍ଜିଲେ ଶୁଭେନ୍ଦୁ, ମମତାଙ୍କୁ ନ ହରାଇଲେ ରାଜନୀତି ଛାଡିଦେବି

କୋଲକାତା: ମମତା ବାନାର୍ଜୀଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ କହିଛନ୍ତି ଯଦି ତୃଣମୂଳ କଂଗ୍ରେସର ମମତାଙ୍କୁ ମୁଁ ଆଗାମୀ ନିର୍ବାଚନରେ ୫୦ହଜାର ଭୋଟ ବ୍ୟବଧାନରେ ହରାଇବି । ଯଦି ଏହା ନ ହୁଏ ତାହାହେଲେ ରାଜନୀତି ଛାଡିଦେବି ବୋଲି ଶୁଭେନ୍ଦୁ କହିଛନ୍ତି । ସୋମବାର…

ତେଜସ ପରେ ରୁଷିଆଠାରୁ ଭାରତ ଅଧିକ ସୁଖୋଇ, ମିଗ୍ ବିମାନ କିଣିବ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ଭାରତ ପାଇଁ ସର୍ବଦା ବିପଦ ସୃଷ୍ଟି କରୁଥିବାରୁ ଏଥିପ୍ରତି କେନ୍ଦ୍ର ସରକାର ଯତ୍ନବାନ୍ ହୋଇଛନ୍ତି । ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ତେଜସ ପରେ ଭାରତ ୨୧ଟି ମିଗ୍‌-୨୯ ଓ ୧୨ ସୁଖୋଇ-୩୦ ବିମାନ କିଣିବା ପାଇଁ ନିଷ୍ପତି ନେଇଛି । ସୁରକ୍ଷା…

ନଟରାଜନଙ୍କ ନୋ ବଲ ନେଇ ସନ୍ଦେହ ବ୍ୟକ୍ତ କଲେ ୱାର୍ଣ୍ଣେ

ବ୍ରିସବେନ୍‌: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଭାରତ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି । ଫଳରେ କଙ୍ଗାରୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ବିଭିନ୍ନ ପ୍ରକାର ମାନସିକ ଚାପ ଭାରତୀୟ ଖେଳାଳିଙ୍କ ଉପରେ ପକାଇବାରେ ଲାଗିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ…

ଅଭିନେତ୍ରୀ ରିଚାଙ୍କୁ ଦିଆଯାଇଛି ହତ୍ୟା ଧମକ; କିଏ ଦେଇଛି ଏ ଧମକ?

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରିଚା ଚଢା ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମ୍ୟାଡାମ୍ ଚିଫ୍‌ ମିନିଷ୍ଟର୍‌' କୁ ନେଇ ବିବାଦ ଘେରରେ ରହିଛନ୍ତି। ନିକଟରେ ଫିଲ୍ମର କିଛି ପୋଷ୍ଟର ଏବଂ ଟ୍ରେଲର ରିଲିଜ ହୋଇଛି ଯାହା ପରେ ରିଚାଙ୍କୁ ଲଗାତାର ବିରୋଧ କରାଯାଉଛି। ଯଦିଓ ବିବାଦକୁ ଦୃଷ୍ଟିରେ ରଖି…

ରିୟାଙ୍କ ସମର୍ଥନରେ ଏମିତି କହିଲେ ଅଭିନେତ୍ରୀ ସୋନି ରଜଦାନ

ନୂଆଦିଲ୍ଲୀ: ଗତ ବର୍ଷ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅନେକ ବିବାଦର ସମ୍ମୁଖୀନ ହୋଇଥିଲେ। ଗଣମାଧ୍ୟମରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଅନେକ ଲୋକ ତାଙ୍କୁ ସମାଲୋଚନା କରିଥିଲେ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସର…

ଚ୍ୟାଲେଞ୍ଜ ଦେଲେ ମମତା, ଶୁଭେନ୍ଦୁଙ୍କ ଗଡ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ସମସ୍ତ ପ୍ରକାର କୂଟନୀତି ଆରମ୍ଭ ହୋଇ ଯାଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ସିଧାସଳଖ ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ମୁଁ ନନ୍ଦିଗ୍ରାମରୁ ଟିଏମସି ପକ୍ଷରୁ ଲଢ଼ିବି ବୋଲି ସେ…