Latest Odisha News

BREAKING NEWS

ନକଲି ପିଛା ଛାଡୁନି କଟକର, ଆଜି ଠାବ ହେଲା ନକଲି ଜର୍ଦ୍ଦା କାରଖାନା

କଟକ : ଆଜି ପୁଣି କଟକ ସଦର ଥାନା ଅନ୍ତର୍ଗତ ସାସୋଳରୁ ନକଲି ଜର୍ଦା କମ୍ପାନୀ ଠାବ ହୋଇଛି । ପୋଲିସ ଚଢଉ ବେଳେ ବିପୁଳ ପରିମାଣରେ ନକଲି ଗୁଟଖା, ଜର୍ଦ୍ଦା ଜବତ କରିଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି । ଏହିସବୁ ତିଆରି କରିବା ପାଇଁ ବ୍ୟବହୃତ ସାମଗ୍ରୀକୁ ପୋଲିସ ଜବତ କରିଛି । ଏହିଠାରୁ…

ଭାରତୀୟ ସେନାଙ୍କ ସହ ମିଶି ଭଲିବଲ୍‌ ଖେଳିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାର ଶୁକ୍ରବାର ଦିନ ସେନା ଦିବସ ପାଳନ କରିବାକୁ ଯାଇ ଭାରତୀୟ ସୈନ୍ୟମାନଙ୍କ ସହ ଭଲିବଲ୍‌ ଖେଳିଥିଲେ। ଅର୍ଥାତ୍‌ ସେ ଭାରତୀୟ ସେନା ସଦସ୍ୟଙ୍କ ସହ ଭଲିବଲ ଖେଳ ଖେଳୁଥିବା ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହାକୁ ସେୟାର୍‌ କରି ସେ…

ଚର୍ଚ୍ଚାରେ ନିଆ ଶର୍ମାଙ୍କ ନ୍ୟୁ କାର୍‌

ନୂଆଦିଲ୍ଲୀ: ଟେଲିଭିଜନର ହଟ ଏବଂ ସୁନ୍ଦର ଅଭିନେତ୍ରୀ ନିଆ ଶର୍ମା ତାଙ୍କ ବୋଲ୍ଡ ଅବତାର ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଆନ୍ତି। ତେବେ ନିଆ ଶର୍ମା ତାଙ୍କ ନୂଆ କାର ଯୋଗୁଁ ଏବେ ପୁଣି ଥରେ ଚର୍ଚ୍ଚା ଘେରରେ। ନିକଟରେ ନିଆ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି। ତେବେ ଏହି କାରର ମୂଲ୍ୟ ଜାଣିଲେ…

ଆରମ୍ଭ ହେଲା ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଉଚ୍ଚାଭିଳାଷୀ କେନ୍ଦ୍ରୀୟ ଭିସ୍ତା ପୁନଃନିର୍ମାଣ ଯୋଜନା ଅଧୀନରେ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବାର ଏକ ମାସ ପରେ ଶୁକ୍ରବାର ଦିନ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନୂତନ ସଂସଦ…

ଅପରାଧରେ ଭେନଜୁଏଲା ସବୁଠାରୁ ଆଗରେ, ଭାରତ ସ୍ଥିତି ସୁଧୁରିଛି: ରିପୋର୍ଟ

ନୂଆଦିଲ୍ଲୀ: ଗ୍ଲୋବାଲ ଡାଟାବେସ କମ୍ପାନୀ ନମ୍ବିଓ ବିଶ୍ୱର ଅପରାଧ ହାର ଏବଂ ଅପରାଧୀଙ୍କ କାର୍ଯ୍ୟକଳାପ ନେଇ ରିପୋର୍ଟ ଜାରୀ କରିଛି । ବିଶ୍ୱରେ ସବୁଠାରୁ ଅଧିକ ଅପରାଧ ଭେନଜୁଏଲାରେ ହେଉଛି ବୋଲି ଏଥିରେ ଦର୍ଶାଯାଇଛି । କ୍ରାଇମ ଇଣ୍ଡେକ୍ସ ୮୪.୪୯ ଥିବା ବେଳେ ସେଫଟି ଇଣ୍ଡେକ୍ସ ୧୮.୦୭ ରହିଛି ।…

ଟିଏମସି ଛାଡିବେ ଶତାବ୍ଦୀ !

