Latest Odisha News

BREAKING NEWS

ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା !

ବ୍ରହ୍ମପୁର: ବ୍ରହ୍ମପୁର ଗୁଡସ ରୋଡ଼ ନିକଟ ରେଳଧାରଣାରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୃତଦେ। ମୃତକ ଜଣଙ୍କ ହେଉଛନ୍ତି ଗୋଷାଣି ନୂଆଗାଁ ଦଶଘରିଆ ସାହିର ସୀମନ ସାହୁ। ସୂଚନା ଅନୁସାରେ, ସୋମବାର ସକାଳୁ ବ୍ରହ୍ମପୁର ଗୁଡସ ରୋଡ଼ ନିକଟ ରେଳ ଧାରଣାରୁ ଜଣେ ଯୁବଙ୍କର ମୃତ ଦେହ ଉଦ୍ଧର…

ବର୍ଷା ସହ ବଜ୍ରପାତ ଆଶଙ୍କା: ଏହି ସମସ୍ତ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେବାକୁ ଯାଉଥିବା ବେଳେ ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୭ ଟି ଜିଲ୍ଲାରେ ପ୍ରବଳ…

ଦେଶରେ ୨୪ ଘଣ୍ଟାରେ କରୋନା ନେଲା ୧୦୦୦ରୁ ଅଧିକ ମୁଣ୍ଡ, ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୨ ଲକ୍ଷ

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହୁ ହୁ ହୋଇ ବିଜୁଳି ଗତିରେ ଉପର ମୁଁହା ହୋଇ ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨,୧୫,୦୭୫ ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪…

ବିଦେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକ ଗିରଫ

ଚଣ୍ଡୀଗଡ଼: ହରିୟାଣାରେ ଲଜ୍ଜା । ଦିବେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ହୋଟେଲର ଥାଇଲ୍ୟାଣ୍ଡର ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି । ହିସାରର ଏକ ହୋଟେଲରେ ଗତ ୭ ତାରିଖ…

୨ ଦିନ ପାଇଁ ସଟଡାଉନ ଘୋଷଣା ହେଲା କଳାହାଣ୍ଡିର ଏହି ସହର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବଢୁଛି ସଂକ୍ରମଣ । ସଂକ୍ରମଣର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେସିଙ୍ଗା ସହରରେ ଦୁଇ ଦିନିଆ ସଟ ଡାଉନ ଘୋଷଣା କରାଯାଇଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଓ ମଙ୍ଗଳବାର ଦୁଇଦିନ…

କାର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ବେଙ୍ଗାଳୁରୁ: କରୋନା ପଜିଟିଭ ଚିହ୍ନଟ ହେଲେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ସି ଶିରାମୁଲୁ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କୁ ଜ୍ବର ହେବାରୁ ସେ କରୋନା ସ୍ବାବ ପରୀକ୍ଷା କରାଇଥିଲେ ଯାହାର ନମୁନା ପଜିଟିଭ ଆସିଥିବା ଶିରାମୁଲୁ କହିଛନ୍ତି ।…

ଗୋପ ଅଞ୍ଚଳରେ ପୋଲିସକୁ ଅଟକ ରଖି ୨୨ ଜଣ ଗିରଫ

ପୁରୀ: ଗୋପ ଥାନା ରେଢୁଆ ଗାଁରେ ପୋଲିସକୁ ଅଟକ ରଖିବା ଘଟଣାରେ ଗିରଫଦାରୀ । ୧୫ ଜଣ ମହିଳାଙ୍କ ସମେତ ୨୨ ଜଣଙ୍କୁ ଗିରଫ କରାଯାଇଛି । ଗତ ୬ ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରେଢୁଆ ଗାଁକୁ ଯାଇଥିବା ଗୋପ ଥାନା ପୋଲିସ । ସେତେବେଳେ ଗାଁ ଲୋକ ପୋଲିସ ଟିମକୁ ଘଣ୍ଟା ଘଣ୍ଟା ଅଟକ ରଖିଥିଲେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୧୦-୮-୨୦୨୦  ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧୦ ରିଖ ସୋମବାର କର୍କଟ ୨୬ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-:  ମିଥୁନ ରାଶିର ଘାତ ଚନ୍ଦ୍ର: ମେଷ ରାଶିର ଆଜି: ତାଳ …

ଭଦ୍ରକରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ସ୍ୱର୍ଣ୍ଣ କଇଁଛ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ସ୍ୱର୍ଣ୍ଣ କଇଁଛ । ଏହାକୁ ଭଗବାନ ଭାବେ ପୂଜା କଲେ ଉଦ୍ଧାରକାରୀ ଚାଷୀ । ମିଳିଥିବା ସୂଚନା ଅନୁସାରେ, ଏହି ଅଞ୍ଚଳର ଜଣେ ଚାଷୀ ନିଜ ବିଲରେ ହଳ କରୁଥିଲେ। ହଠାତ ସୁନା ରଙ୍ଗର ଏହି ବିରାଟ କଇଁଛକୁ ଦେଖି ସେ…

କୋଭିଡ ଗାଇଡ଼ଲାଇନ ସହ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ସବୁଠି କରୋନାର କରାଳ ଛାୟା। ଉଭୟ ଦେଶରେ ଓ ରାଜ୍ୟରେ ମହାମାରୀ କରୋନାର ସଂକ୍ରମଣ ବଢି ବଢି ଚାଲିଛି । ଏହାରି ମଧ୍ୟରର ଆଗକୁ ଆସୁଛି ସ୍ୱାଧୀନତା ଦିବସ । ଚଳିତ ଥର କୋଭିଡ ଗାଇଡ଼ଲାଇନ ସହ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି…