ହଠାତ୍ ମାଡିଆସିଲା ବିପଦ ..
ମଧ୍ୟପ୍ରଦେଶ: ସୋମବାର ଦେହିରିଆ କେନାଲରେ ଏକ ଅଘଟଣ ଘଟିଯାଇଛିି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଘଟଣାଟି ଥିଲା କିଛି ଏପରି । ରେଖା ବାଇ ନାମକ ଜଣେ ମହିଳାଙ୍କର ଦେହ ଅସୁସ୍ଥ ଥିବାରୁ ସେ ଏକ ମାରୁତି ଭ୍ୟାନ ଭଡା କରି ସହରକୁ ଡାକ୍ତର ଦେଖାଇବାକୁ ଯାଇଥିଲେ ।…