ଫିଲ୍ମ ‘ଦି ଗର୍ଲ ଅନ୍ ଦ ଟ୍ରେନ୍’ର ଟ୍ରେଲର୍ ରିଲିଜ୍
ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ହେତୁ ୨୦୨୦ରେ ଅନେକ ବଡ ଏବଂ ଲୋକପ୍ରିୟ ଚଳଚ୍ଚିତ୍ର ପ୍ରେକ୍ଷାଳୟ ବନ୍ଦ ହେତୁ OTTକୁ ରିଲିଜ୍ ପାଇଁ ଚୟନ କରାଯାଇଛି। ଏହି ଚଳଚ୍ଚିତ୍ରଗୁଡ଼ିକ ମୁଖ୍ୟତଃ ଆମାଜନ ପ୍ରାଇମ, ନେଟଫ୍ଲିକ୍ସ ଏବଂ ଡିଜନି ପ୍ଲସ୍ ହଟଷ୍ଟାର ଭଳି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା।…