କୃଷକଙ୍କ ବିରୋଧକୁ ନେଇ ଏମିତି କହିଲେ ଅଭିନେତ୍ରୀ ତଥା ସାଂସଦ ହେମା ମାଲିନୀ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ହେମା ମାଲିନୀ କହିଛନ୍ତି ଯେ ଚାଷୀଙ୍କ ଦ୍ୱାରା ଚାଲିଥିବା ବିରୋଧ "ନ୍ୟସ୍ତ ସ୍ୱାର୍ଥ" ଦ୍ବାରା ସୃଷ୍ଟି ହୋଇଛି। ବିଜେପିର ମଥୁରା ସାଂସଦ ହେମା ମାଲିନୀ କହିଛନ୍ତି ଯେ ଚାଷୀମାନେ କଣ ଚାହୁଁଛନ୍ତି ତାହା ସେମାନେ ଜାଣନ୍ତି ନାହିଁ।…