Latest Odisha News

BREAKING NEWS

ଆଜି ପୁଣି ମିଳିଲା ଗ୍ରାମସାଥୀଙ୍କ କଟା ଗୋଡ, ତଦନ୍ତ ଚଳାଇଛି ପୋଲିସ

ସୁନ୍ଦରଗଡ : ହତ୍ୟାର ଶିକାର ହୋଇଥିବା କିରେଇ ଗ୍ରାମପଞ୍ଚାୟତର ଗ୍ରାମସାଥୀ ରମେଶ ସିଂ ଆଜି ଏକ କଟା ଗୋଡ ମିଳିଛି । ଗତକାଲି ତାଙ୍କର କଟା ମୁଣ୍ଡ, ଗଣ୍ଡି, କଟା ହାତ ଆଦି ମିଳିଥିଲା । ପୋଲିସ ଏ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତ ୧୩ ତାରିଖରେ ରମେଶ ସାଙ୍ଗମାନଙ୍କ ସହ ଭୋଜି…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ କୋଭିଡ-୧୯ ଟିକାକରଣ

ଭୁବନେଶ୍ୱର: ଦେଶରେ କୋଭିଡ-୧୯ ଟିକାକରଣର ଶୁଭାରମ୍ଭ ହୋଇଥିବା ବେଳେ ଶନିବାର ଏହି ଅଭିଯାନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସାମିଲ ହୋଇଛି। ଏହି ଟିକାକରଣ ସମୟରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ…

ଟେସଲା ସହ ସହଭାଗିତାକୁ ନେଇ ନୀରବତା ଭାଙ୍ଗିଲା ଟାଟା

ନୂଆଦିଲ୍ଲୀ: ଟେସଲା ଭାରତ ଆସିବା ନିଶ୍ଚିତ ହେବା ପରେ ବୖ‌େଦ୍ୟୁତିକ ଯାନଗୁଡ଼ିକର ଆଲୋଚନା ତୀବ୍ର ହୋଇଛି। ନିକଟରେ ଟାଟା ମୋଟର୍ସ ଟେସଲା ସହିତ ଏକ ସହଭାଗୀତା ଲାଭ କଲା। ଏହି ସମୟରେ, ଟାଟା ମୋଟର୍ସ ଇଲେକ୍ଟ୍ରିକ୍ ମୋବିଲିଟି ତରଫରୁ ଟେସଲାକୁ ଭାରତରେ ପ୍ରବେଶ କରିଥିବାରୁ ଅଭିନନ୍ଦନ ଜଣାଇବା…

ଝରିଗାଁ ଓ ଚିତ୍ରକୋଣ୍ଡା ବିଡ଼ିଓ ନିଲମ୍ବିତ

ନବରଙ୍ଗପୁର/ମାଲକାନଗିରି: ସ୍ୱଚ୍ଛ ଭାରତ ମିଶନ ପାଇଖାନା ଟଙ୍କା ହଡ଼ପ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ । ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ ଦୁଇ ଶହରୁ ଅଧିକ ହିତାଧିକାରୀ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏହାର…

ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ପ୍ରାଚୀ ଦେଶାଇ

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରାଚୀ ଦେଶାଇଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଶନିବାର ଦିନ ପ୍ରାଚୀ ଦେଶାଇ ଏକ ହ୍ୱିଲ ଚେୟାରରେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ଏହି ଅବସ୍ଥାରେ ଦେଖି ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥି ସହିତ, ଅଭିନେତ୍ରୀଙ୍କ…

ମାର୍ଚ୍ଚ ଯାଏଁ ବଢିଲା ପାର୍ବଣ ବିଶେଷ ଟ୍ରେନ ଚଳାଚଳ ଅବଧି

ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ପ୍ରାୟ ୨୧ ଯୋଡ଼ା ବିଶେଷ ଟ୍ରେନର ଚଳାଚଳ ଅବଧିକୁ ୨୦୨୧ ମାର୍ଚ୍ଚ ମାସ ଶେଷ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଜାଣନ୍ତୁ, କେଉଁ ସବୁ ଟ୍ରେନ୍-  ୦୧. ଭୁବନେଶ୍ୱରରୁ ପ୍ରତି ବୁଧବାର ଓ ରବିବାର ଦିନ ଏବଂ ଆନନ୍ଦ ବିହାର…

ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ସୌରଭଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଭାରତର ଷ୍ଟାର ଶୁଟର ସୌରଭ ଚୌଧୁରୀ ଶନିବାର ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୧୯ ବର୍ଷୀୟ ସୌରଭ ଫାଇନାଲ୍ସରେ ୨୪୬.୯ ପଂଏଟ ସ୍କୋର କରିଥିଲେ । ପୂର୍ବରୁ ଉତର କୋରିଆର କିମ ସୋଙ୍ଗ(୨୪୬.୫)ଙ୍କ ନାମରେ ଏହି ରେକର୍ଡ ରହିଥିଲା । ସୌରଭ ୬୦…

ସମଗ୍ର ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୧.୮୦ କୋଟି

ନୂଆଦିଲ୍ଲୀ: ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାରେ ସମଗ୍ର ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୧.୮୦ କୋଟିରେ ପହଞ୍ଚିଛି। ଭାରତ ବାହାରେ ରହୁଥିବା ଏହି ଭାରତୀୟମାନଙ୍କ ମଧ୍ୟରୁ ଅଧିକାଂଶ ୟୁଏଇ, ଆମେରିକା ଏବଂ ସାଉଦି ଆରବରେ ରହୁଛନ୍ତି। ମିଳିତ ଜାତିସଂଘର ଅର୍ଥନୈତିକ…

କୁଚିଣ୍ଡାରେ ପ୍ରଧାନଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡା ଥାନା ଅନ୍ତର୍ଗତ ଲାଖପଡ଼ା ଗାଁରେ ଶିକ୍ଷକଙ୍କୁ ନିର୍ମମ ହତ୍ୟା । ଆଜି ଖଣ୍ଡେକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଶଙ୍କର ଜୟପୁରିଆ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ତାଙ୍କୁ କିଛି ଦୁର୍ବୁତ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିଲେ ।ଗାଁ ଲୋକ…

ଶପିଂ ବ୍ୟାଗରୁ ଆକର୍ଷଣୀୟ ପୋଷାକ

ନୂଆଦିଲ୍ଲୀ: ଶପିଂ ବ୍ୟାଗରୁ ଆକର୍ଷଣୀୟ ପୋଷାକ ପ୍ରସ୍ତୁତ କରି ବେଶ ବାହା ବାଃ ସାଉଁଟୁଛନ୍ତି ଏରିୟଲ ୟୁନିଭରସିଟି ଅଫ କାଲିଫୋର୍ଣ୍ଣିଆର ୨୨ ବର୍ଷୀୟା ଛାତ୍ରୀ ଏରିୟଲ । କ୍ୱାରେଂଟାଇନରେ ଥିବା ବେଳେ ତାଙ୍କ ସମୟ କଟୁ ନ ଥିଲା । ତାଙ୍କର ଜଣେ ସାଙ୍ଗ ମଜାରେ ଶପିଂ ବ୍ୟାଗରୁ ପୋଷାକ କରି ପିନ୍ଧ…