Latest Odisha News

BREAKING NEWS

ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ, ପାସ ହାର ୭୦.୨୧%

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ । ପାସ ହାର ରହିଛି ୭୦.୨୧% । ମୋଟ୍ ୬୮ ହଜାର ୩୭୪ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତ । ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ୨୫ ହଜାର ୩୩୯ଜଣ ପାସ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪ ହଜାର ୧୨୧ ଓ ତୃତୀୟ ଶ୍ରେଣୀରେ…

ବିଜେଡିର ଯୋଗ ଦେଲେ ସରପଞ୍ଚଙ୍କ ସହ ୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ

ଯାଜପୁର: ବିଜୁ ଜନତା ଦଳରେ ଯୋଗ ଦେଲେ ବିଜେପି ଛାଡିଥିବା ସରପଂଚ ଓ ୫୦ ରୁ ଉର୍ଦ୍ଧ କର୍ମୀ । ଯାଜପୁର ଜିଲ୍ଲା କୋରାଇ ବ୍ଲକ କାଚରାସାହି ଗ୍ରାମ ପଂଚାୟତର ସରପଂଚ ସସ୍ମିତା ତରାଇ ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । କୁଆଖିଆ ଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ କୋରାଇ ବିଧାୟକ ଅଶୋକ…

ଉତ୍ତମ କରୋନା ଯୋଦ୍ଧା ଭାବେ ବିଡ଼ିଓ ଏବଂ ତହସିଲଦାର ସମ୍ମାନୀତ

ବୁବୁଡା : ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ର ଓ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ମଙ୍ଗଳବାର ଦିନ ଉତ୍ତମ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି। ସ୍ୱଚ୍ଛତା ଆୱାରନେଶ ଏଣ୍ଡ ଧାରା ଆସୋସିଏସନ ପକ୍ଷରୁ ପ୍ରତିଷ୍ଠାନର ସଭାପତି ତଥା ସମାଜସେବୀ ସୂର୍ଯ୍ୟ ନାରାୟଣ ପରିଡା ଉଭୟ ପ୍ରଶାସନିକ…

ସିଦ୍ଧରମୈୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍, କାଲି ହେବେ ଡିସଚାର୍ଜ

ବେଙ୍ଗାଳୁରୁ: କରୋନାକୁ ହରାଇଛନ୍ତି କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସେ ସୁସ୍ଥ ହୋଇଛନ୍ତି । କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ତାଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଆସନ୍ତାକାଲି ହସ୍ପିଟାଲରୁ ଡିସଚାର୍ଜ ହେବେ ସିଦ୍ଧରମୈୟା । ବର୍ତ୍ତମାନ…

ଆଉ ୯ଜଣଙ୍କୁ ମିଶାଇ ରାଜ୍ୟରେ ତିନି ଶହ ପାର କଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୫୦ ହଜାର ଡେଇଁଛି କରୋନା ପଜିଟିଭ୍ କେସ୍ । ଆଜି ମୃତ୍ୟୁସଂଖ୍ୟା ୩ ଶହ ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୯ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ତିନି ଜଣ ମହିଳା ଓ ଛଅ ଜଣ ପୁରୁଷ । ଗତ ୨୪ ଘଣ୍ଟାରେ ଗଞ୍ଜାମ…

ଶୁଖିଲା ପଡିଛି କେନାଲ; ଚାଷ କରିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ

ଯାଜପୁର: ଶୁଖିଲା ପଡିଛି କେନାଲ । ମାଟି ଓ ପଙ୍କରେ ପୋତି ହେବାକୁ ବସିଲାଣି । କେନାଲରେ ଏବେ ଅନବନା ଗଛ ଉଠି ଜଙ୍ଗଲର ଭ୍ରମ ସୃଷ୍ଟି କଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜାରକା ଜଳସେଚନ ଡିଭିଜନ୍ ଅଧିନରେ ଥିବା ହାଇଲେଭଲ କେନାଲର । ଏହି କେନାଲଟି କଟକ ଜଗତପୁର ନିକଟ…

ରାଜ୍ୟରେ ଉପରମୁଁହା କରୋନା ଗ୍ରାଫ: ମୋଟ ସଂଖ୍ୟା ୫୦ ହଜାର ପାର୍

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରେକର୍ଡ ଭାଙ୍ଗୁଛି ସଂଖ୍ୟା । ରାଜ୍ୟରେ ଆଜି ମଧ୍ୟ ୧୫୦୦ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ସର୍ବଧିକ ୧୮୭୬ ଜଣ କରୋନା ପଜିଟିଭ ଚିହ୍ନଟ। ଆଜି ଚିହ୍ନଟ…

ସମ୍ବଲପୁର ସହରର ଏହି ୧୦ ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା

ସମ୍ବଲପୁର: ସମ୍ବଲପୁର ସହରରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବୁଧବାର ଠାରୁ ସମ୍ବଲପୁର ମ୍ୟୁନିସିପାଲିଟି କର୍ପୋରେସନ୍ (ଏସଏମସି) ଅଧୀନରେ ଥିବା ୧୦ଟି ଅଞ୍ଚଳରେ ଧାରା ୧୪୪ ଧାରା ଜାରି କରିଛନ୍ତି । କରୋନା ସଂକ୍ରମଣରେ ରୋକ…

ଚଳନ୍ତା ବସ୍ ରେ ଅଗ୍ନିକାଣ୍ଡ: ୫ ଜଣ ଜୀବନ୍ତ ଦଗ୍ଧ

ବେଙ୍ଗାଲୁରୁ: ବିଜୟପୁରାରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏକ ଚଳନ୍ତା ବସରେ ଅଗ୍ନିକାଣ୍ଡ। ବୁଧବାର ସକାଳୁ କର୍ଣ୍ଣାଟକର ଚିତ୍ରାଦୁର୍ଗା ଜିଲ୍ଲା ଦେଇ ଯାଇଥିବା ରାଜପଥରେ ବସ ଟି ଯାଉଥିବା ସମୟରେ ଏଥିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ପାଞ୍ଚ ଜଣ ଜୀବନ୍ତ ଦଗ୍ଧ…

ଭାରତୀୟ ବଂଶୋଦ୍ଭବ କମଳା ହାରିସ ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ

ଓ୍ୱାଶିଂଟନ୍: ଦରିଆପାରିରେ ଭାରତୀୟଙ୍କ ଦବଦବା । ଆମେରିକାରେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ଜଣେ ଭାରତୀୟ ବଂଶୋଦ୍ଭବ । ନାଁ କମଳା ହାରିସ୍ । ଏବେ ଡେମୋକ୍ରାଟିକ୍ ପାର୍ଟିରରୁ କାଲିଫର୍ଣ୍ଣିଆରୁ ସାଂସଦ ଅଛନ୍ତି । ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ତାଙ୍କ ନାଁରେ…