Latest Odisha News

BREAKING NEWS

ଯବାନଙ୍କ ଉପରେ ମୋଦୀଙ୍କ ଭରସା ନାହିଁ : ରାହୁଲ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାରିଛନ୍ତି ବାଣ । ଚୀନ୍ ସହ ଓ ସୀମା ବିବାଦ ଚାଲିଥିବା ବେଳେ ରାହୁଲ ଟ୍ୱିଟ୍ ଜରିଆରେ ଟାର୍ଗେଟ କରିଛନ୍ତି ମୋଦୀଙ୍କୁ । ପ୍ରଧନମନ୍ତ୍ରୀ ମୋଦୀ ସେନା ଉପରେ ବିଶ୍ୱାସ କରନ୍ତି ନାହିଁ ବୋଲି…

ବିବାହ ବନ୍ଧନରେ ଆବଦ୍ଧ ହେଲେ ସମଲିଙ୍ଗୀ କ୍ରିକେଟର ଡେଲିସା-ଲୌରା

ମେଲବୋର୍ଣ୍ଣ: ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଷ୍ଟ୍ରେଲିଆର ଚର୍ଚ୍ଚିତ ସମଲିଙ୍ଗୀ ଯୋଡି । ମହିଳା କ୍ରିକେଟର ଡେଲିସା କିମିନ୍ସ ଓ ଲୌରା ହ୍ୟାରିସଙ୍କ ପ୍ରେମ ସବୁଠାରେ ଚର୍ଚ୍ଚାର କାରଣ ସାଜିଥିଲା । କରୋନା ଯୋଗୁ ବେଶ୍ କିଛି ଦିନ ଅପେକ୍ଷା କରିବା ପରେ ଏବେ ସେମାନେ ବିବାହ କରିଛନ୍ତି ।…

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ସଂଜୟ ଦତ୍ତ

ମୁମ୍ବାଇ: ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡର ସଂଜୁ ବାବା । ଫୁସ୍ ଫୁସ୍ କ୍ୟାନସରରେ ଆକ୍ରାନ୍ତ ଥିବା ଅଭିନେତା ସଂଜୟ ଦତ୍ତଙ୍କୁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଚି । ସେଠାରେ ତାଙ୍କର ବିଭିନ୍ନ ସ୍ୱାସ୍ଥ୍ୟଗତ ପରୀକ୍ଷା କରାଯିବ । ଏହା ପୂର୍ବରୁ ଶନିବାର…

Zee5 HiPi କ୍ଷୁଦ୍ର ଭିଡିଓ ପ୍ଲାଟଫର୍ମ ଲଞ୍ଚ ; ଟିକଟକର ସ୍ଥାନ ପୂରଣ କରିବ

ନୂଆଦିଲ୍ଲୀ: ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଯୋଗଦାନ ଦେଇ ZEE5 ଭାରତରେ ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ହାଇପି ସର୍ଟ ଭିଡିଓ ଆପ୍ ଲଞ୍ଚ କରିଛି। ଟିକଟକ ଉପରେ ନିଷେଧାଦେଶ ପରେ ବ୍ୟବହାରକାରୀମାନେ ଏହାକୁ ହାତଛଡ଼ା କରିବେ ନାହିଁ, ଏହାକୁ ଧ୍ୟାନରେ ରଖି Zee5 HiPi ସର୍ଟ ଭିଡିଓ ଆପ୍ ଭାରତରେ…

୫୦୦୦ ମିଟର ଦୌଡରେ ବିଶ୍ୱରେକର୍ଡ ସ୍ଥାପନ କଲେ ଯୋଶୁଆ ଚେପତେଗେଇ

ମୋନାକୋ: ମୋନାକୋ ଡାଇମଣ୍ଡ ଲିଗ୍ ମିଟରେ ୟୁଗାଣ୍ଡାର ଯୋଶୁଆ ଚେପତେଗେଇ ୫୦୦୦ ମିଟର ଦୌଡରେ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ୨୦୦୪ରେ ଇଥିଓପିଆର ମହାନ ଧାବକ କେନୋନିସା ବେକେଲେ(୧୨:୩୭:୩୫)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ଚେପତେଗେଇ ୧୨:୩୫:୩୬ ମିନିଟରେ ରେସ୍ ସମ୍ପୂର୍ଣ୍ଣ କରିଥିଲେ…

