ଓଡ଼ିଶାରେ ୩ ଲକ୍ଷ ୨୯ ହଜାର ଟପିଲା ଆରୋଗ୍ୟ ମାମଲା
ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୫୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୯ ହଜାର ୦୮୮ରେ ପହଞ୍ଚିଛି।
https://twitter.com/HFWOdisha/status/1350063267410968576?s=19
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…