Latest Odisha News

BREAKING NEWS

ଭାରସାମ୍ୟ ହରାଇ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ତାମ୍ପରାଠାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଛତ୍ରପୁରର ୧୬ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ମଝି ରାସ୍ତାରେ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିଲା । ଏଥିରେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଘନ କୁହୁଡ଼ି ପାଇଁ ରାସ୍ତା ଦେଖାଯାଇ…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ପାଇଁ ଆବେଦନ ଉପରେ ଆଜି ବିଚାର

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ଆବେଦନ ଉପରେ ଶୁଣାଣି ହେବ । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍-SIT କରିଥିବା ଆବେଦନର ଶୁଣାଣି ହେବ । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହୋଇ ନଥିଲା । ଏନେଇ…

ଦେଶରୁ ଦିନକରେ ୧୫, ୯୬୮ ନୂଆ କରୋନା ପଜିଟିଭ୍, ୨୦୨ ମୃତ

ନୂଆଦିଲ୍ଲୀ: ଟିକାକରଣ ପୂର୍ବରୁ ଦେଶରେ ହ୍ରାସ ପାଇଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୫ହଜାର ୯୬୮ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ପଜିଟିଭ୍ କେସ୍ ୧କୋଟି ୪ଲକ୍ଷ ୯୫ହଜାର ୧୪୭କୁ ବୃଦ୍ଧି ପାଇଛି । ଗତ ୨୪ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ…

କଟକରୁ ଜବତ ହେଲା ୧୦ ଲକ୍ଷ ମୂଲ୍ୟର ବ୍ରାଉନସୁଗାର

କଟକ: କଟକ ଜିଲ୍ଲା ବିଡାନାସୀ ଅଞ୍ଚଳରୁ ଜବତ ହୋଇଛି ୧୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର। ବିଡ଼ାନାସୀ ଦେଉଳସାହି ଦେବୀଘର ପଛପଟୁ ଏହି ବ୍ରାଉନସୁଗାର ପୋଲିସ ଜବତ କରିଥିବା ସୂଚନା। ଏଭଳି ବିପୁଳ ପରିମାଣର ବ୍ରାଉନସୁଗାର ସାହି ଭିତରୁ ଜବତ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ…

କୋଭିସିଲ୍ଡ ପରେ ଭୁବନେଶ୍ୱର ଆସିଲା କୋଭାକ୍ସିନ ଟିକା

ଭୁବନେଶ୍ୱର: କାଲି ଆସିଥିଲା ସେରମ ଇନଷ୍ଟିଚ୍ୟୁଟର କରୋନା ଭ୍ୟାକସିନ୍ କୋଭିସିଲଡ୍ । ଆଜି ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ୍ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ୨୦ହଜାର ଡୋଜ୍ କୋଭାକ୍ସିନ୍ ଟିକା ପହଞ୍ଚିଥିବା…

ଓଲଟିଲା କପା ବୋଝେଇ ଟ୍ରାକ୍ଟର, ୨ ମୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା କ୍ରିକାଲୁପାଡୁ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା କପା ବୋଝେଇ ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ଟ୍ରାକ୍ଟରଟି…

ଘନ କୁହୁଡି ଯୋଗୁଁ ଓଲଟିଲା ଗ୍ୟାସ ଟ୍ୟାଙ୍କର

ଖଲ୍ଲିକୋଟ: ଘନ କୁହୁଡି ଯୋଗୁଁ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଠୁବା ଗ୍ୟାସ୍‌ ଟ୍ୟାଙ୍କର ହଠାତ୍‌ ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ…

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍; ୨ ଗୁରୁତର

କଳାହାଣ୍ଡି: କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣୀ ଘାଟିରେ ଓଆଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ବସ୍‌ ହେଲପର ଓ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଯାତ୍ରୀ ମାନେ ବର୍ତ୍ତିଯାଇଥିବା ସୂଚନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ…

ମୃତ୍ୟୁର ବର୍ଷେ ପରେ ମନମୋହନ ମହାପାତ୍ର ଓ ଓଡିଆ ସିନେମାର ବାସ୍ତବ ଚେହେରା

ମୃତ୍ୟୁ ପରେ ସେ ଅଧିକ ପ୍ରାଣବନ୍ତ ଲାଗୁଛନ୍ତି। ହୁଏତ ଏମିତି ହୋଇପାରେ ଯେ, ସେ ଯେଉଁ ସିନେମା ତିଆରି କରିଥିଲେ, ତାହା ତାଙ୍କ ଜୀବନକାଳରେ ହୁଏତ, ଲୋକଙ୍କ ପାଖରେ ପହଞ୍ଚି ପାରିଲା ନାଇଁ, କିନ୍ତୁ ଦିନେ ନା ଦିନେ ସେ ସିନେମା ଲୋକଙ୍କ ପାଖରେ ପହଞ୍ଚିବ। କାରଣ ସେ ସିନେମା ତିଆରି କରିଥିଲେ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୧୩-୦୧-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୧୩ ରିଖ ବୁଧବାର ଧନୁ ୩୦ ଦିନ ପୌଷ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ମୁକ୍ତ ପ୍ରତିପଦା ତିଥି ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର:- ତୁଳା କୁମ୍ଭ…