ସୁଶାନ୍ତଙ୍କ ସାଙ୍ଗ ଗଣେଶ କହିଲେ ମୋତେ ସୁରକ୍ଷା ଦେଲେ ବହୁତ କିଛି କହିବି

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ କେସ୍‌ରେ ରବିବାର ତାଙ୍କ ସାଙ୍ଗ ଗଣେଶ ହିବରକର ଚାଂଚଲ୍ୟକର ବୟାନ ଦେଇଛନ୍ତି । ମୋତେ ସୁରକ୍ଷା ଦେଲେ ବହୁତ କିଛି କହିବି । ସେ କହିଛନ୍ତି ଘଟଣାର ପୂର୍ବଦିନ ରାତିରେ ପାର୍ଟିରେ ଅନେକ ନାମୀ ଦାମୀ ଲୋକ ଯୋଗ ଦେଇଥିଲେ । ଦିଶା ସାଲିୟନ ମୃତ୍ୟୁ ନେଇ ସୁଶାନ୍ତ…

ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନ !

ଉତ୍ତରପ୍ରଦେଶ: ୭୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଭାରତର ପୂର୍ବତନ କ୍ରିକେଟର୍ ଚେତନ୍ ଚୌହାନ । କ୍ରିକେଟର୍‌ରୁ ପଲିଟିସିଆନ୍ ପାଲଟିଥିବା ଚେତନ ମୃତ୍ୟୁ ପୂର୍ବରୁ ଜୁଲାଇ ମାସରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ । ସେବେଠାରୁ ସେ ଭେଣ୍ଟିଲେଟରରେ ରହିଥିଲାବେଳେ ତାଙ୍କ…

ଟପ୍ ୫୦ରେ ଓଡ଼ିଶାର ୨ ବିଧାୟକ

ଭୁବନେଶ୍ୱର: ଦେଶର ସର୍ବଶ୍ରେଷ୍ଟ ୫୦ ବିଧାୟକଙ୍କ ତାଲିକାରେ ସାମିଲ ହୋଇଛନ୍ତି ଓଡ଼ିଶାର ୨ ବିଧାୟକ । ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାଁ ବି ଟପ୍ ୫୦ ଲିଷ୍ଟରେ ସ୍ଥାନ ପାଇଛି । ଦେଶର…

ସିଏମ୍‌ସିରେ ଅଧିକ ଯୁବ ବର୍ଗ କରୋନାରେ ସଂକ୍ରମିତ: ଅନନ୍ୟା ଦାସ

କଟକ: କଟକ ମହାନଗର ନିଗମରେ ମାଡି ଚାଲିଛି କରୋନା । ସିଏମ୍‌ସିରେ ଯୁବ ବର୍ଗ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୨୧ରୁ ୪୦ ବର୍ଷ ବୟସ ବର୍ଗ ଅଧିକ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ୨୦ ବର୍ଷରୁ କମ ବୟସ ଭିତରେ ୧୨୪ ଜଣ ଚିକିତ୍ସାଧୀନ ଅଛନ୍ତି। ୪୧ରୁ ୬୦ ବର୍ଷ ବୟସ ବର୍ଗଙ୍କ…

କଟକରେ କରୋନା ସୁସ୍ଥ ହାର ୭୨ ପ୍ରତିଶତ

କଟକ: କଟକରେ ବଢ଼ୁଛି କରୋନା ସୁସ୍ଥ ହାର । ସୁସ୍ଥ ତୁଳନାରେ କମିଛି ସଂକ୍ରମିତ ସଂଖ୍ୟା । ଜିଲ୍ଲାରେ ଗତ ସପ୍ତାହରେ ସୁସ୍ଥତା ହାର ୬୬ ପ୍ରତିଶତ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୭୨ ପ୍ରତିଶତରେ ପହଂଚିଛି। ପଜିଟିଭ ସଂଖ୍ୟା ଗତ ସପ୍ତାହରେ ୭୪ ପ୍ରତିଶତ ଥିବା ବେଳେ ଏହା ଏବେ ହ୍ରାସ ପାଇ ୨୭…