କୋଲକତା: ତୃଣମୂଳ କଂଗ୍ରେସର ସାଂସଦ ତଥା ଅଭିନେତ୍ରୀ ଶତାବ୍ଦୀ ରାୟ ଦଳ ଛାଡିବା ନେଇ ଶୁକ୍ରବାର ସଙ୍କେତ ଦେଇଛନ୍ତି । ସେ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଫେସବୁକରେ ଲେଖିଛନ୍ତି ଯେ, ଯଦି ମୁଁ କୌଣସି ନିଷ୍ପତି ନିଏ ତାହାହେଲେ ୧୬ ଜାନୁୟାରୀ ଦିନ ୨ଟା ବେଳେ ଏ ସମ୍ପର୍କରେ ଆପଣମାନଙ୍କୁ ସୂଚନା…

ରାଜ୍ୟରୁ ୨୪ ଘଣ୍ଟାରେ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଦୈନିକ କେସ୍ କମିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୮୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୦୮ ସଂକ୍ରମିତ । ଲୋକାଲ୍ କଣ୍ଟାକ୍ଟ କେସ୍ ୭୮ଟି ରହିଛି । ୨୬ ଜିଲ୍ଲା ଓ…

ଦେଶରେ ୨୪ ଘଣ୍ଟାରେ ୧୫ ହଜାର ୫୯୦ ନୂଆ ଆକ୍ରାନ୍ତ ଚିହ୍ନଟ; ମୃତ୍ୟୁ ସଂଖ୍ୟା ୧୯୧

ନୂଆଦିଲ୍ଲୀ: ଦେଶରେ ନିୟମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ କିଛି ଦିନ ହେବ ୨୦ ହଜାରରୁ କମ୍ ମାମଲା ରୁଜୁ ହୋଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୫ ହଜାର ୫୯୦ ନୂଆ ମାମଲା ରୁଜୁ ହୋଇଥିଲା।…

ଭାରତୀୟ ବଂଶୋଦ୍ଭବ ସୋନିଆ ଅଗ୍ରୱାଲ୍‌ ହେବେ ବାଇଡେନ୍‌ଙ୍କ ଜଳବାୟୁ ନୀତି ପରାମର୍ଶଦାତା

ନ୍ୟୁୟର୍କ: ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ସୋନିଆ ଅଗ୍ରୱାଲଙ୍କୁ ଜଳବାୟୁ ନୀତି ଏବଂ ନବସୃଜନ ପାଇଁ ତାଙ୍କର ବରିଷ୍ଠ ପରାମର୍ଶଦାତା ଭାବରେ ଘୋଷଣା କରିଛନ୍ତି। ବାଇଡେନ୍‌ ପ୍ରଶାସନରେ ସାମିଲ୍‌ ହୋଇଥିବା ସୋନିଆ ବହୁ…

କଙ୍ଗନା ମୋ ଷ୍ଟୋରି ଚୋରି କରିଛନ୍ତି : ଦିଦ୍ଦା ଲେଖକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ମଣିକର୍ଣ୍ଣିକା ରିଟର୍ଣ୍ଣସ: ଦି ଲିଜେଣ୍ଡ ଅଫ୍ ଦିଦ୍ଦା ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ମାତ୍ର ଏହା ଘୋଷଣା କରିବା ଦିନକ ପରେ ତାଙ୍କ ବିରୋଧରେ ଚୋରୀ ଅଭିଯୋଗ ଆସିଛି । ଦିଦ୍ଦା ଉପନ୍ୟାସ ଲେଖିଥିବା ଆଶୀଷ କୌଲ ଏହି ଅଭିଯୋଗ ଆଣିଛନ୍ତି ।…