ନବୀନ ପୁଣି ନମ୍ବର ଏକ ନମ୍ବର: ଏବିପି ନ୍ୟୁଜ୍
ଭୁବନେଶ୍ୱର : ଏବିପି ନ୍ୟୁଜ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀମାନଙ୍କର ରାଜ୍ୟ ପାଇଁ କରିଥିବା କାମ ଓ ଲୋକଙ୍କ ମତ ଆଧାରରେ ଏହି ସର୍ଭେ କରାଯାଇଥିଲା ।
ଏହି ସର୍ଭେରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀ…