Latest Odisha News

BREAKING NEWS

ବିଶ୍ୱ ବକ୍ସିଂ ଚାମ୍ପିୟନସିପ: ଫାଇନାଲରେ ପହଞ୍ଚି ଇତିହାସ ରଚିଲେ ଭାରତୀୟ ବକ୍ସର ଅମିତ ପଂଘଲ୍

ମସ୍କୋ: ରୁଷିଆର ୟେକାଟେରିନବର୍ଗଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତୀୟ ବକ୍ସର ଅମିତ ପଂଘଲ୍ ୫୨ କେଜି ବର୍ଗରେ ଫାଇନାଲକୁ ପ୍ରବେଶ କରି ଇତିହାସ ରଚିଛନ୍ତି । ସେ ସେମିଫାଇନାଲ୍ ବାଉଟରେ କାଜାଖାସ୍ଥାନର ମୁଷ୍ଟିଯୋଦ୍ଧା ସାକେନ ବିବୋସିନୋଭଙ୍କୁ ପରାସ୍ତ କରି ଫାଇନାଲରେ…

ପୁରୀ ବେଳାଭୂମି ସଫେଇରେ ସାମିଲ ହେବେ ବଲିଉଡ ଅଭିନେତା ଭିଦ୍ୟୁତ

ପୁରୀ: ସେପ୍ଟେମ୍ବର ୨୧ରେ ପୁରୀରେ ହେବାକୁ ଥିବା ବେଳାଭୂମି ସଫେଇ କାର୍ଯ୍ୟକ୍ରମ 'ମୋ ବିଚ'ରେ ସାମିଲ ହେବେ ବଲିଉଡ ଅଭିନେତା ଭିଦ୍ୟୁତ ଜମ୍ମୱାଲ । ଶନିବାର ଦିନ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଆନ୍ତର୍ଜାତିକ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ପୃଥିବୀର ଦୀର୍ଘତମ ସଫେଇଭାବେ ପରିଚିତ ହେବ…

କର୍ପୋରେଟ ଟ୍ୟାକ୍ସ ହ୍ରାସ ପରେ ଶିଳ୍ପଜଗତରେ ପ୍ରବଳ ଉତ୍ସାହ

ନୂଆଦିଲ୍ଲୀ: ‘ଭାରତୀୟ ଶିଳ୍ପ ଜଗତ ଲାଗି ଏହାଠାରୁ ବଳି ପୂଜା ଉପହାର ଆଉ କିଛି ନାହିଁ,’ବୋଲି କହିଛି ଭାରତୀୟ ଶିଳ୍ପ ମହାସଂଘ । ଶୁକ୍ରବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟ୍ୟାକ୍ସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ ହେବା ନେଇ ଏକ ବିରାଟ ଘୋଷଣା କରିବା ପରେ…

ଜାଣନ୍ତୁ ମଟରର ଅଦ୍ଭୁତ ଉପକାରିତା ସମ୍ପର୍କରେ

ଭୁବନେଶ୍ୱର: ମଟର ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ଉପଯୋଗୀ । ଏଥିରେ ବହୁ ପ୍ରକାରର ପୋଷକ ତତ୍ୱ ରହିଛି । ତେବେ ଜାଣନ୍ତୁ ମଟରର କେତେକ ଅଜଣା ଗୁଣ ସମ୍ପର୍କରେ... ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ମଟର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।…

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ ବିକ୍ରମକୁ ଯୋଗାଯୋଗ କରିବାକୁ ଆଉ ମାତ୍ର ୨୪ ଘଣ୍ଟା ବାକି…

ନୂଆଦିଲ୍ଲୀ: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଶନିବାର ପୂର୍ବରୁ ବିକ୍ରମ ଲ୍ୟାଣ୍ଡର ସହିତ ଯୋଗାଯୋଗ କରିବାକୁ ଚାହୁଁଛି, ନଚେତ ଆଉ ଯୋଗାଯୋଗର ସୁବିଧା ଆସିପାରିବ ନାହିଁ । ଚନ୍ଦ୍ର ଡ଼ାହାଣ ପଟକୁ ପ୍ରଦକ୍ଷୀଣ କରିବା ଫଳରେ ସୂର୍ଯ୍ୟ ରଶ୍ମୀ ପାଇପାରିବ ନାହିଁ, ତେଣୁ ବିକ୍ରମକୁ…

 ମୋଦୀଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର ‘ମନ୍ ବୈରାଗି’

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ଆଉ ଏକ ସିନେମା । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏହାର ପୋଷ୍ଟର ମଧ୍ୟ ରିଲିଜ ହୋଇଛି। ଏହି ପୋଷ୍ଟରକୁ ସୁପରଷ୍ଟାର ଅକ୍ଷୟ କୁମାର ଓ ପ୍ରଭାସଙ୍କ ଭଳି ବଲିଉଡର ଆଗଧାଡ଼ିର ଅଭିନେତା ମାନେ ନିଜ ଟ୍ୱିଟର…

କର୍ପୋରେଟ୍ ଟିକସ ହ୍ରାସ ନେଇ ଏଭଳି ମନ୍ତବ୍ୟ ଦେଲେ ମୋଦୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କର୍ପୋରେଟ୍ ଟିକସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ କରାଯିବା ଓ ନୂଆ ମାନୁଫ୍ୟାକ୍ଟଚରିଂ କମ୍ପାନୀମାନଙ୍କ ପାଇଁ ଟିକସ ହାର ୧୫ ପ୍ରତିଶତ କରାଯାଇଛି । କେହିକେହି ଏହାକୁ ବିଗତ ୩ ଦଶନ୍ଧୀ ମଧ୍ୟରେ ଏକ ବଡ ଆର୍ଥୀକ ସଂସ୍କାର ବୋଲି…

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି !

ନୂଆଦିଲ୍ଲୀ: କାର୍ଯ୍ୟରତ ୧୨ ଲକ୍ଷ ରେଳ କର୍ମଚାରୀ ହେବାକୁ ଯାଉଛନ୍ତି ଉପକୃତ । ରେଳ ବିଭାଗରେ କାମ କରୁଥିବା ୧୨ ଲକ୍ଷ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବାଲାଗି କେନ୍ଦ୍ରୀୟ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହାସହ ଖୁବ ଶୀଘ୍ର 'ଡିଏ' ବୃଦ୍ଧି ହୋଇପାରେ ବୋଲି ମଧ୍ୟ ସୂଚନା ମିଳିଛି ।…

କଟକ ବିଏସଏନଏଲ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଟେଲିକମ ସେବା ବ୍ୟାହତ

କଟକ: କଟକ ବଜ୍ରକବାଟୀ ସ୍ଥିତ ବିଏସଏନଏଲର ମୁଖ୍ୟ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ…

ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡାଣ ସାମୟିକ ବନ୍ଦ କରିବ ଏୟାର ଏସିଆ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବ୍ୟାଙ୍କକକୁ ଫ୍ଲାଇଟ୍ ଉଡାଣ ସାମୟିକ ବନ୍ଦ କରିବ ଏୟାର ଏସିଆ । ଏନେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଅଧିକାରୀଙ୍କୁ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ ଚିଠି କରିଛନ୍ତି । ତେବେ କେବେଠୁ…