Latest Odisha News

BREAKING NEWS

ଗୋପାଳପୁର ସମୁଦ୍ରରେ ଓଲଟିଲା ବୋଟ୍, ୯ ପର୍ଯ୍ୟଟକ ଉଦ୍ଧାର

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଅଘଟଣ । ଗୋପାଳପୁର ସମୁଦ୍ର ଭିତରକୁ ବୁଲିବାକୁ ଯାଇ ଫେରୁଥିବା ବେଳେ ଓଲଟିଲା ବୋଟ୍ । ଫଳରେ ବୋଟ୍‌ରେ ଥିବା ୯ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯାଇଥିଲେ । କିନ୍ତୁ ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ବୋଟ୍‌ ପହଞ୍ଚି ପର୍ଯ୍ୟଟକଙ୍କ ଉଦ୍ଧାର କରିବାରେ ସଫଳ…

ବିନା ବିଜୁଳିର ଫ୍ରିଜ୍, ମାଟିରେ ତିଆରି ଫ୍ରିଜ୍ କରି ଚର୍ଚ୍ଚାରେ ମନସୁଖ, ଫ୍ୟାକ୍ଟ୍ରି ମାଧ୍ୟମରେ ଅନେକଙ୍କୁ ରୋଜଗାର 

ଗୁଜୁରାଟ: ଅନେକଙ୍କ ସଉକ ଅଧିକ ପଇସା ଖର୍ଚ୍ଚ କରି ବ୍ରାଣ୍ଡେଡ୍ ବ୍ରାଣ୍ଡେଡ୍ ଜିନିଷ କିଣିବା । ଆଉ କିଛି ଲୋକଙ୍କ ପସନ୍ଦ ଶସ୍ତା ସୁନ୍ଦର ମଜବୁତ ଜିନିଷ । ଏଭଳି କିଛି ଶସ୍ତା ସୁନ୍ଦର ମଜବୁତ ଜିନିଷ ତିଆରି କରି ଚର୍ଚ୍ଚାରେ ରହିଛନ୍ତି ଗୁଜୁରାଟ ରାଜକୋଟ ନିବାସୀ ମନସୁଖ ଭାଇ ପ୍ରଜାପତି । …

ସରକାରଙ୍କ ଦାବି, ଆୟତ୍ତରେ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ

ଭୁବନେଶ୍ୱର: ଶିମିଳିପାଳ ଜାତୀୟ ଉଦ୍ୟାନକୁ କେନ୍ଦ୍ରୀୟ ଟିମ୍ ଯାଇଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଥିବା ନେଇ ଗୁରୁବାର ଦିନ ଓଡିଶା ସରକାର ଦାବି କରିଛନ୍ତି। ଜଙ୍ଗଲରେ ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବା ନେଇ ଏକ ବିଜ୍ଞପ୍ତିରେ ବନ ବିଭାଗର ପ୍ରିନସିପାଲ୍ ଚିଫ୍ କନଜରଭେଟର…

ଉଦଯାପିତ ହେଲା ୬୯ତମ ଜାତୀୟ ସିନିଅର ପୁରୁଷ ଓ ମହିଳା ଭଲିବଲ ପ୍ରତିଯୋଗିତା

ଭୁବନେଶ୍ବର : ଉଦଯାପିତ ହେଲା ୬୯ତମ ଜାତୀୟ ସିନିଅର ପୁରୁଷ ଓ ମହିଳା ଭଲି ବଲ ପ୍ରତିଯୋଗିତା । ମହିଳା ସିନିୟର ବିଭାଗରେ କେରଳ ଓ ପୁରୁଷ ବିଭାଗରେ ହରିୟାଣା ଚାମ୍ପିଅନସ ଟ୍ରଫି ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳା ବିଭାଗରେ ରେଲଓ୍ବେକୁ ୩-୦ରେ ହରାଇ ଚାମ୍ପଅନ୍ ହୋଇଛି କେରଳ ।…

ମହାଶିବରାତ୍ରୀରେ ସୋନୁ ଏମିତି କଣ କହିଲେ ଯେ, ଟ୍ରୋଲ ହେଲେ ସୋସିଆଲ ସାଇଟରେ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଏକ ଟୁଇଟ କରି ନିଜକୁ ବିବାଦ ମଧ୍ୟକୁ ଟାଣି ଆଣିଛନ୍ତି । ମହାଶିବରାତ୍ରୀରେ ସୋନୁ ଟୁଇଟ କରିଥିଲେ, ଭଗବାନ ଶିବଙ୍କ ଫଟୋ ଫରୱାର୍ଡ ନ କରି ଅନ୍ୟ କାହାକୁ ସାହାଯ୍ୟ କରି ଏହାକୁ ଧୂମଧାମରେ ପାଳନ କରନ୍ତୁ । ଭଗବାନ ଶିବଙ୍କ ଫଟୋ ଶେୟାର କରିବାରେ ଅସୁବିଧା…

ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ

କେନ୍ଦୁଝର: କେନ୍ଦୁଝରର ବଡ଼ବିଲ ରେଳ ଷ୍ଟେସନ ନିକଟରେ ଗୁରୁବାର ଦିନ ଏକ ମାଲବାହୀ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଛି। ସୂଚନାନୁସାରେ, ଟ୍ରେନ୍ ବାଲାନି ସାଇଡିଂ ଅଭିମୁଖେ ଯାଉଥିବାବେଳେ ଲୋକୋ ପାଇଲଟ୍ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖି ଟ୍ରେନ୍ ଅଟକାଇ ଦେଇଥିଲେ। ଏନେଇ ସେ ରେଲୱେ…

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମହିଳା ଫୁଟବଲ ଲିଗ୍ ୨୦୨୧

ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମହିଳା ଫୁଟବଲ ଲିଗ୍ । ଏଥିପାଇଁ ଷ୍ଟାଡିୟମରେ ଅଭ୍ୟାସ ଚଳାଇଛନ୍ତି ମହିଳା ଖେଳାଳି । ୮ଟି ଦଳ ମଧ୍ୟରେ ଏହି ଲିଗ୍ ମ୍ୟାଚ୍ ଖେଳାଯିବ । ଅପରାହ୍ନ ୪ଟାରୁ ଏହି ମ୍ୟାଚ୍ ଆରମ୍ଭ ହୋଇ ରାତି ୯ଟାରେ ଶେଷ ହେବ । ଏହି ଫୁଟବଲ…

ବିଜୟ ହଜାରେ ଟ୍ରଫି: ମୁମ୍ବାଇ-ୟୁପି ଟାଇଟଲ ମୁକାବିଲା

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି କ୍ରିକେଟ ଫାଇନାଲରେ ପ୍ରବେଶ କରିଛନ୍ତି ମୁମ୍ବାଇ ଓ ଉତରପ୍ରଦେଶ । ୧୪ରେ ଦିଲ୍ଲୀରେ ଉଭୟ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ । ପ୍ରଥମ ସେମିଫାଇନାଲରେ ଉଭରପ୍ରଦେଶ ୫ ଉଇକେଟରେ ଗୁଜରାଟକୁ ପରାସ୍ତ କରିଥିଲା । ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୪୮.୧ ଓଭରରେ ୧୮୪…

କେନ୍ଦ୍ର ସରକାର ଘୋଷଣା କଲେ କରୋନା ଟିକାର ନୂଆ ଦର

ନୂଆଦିଲ୍ଲୀ : କରୋନା ଟିକାର ନୂଆ ଦର ଘୋଷଣା କଲେ କେନ୍ଦ୍ର ସରକାର । ପୂର୍ବରୁ ଟିକାର ଦର ୨୫୦ ଟଙ୍କା ଥିବା ବେଳେ, ବର୍ତ୍ତମାନ ଟିକାର ଦାମ କମାଇ ୨୦୦ ଟଙ୍କା କରିଛନ୍ତି ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ସୂଚନା ଦେଇଛନ୍ତି । ତେବେ ଘରୋଇ ହସ୍ପିଟାଲରେ ଏହି ଦର ୨୫୦…

ଶିମିଳିପାଳରେ ନିଆଁ ଲାଗିବା ଘଟଣା, ତଦନ୍ତ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଶିମିଳିପାଳ ଜଙ୍ଗଲରେ ଅଗ୍ନିକାଣ୍ଡର କାରଣ ଜାଣିବା ତଥା ନିଆଁକୁ ଆୟତ୍ତ କରିବାରେ ରାଜ୍ୟକୁ ସହାୟତା କରିବା ପାଇଁ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଅଭିମୁଖେ ଯାଇଛନ୍ତି। ଇନ୍ସପେକ୍ଟର ଜେନେରାଲ୍ ଅଫ୍ ଜଙ୍ଗଲ, ନ୍ୟାସନାଲ…