ଭାଇରାଲ୍ ହେଉଛି ଦବାଙ୍ଗ ବଏ୍ ସଲ୍ମାନଙ୍କ ନୂଆ ପ୍ରତିଭା
ନୂଆଦିଲ୍ଲୀ: ବଲିଉଡ ଦବାଙ୍ଗ ବଏ୍ ସଲମାନ ଖାନ ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣରୁ ସର୍ବଦା ଚର୍ଚ୍ଚାକୁ ପରିସରକୁ ଆସିଥାନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ସଲମାନଙ୍କ ଏକ ନୂତନ ପ୍ରତିଭାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।…