Latest Odisha News

BREAKING NEWS

କେଶ ପାଇଁ ବରଦାନ ରାଶି ତେଲ

ଭୁବନେଶ୍ୱର: କେଶ ଆମ ଶରୀରର ସୌନ୍ଦର୍ଯ୍ୟ ବଢାଇଥାଏ । ପ୍ରତ୍ୟେକ ଲୋକଙ୍କ ଇଚ୍ଛା ଥାଏ ଯେ ସେମାନଙ୍କର ବାଳ ଲମ୍ବା, କଳା ଏବଂ ଆକର୍ଷଣୀୟ ହେଉ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ସମୟ ପୂର୍ବରୁ ବାଳ ଝଡିଯାଏ ଏବଂ ପାଚିଯାଏ । ବାଳକୁ ଲମ୍ବା, କଳା ଏବଂ ମୋଟା କରିବା…

ବିଗ୍-ବସ୍ ୧୪: ସାମ୍ନାକୁ ଆସିଲା ସଲମାନଙ୍କ ପ୍ରଥମ ଲୁକ

ମୁମ୍ବାଇ: ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍’ ୧୪ । ସାମ୍ନାକୁ ଆସିଛି ହୋଷ୍ଟ ସଲମାନ ଖାନଙ୍କ ପ୍ରଥମ ଲୁକ। କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଥିବା ଏହି ରିୟାଲିଟି ସୋ'ର ପ୍ରୋମୋ ସମ୍ନାକୁ ଆସୁଛି । ଏହି ପ୍ରୋମୋରେ ଅଭିନେତା ତଥା ହୋଷ୍ଟ ସଲମାନ ଆଗାମୀ ସିଜନ୍ ପାଇଁ ଚଟାଣ ସଫା…

ଆସ୍କାରେ ଖୋଲିଲା କୋଭିଡ କେୟାର ସେଣ୍ଟର

ବ୍ରହ୍ମପୁର: ଆସ୍କାରେ ୫୦ ଶଯ୍ୟା ବିଶିଷ୍ଟ ଅକ୍ସିଜେନ୍ ସପୋର୍ଟ ସହ ଉତ୍ସର୍ଗୀକୃତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲା ଯାଇଛି। ଏହା ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ବୃଦ୍ଧି କରିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କୁଷ୍ଠରୋଗୀ ହସ୍ପିଟାଲ ବିଲଡିଂରୁ ଏହି କୋଭିଡ…

ଲଗାଣ ବର୍ଷା ଯୋଗୁଁ ୩ ଜିଲ୍ଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଗତ ଦୁଇ ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ସାଧାରଣ ଜୀବନ ମଧ୍ୟ ବାଧା ପ୍ରାପ୍ତ ହେଉଛି। ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ , ଭଦ୍ରକ ଏବଂ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତିର ଉପୁଜିଲାଣି । ପ୍ରବଳ…

କୋଭିଡ ମୁକାବିଲା: ବ୍ରହ୍ମଗିରି ବାସିନ୍ଦାଙ୍କ ସେବାରେ ଦୁଇ ଆମ୍ବୁଲାନ୍ସ ଲୋକାର୍ପିତ

ବ୍ରହ୍ମଗିରି: ସ୍ୱାଧୀନତା ଦିବସ ଅବସର ରେ ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଙ୍ଗଣ ସମ୍ମୁଖ ରେ କୋଭିଡ ୧୯ ପରିସ୍ଥିତି ର ମୁକାବିଲା ପାଇଁ ୨ ଟି ନୂତନ BLS ଆମ୍ବୁଲାନ୍ସ ଲୋକାର୍ପିତ ହୋଇ ଯାଇଛି I ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ର , ରାଜ୍ୟ ଯୋଜନା ବୋର୍ଡ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ ତା ୧୬-୮-୨୦୨୦ ରବିବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧୬ ରିଖ ରବିବାର ସିଂହ ୧ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-:…

ଶ୍ରୀଜୀଉଙ୍କ ମାର୍କଣ୍ଡରେ କାଳୀୟଦଳନ ଏକାଦଶୀ ନୀତି

“ କାଳୀୟ ବିଷଧର ଗଞ୍ଜନ ଜନ ରଞ୍ଜନ ଯଦୁକୁଳ ନଳୀନ ଦିନେଶ ଜୟ ଜୟ ଦେବ ହରେ ” କବି ଶ୍ରୀଜୟଦେବଙ୍କ ବିରଚିତ ଗୀତଗୋବିନ୍ଦରେ ଶ୍ରୀକୃଷ୍ଣଙ୍କୁ "କାଳୀୟବିଷଧର" ଗନ୍ଜନ ବୋଲି ସମ୍ବୋଧନ କରିଛନ୍ତି । କାରଣ, ପ୍ରଭୁ କୃଷ୍ଣଚନ୍ଦ୍ର କାଳୀୟ ନାଗକୁ ଲାନ୍ଛିତ ଓ ପରାଜିତ କରିବା ସହିତ କାଳିନ୍ଦୀ…

ଲୋକାର୍ପିତ ହେଲା ନାଇନ୍ଥ-ସେମ୍‌’ ଷ୍ଟାର୍ଟଅପ୍

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ଓ ବୃତ୍ତି କ୍ଷେତ୍ରରେ ସୁସଙ୍ଗଠିତ କରିବା ନେଇ ଆରମ୍ଭ ହୋଇଥିବା ‘ନାଇନ୍ଥ-ସେମ୍‌' ଷ୍ଟାର୍ଟଅପ୍ ସ୍ୱାଧୀନତା ଦିବସ ଅବସରରେ ଲୋକାର୍ପିତ ହୋଇଯାଇଛି । ଆବଶ୍ୟକୀୟ ଶିକ୍ଷା ଅଭାବରୁ କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ…

ଧୋନିଙ୍କ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ସୁରେଶା ରାଇନା

ଭୁବନେଶ୍ୱର: କ୍ୟାପଟେନ କୁଲ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣାର କିଛି ସମୟ ବ୍ୟବଧାନରେ ସୁରେଶ ରାଇନା ମଧ୍ୟ ଅବସର ଘୋଷଣା କରିଛନ୍ତି । ଧୋନିଙ୍କ ପରି ସେ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି । ଚେନ୍ନାଇ ସୁପରକିଙ୍ଗସ୍ ଟ୍ରେନିଂ କ୍ୟାମ୍ପରେ ବର୍ତ୍ତମାନ ରାଇନା ଧୋନିଙ୍କ…

ଥ୍ୟାଙ୍କ ୟୁ ମାହି

ରାଂଚି : ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଆସନ୍ତୁ ଜାଣିବା କାହିଁକି ସମସ୍ତ କ୍ରିକେଟ ଖେଳୁଥିବା ଦେଶ ଧୋନୀଙ୍କ ଦକ୍ଷତାକୁ ମାନନ୍ତି । ଧୋନୀଙ୍କ କ୍ୟାରିୟର ୧.ମହେନ୍ଦ୍ର ସିଂ ଧୋନୀ ୩୫୦ ଦିନିକିଆରେ…