[ଭିଡ଼ିଓ] ସ୍ୱାଧୀନତା ଦିବସରେ ୨ ଛାତ୍ରଙ୍କ ଜଳସମାଧି
ଜଗତସିଂହପୁର: ପାଣିରେ ବୁଡି ପ୍ରାଣ ହରାଇଲେ ଦୁଇ ଛାତ୍ର।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତ୍ରିତୋଲ ଥାନା ତୁଳଙ୍ଗ ଗ୍ରାମରେ। ମୃତ ୨ ଛାତ୍ର ହେଉଛନ୍ତି ତୁଳଙ୍ଗ ଗ୍ରାମର ଦଶମ ଶ୍ରେଣୀ ଛାତ୍ର ପ୍ରତ୍ୟୁଷ ବିଶ୍ୱାଳ ଓ ନବମ ଶ୍ରେଣୀ ଛାତ୍ର ଆୟୁଷ ବିଶ୍ୱାଳ।
ଏହି ଦୁଇ ଛାତ୍ର…